ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ରାଉରକେଲା: ହେଲଥଭିଲେ ପୂର୍ବ ଭାରତର ସର୍ବବୃହତ ପ୍ରାକୃତିକ ଚିକିତ୍ସା କେନ୍ଦ୍ର ଭୁବନେଶ୍ୱର, ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ, ରାଉରକେଲା ଏବଂ ରାଉରକେଲାର ଗାୟତ୍ରୀ ପରିବାର ସହିତ ଏକ ମିଳିତ ସହଯୋଗରେ ୨୩ ଓ ୨୪ ନଭେମ୍ବର ଦୁଇ ଦିନ ଧରି ମାଗଣା ମେଗା ପ୍ରାକୃତିକ ଚିକିତ୍ସା ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିରରେ ହେଲଥଭିଲେର ସଦସ୍ୟ ମାନେ ଯୋଗ ଅଧିବେଶନ | ବିପି ଏବଂ ଡାଇବେଟିସ୍ ଇତ୍ୟାଦି ପରି ମାଗଣା ସ୍ୱାସ୍ଥ୍ୟ ଯାଞ୍ଚ ସହିତ ଡାକ୍ତରଙ୍କ ପରାମର୍ଶ… Continue reading ଆନ୍ତର୍ଜାତିକ ପ୍ରାକୃତିକ ଚିକିତ୍ସା ସଂଗଠନ ତରଫରୁ ଆନ୍ତର୍ଜାତିକ ପ୍ରାକୃତିକ ଦିବସ ପାଳିତ

ତେଜଜ୍ଞାନ ଫାଉଣ୍ଡେସନ ର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ 

oplus_2

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ତେଜଜ୍ଞାନ ଫାଉଣ୍ଡେସନ ର ରୌପ୍ୟ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି I ଉକ୍ତ ଅନୁଷ୍ଠାନର ଓଡିଶା ମୁଖ୍ୟ ଶୁଭ ଲକ୍ଷ୍ମୀ ସାମଲଙ୍କ ସଂଯୋଜନା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ତଥା ସୁକବି ଡ଼ଃ ପ୍ରସନ୍ନ କୁମାର ପାଟଶାଣୀ, ମୁଖ୍ୟବକ୍ତା ଭାବେ ବାଗ୍ନୀ, ବରିଷ୍ଠ ସାମ୍ବାଦିକ ତଥା ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି… Continue reading ତେଜଜ୍ଞାନ ଫାଉଣ୍ଡେସନ ର ରୋପ୍ୟ ଜୟନ୍ତୀ ଅନୁଷ୍ଠିତ 

ସଶକ୍ତ ଓଡ଼ିଶାର ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ତଥା ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥୀଙ୍କ ୬୮ତମ ଜନ୍ମସପ୍ତାହ ଅବସରରେ ସାମାଜିକ ଅନୁଷ୍ଠାନ ସଶକ୍ତ ଓଡ଼ିଶା ପକ୍ଷରୁ ସୋମବାର ସ୍ଥାନୀୟ ସିଆରପି କାର୍ଯ୍ୟାଳୟଠାରେ ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ସଂଯୋଜନା ଓ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜେପିର ବରିଷ୍ଠ ନେତା ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଗୋଲକ ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ… Continue reading ସଶକ୍ତ ଓଡ଼ିଶାର ମହିଳା ସଶକ୍ତିକରଣ ଅଭିଯାନ ସହିତ ବାଗ୍ମୀ ପ୍ରଦୁ୍ୟମ୍ନ ପ୍ରତିଭା ସମ୍ମାନ ଅନୁଷ୍ଠିତ

ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ପାଳିତ

dhenkanal cultural associatin bhubaneswar annual day held

ଭୁବନେଶ୍ୱର: ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ରବୀନ୍ଦ୍ର ମଣ୍ଡପରେ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଧାୟକ ସୀମାରାଣୀ ନାୟକ ଏବଂ ମୁଖ୍ୟବକ୍ତା ଭାବେ ବିଜେପି ନେତା ଗୋଲକ ମହାପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଢେଙ୍କାନାଳର ସାହିତ୍ୟିକ ଉଦ୍ଧବ ଚରଣ ନାୟକ ଓ଼ ଗବେଷକ କୃଷ୍ଣ ଚନ୍ଦ୍ର ଆଇଚଙ୍କୁ… Continue reading ଢେଙ୍କାନାଳ କଲ୍ଚରାଲ ଆସୋସିଏସନ ଭୁବନେଶ୍ୱର ପକ୍ଷରୁ ‘ଢେଙ୍କାନାଳ ଉତ୍ସବ-୨୦୨୪’ ପାଳିତ

ଗୁଗୁଲ ମ୍ୟାପ୍ ହେଲା କାଳ, ପୋଲ ଦଳକୁ ଖସି ଚାଲିଗଲା ୩ ଜୀବନ

Three lives lost in bridge collapse

ବରେଲି: ଗୁଗୁଲ ମ୍ୟାପ୍ ଯୋଗୁଁ ଚାଲିଗଲା ୩ ମୂଲ୍ୟବାନ ଜୀବନ। ଏମିତି ଏକ ଅଭାନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶର ବରେଲି ଜିଲ୍ଲାରେ। ସେମାନେ ଗୁଗୁଲ ଦେଖାଉଥିବା ବାଟରେ ଏକ ୱାଗନର୍‌ କାର ନେଇ ଯାଉଥିବାବେଳେ । ତେବେ ଏହି ବାଟଟି ନଦୀ ମଧ୍ୟ ଦେଇ ଏକ ପୋଲ ଦେଇ ଯିବାକୁ ପଡିବ ବୋଲି ଦର୍ଶାଇଥିଲା। କିନ୍ତୁ ଏହି ପୋଲଟି ନଦୀର ଅଧା ପର୍ଯ୍ୟନ୍ତ ଚାଲିଛି। ପୋଲଟି ଅଧାରୁ ନିର୍ମାଣ ବନ୍ଦ ରହିଛି। ସେମାନେ କାର୍‌ଟିକୁ ଗୁଗୁଲର… Continue reading ଗୁଗୁଲ ମ୍ୟାପ୍ ହେଲା କାଳ, ପୋଲ ଦଳକୁ ଖସି ଚାଲିଗଲା ୩ ଜୀବନ

ଥମୁନି  ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ଥମୁନି ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ଭୁବନେଶ୍ୱର: ପୁଣି ଆଜି ଓଲିଉଡରେ କଳି। ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଶୁକ୍ରବାର। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ କୌଣସି କଥାକୁ ନେଇ ମୁହାଁମୁହିଁ ହୋଇଛନ୍ତି। ତେବେ ପୋଲିସ ଆଇଆଇସିଙ୍କ ସାମ୍ନାରେ ଉଭୟେ ମୁହାଁମୁହିଁ ହୋଇଥିବାବେଳେ ସ୍ଥିତିକୁ ଶାନ୍ତ କରିଛନ୍ତି ଆଇଆଇସି। ତେବେ ଏପରି ମୁହାଁମୁହିଁ ନିଜର ବ୍ୟକ୍ତିଗତ କାରଣରୁ ହୋଇଥିବାବେଳେ ଫିଲ୍ମ ରାଣ୍ଡିପୁଅ ଅନନ୍ତାର ଟାଇଟେଲ୍‌କୁ ନେଇ ଆରମ୍ଭ ହୋଇଥିବା ଜଣାପଡିଛି।… Continue reading ଥମୁନି  ଓଲିଉଡ କଳି: ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍ ମୁହାଁମୁହିଁ

ଏକାମ୍ର ବାଲିଯାତ୍ରା: ସାନ୍ଧ୍ୟରେ ହ୍ୟୁମାନ ସାଗର, ସିଦ୍ଧାନ୍ତ ମହIପାତ୍ରଙ୍କ କ୍ରେଜ୍

Baliyatra in Bhubaneswar

ଏକାମ୍ର ବାଲିଯାତ୍ରା ୭ମ ଶୀତୁଆ ସନ୍ଧ୍ୟIରେ ହ୍ୟୁମାନ ସାଗର, ସିଦ୍ଧାନ୍ତ ମହIପାତ୍ର ଙ୍କ କ୍ରେଜ୍ ଦେଖିବକୁ ମିଳିଥିଲା। ବାଙ୍କୁଆଳ ନଦୀ ପଠାରେ ଗଲା 15 ତାରିଖ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଆରମ୍ଭ ହୋଇ ଆସୁଥିବା ଏକାମ୍ର ବାଲିଯାତ୍ରା ୭ମ ଶୀତୁଆ ସାନ୍ଧ୍ୟକୁ କୁନି କୁନି ପିଲାମାନଙ୍କ ଦ୍ଵାରା ପାଇକ ବିଦ୍ରୋହ ନୃତ୍ୟ ମାଧ୍ୟମରେ ବର୍ଣ୍ଣନା ଦର୍ଶକ ବିମୋହିତ। କାହାଣୀ ଓ ଚିତ୍ରନାଟ୍ୟ ଗୁରୁ ଯୋଗେନ୍ଦ୍ର ସେଠୀଙ୍କ ଦ୍ଵାରା ଏହି ନୃତ୍ୟକୁ ଚଢେଇବର ପ୍ରାଥମିକ ବିଦ୍ୟାଳୟ କୁନି ଛାତ୍ରମାନେ ପରିବେଷଣ… Continue reading ଏକାମ୍ର ବାଲିଯାତ୍ରା: ସାନ୍ଧ୍ୟରେ ହ୍ୟୁମାନ ସାଗର, ସିଦ୍ଧାନ୍ତ ମହIପାତ୍ରଙ୍କ କ୍ରେଜ୍

ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ

ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ । କାରଣ ରାଜ୍ୟରେ ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ହିତାଧିକାରୀ ଏପର୍ଯ୍ୟନ୍ତ ଇ-କେୱାଇସି କରିନାହାନ୍ତି । ଅଗଷ୍ଟ ମାସରୁ ରାସନ କାର୍ଡ ପାଇଁ ଇ-କେୱାଇସି ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର । ହେଲେ ବର୍ତ୍ତମାନ ରାଜ୍ୟରେ ସୁଦ୍ଧା ୬୯ ଲକ୍ଷ ୪୯ ହଜାର ୯୮୦ ଜଣ ଇ-କେୱାଇସି କରିନାହାନ୍ତି । ଏହା ଭିତରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ହିତାଧିକାରୀ ରହିଛନ୍ତି ।… Continue reading ରାସନ କାର୍ଡ ତାଲିକାରୁ କଟି ଯାଇପାରେ ୭୦ ଲକ୍ଷ ହିତାଧିକାରୀଙ୍କ ନାଁ

ମ୍ୟୁଜିକ୍ ଭିଡିଓ ‘ଦିଲ୍ ଦେଇଛି ତୋତେ ପ୍ରେମ ଖବର’ ହେଲା ରିଲିଜ୍

dil deichhe tate prema khabar

ଭୁବନେଶ୍ୱର: ବାବୁ ବାବୁଙ୍କ ନିର୍ଦ୍ଦେଶନାରେ ଓଡ଼ିଶା ମ୍ୟୁଜିକ୍ ପକ୍ଷରୁ ରୋମାଂଟିକ୍ ଭିଡିଓ ‘ଦିଲ୍ ଦେଇଛି ତୋତେ ପ୍ରେମ ଖବର’ ରିଲିଜ୍ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ ପ୍ରଣୟ ଜେଠୀ, ରାଘବ ସ୍ୱାଇଁ, ପ୍ରଯୋଜିକା ସଂଘମିତ୍ରା ବେହେରା, ନିର୍ଦ୍ଦେଶକ ବାବୁ ବାବୁ ଓ ଅଭିନେତା ଅମର ଓ ଅଭିନେତ୍ରୀ ନିକିଦା ଉପସ୍ଥିତ ରହି ମ୍ୟୁଜିକ୍ ଭିଡିଓ ସିଡି ଉନ୍ମୋଚନ କରିଥିଲେ। ଭିଡିଓରେ ମେଗା ଧାରାବାହିକରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୋଡି ଅମର… Continue reading ମ୍ୟୁଜିକ୍ ଭିଡିଓ ‘ଦିଲ୍ ଦେଇଛି ତୋତେ ପ୍ରେମ ଖବର’ ହେଲା ରିଲିଜ୍

ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଭିଜିଲାନ୍ସ ଜାଲରେ

ସୁବର୍ଣ୍ଣପୁର: ଭିଜିଲାନ୍ସ ବିଭାଗର ଚଢ଼ାଉ । ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ରେଡରେ ସୋନପୁର ଭିଜିଲାନ୍ସ ବିଭାଗ ର ଅଧିକାରୀ ସାମିଲ ଅଛନ୍ତି । ଭୁବନେଶ୍ୱର ପଟିଆ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ର ଏକକାଳୀନ ୧୧ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ୨… Continue reading ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ଭିଜିଲାନ୍ସ ଜାଲରେ

You cannot copy content of this page