ତଥାକଥିତ ବାବାଙ୍କୁ ମନ୍ତ୍ରୀଙ୍କ ଚେତାବନୀ

ତଥାକଥିତ ବାବାଙ୍କୁ ସାବଧାନ କରାଇଲେ ସଂସ୍କୃତି ମନ୍ତ୍ରୀ । କହିଲେ , ଭକ୍ତି ନାଁରେ ଭାଣ୍ଡାମୀ କଲେ ନିସ୍ତାର ନାହିଁଭକ୍ତି ନାଁରେ ଭାଣ୍ଡାମୀ କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଭକ୍ତି ନାଁରେ ଭାଣ୍ଡାମୀ ଚଳିବ ନାହିଁ । ଏମିତି କହି ତଥାକଥିକ ବାବାଙ୍କୁ ସାବଧାନ କରାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ। ଭକ୍ତି ବା ଭଗବାନଙ୍କ ନାଁ ନେଇ ଯିଏ ବ୍ୟାପାର କରୁଛନ୍ତି, ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଏସବୁ… Continue reading ତଥାକଥିତ ବାବାଙ୍କୁ ମନ୍ତ୍ରୀଙ୍କ ଚେତାବନୀ

କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍।

add new ICU bed in capital hospital

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍। ଖୁବଶୀଘ୍ର ୪୦ ଆଇସିୟୁ ବେଡ୍ ବିଶିଷ୍ଟ ହେବ କ୍ୟାପିଟାଲ ହସ୍ପିଟାଲ। ଏନେଇ ସୂଚନା ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ଅଧ୍ୟକ୍ଷା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏବେ କ୍ୟାପିଟାଲ ହସପିଟାଲରେ ୧୬ଟି ଆଇସିୟୁ ବେଡ୍ ରହିଛି। ଖୁବଶୀଘ୍ର ଆଉ ୨୪ଟି ନୂଆ ଆଇସିୟୁ ବେଡ୍ ସାମିଲ ହେବ ବୋଲି ରୋଗୀ କଲ୍ୟାଣ ସମିତି ବୈଠକରେ ନିଷ୍ପତ୍ତି ହୋଇଛି। ଆଜି କ୍ୟାପିଟାଲ ହସ୍ପିଟାଲରେ ବସିଥିବା ରୋଗୀ… Continue reading କ୍ୟାପିଟାଲ ହସ୍ପିଟାଲରେ ବଢିବ ଆଇସିୟୁ ବେଡ୍।

ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରୁ ବାବା ଗାଏବ

ଭୁବନେଶ୍ୱର: ଭୁବନେଶ୍ୱର ଭରତପୁର ଥାନା ଅନ୍ତର୍ଗତ ଖଣ୍ଡଗିରିରେ ଆଶ୍ରମ ବୈକୁଣ୍ଠ ଧାମରେ ସଂପୃକ୍ତ ନାବାଳକଙ୍କୁ କଳ୍କୀ ଅବତାର ଭାବେ ପ୍ରଦର୍ଶନ କରାଯାଉଛି । ଆଶ୍ରମ ଚଳାଉଛନ୍ତି ମୁଖ୍ୟ ପ୍ରବଚକ କାଶୀନାଥ ମିଶ୍ର । ସେ ନିଜର ୧୭ ବର୍ଷୀୟ ନାବାଳକ ପୁଅକୁ କଳ୍କୀ ଅବତାର ବୋଲି ଦର୍ଶାଉଛନ୍ତି । କାଶୀନାଥ ନିଜ ପୁଅଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦରେ ତୁଳସୀ ଓ ଗୀତା ରଖିଥିବା ଫଟୋ ଭାଇରାଲ ହେବା ପରେ ବିବାଦ ବଢିଛି । ଉଲ୍ଲେଖ… Continue reading ଖଣ୍ଡଗିରି ବୈକୁଣ୍ଠ ଧାମ ଆଶ୍ରମରୁ ବାବା ଗାଏବ

ଉତ୍କଳ ବୁଲେଟିନ୍ ଟ୍ରଷ୍ଟ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

utkalbulletin trust annual day celebrated

ବିଶିଷ୍ଟ ପୂଜ୍ୟପୂଜା ପ୍ରାଣ ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ରଙ୍କୁ ସ୍ୱତନ୍ତ୍ର ପୂଜ୍ୟପୂଜା ସମ୍ମାନ ୨୦୨୪ ପ୍ରଦାନଭୁବନେଶ୍ୱର: ସ୍ଥାନୀୟ ବୁଦ୍ଧମନ୍ଦିର ପରିସରରେ ଜାତୀୟ ଗଣମାଧ୍ୟମ ଦିବସ ଉତ୍କଳ ବୁଲେଟିନ୍ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପାଳିତ ହୋଇଯାଇଛି ଓ ଏହି ଅବସରରେ ସଂଗଠନର ସ୍ମରଣିକା ଉନ୍ମୋଚିତ ହୋଇଯାଇଛି । ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରୋହିତ୍ୟ ଓ ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ବିଜେପିର କାର୍ଯ୍ୟକାରିଣୀ ସଭ୍ୟ ତଥା ସମାଜସେବୀ… Continue reading ଉତ୍କଳ ବୁଲେଟିନ୍ ଟ୍ରଷ୍ଟ ପକ୍ଷରୁ ଜାତୀୟ ଗଣମାଧ୍ୟମ ଦିବସ ପାଳିତ

କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

chain loot in bhubaneswar

ଭୁବନେଶ୍ୱର: କଳା ପଲସରରେ ରାଜଧାନୀର ଗଳିକନ୍ଧିରେ ବୁଲି ଲୋକମାନଙ୍କ ଠାରୁ ଚେନ୍ ଝାମ୍ପିନେଉଥିଲେ ଚେନ୍ ଲୁଟେରା। ତେବେ ଏହାକୁ କମିଶନରେଟ ପୋଲିସ୍‌ର କବଜାରେ ଧରା ହୋଇ ଗିରଫ ହୋଇଛନ୍ତି ଦୁଇ ଚେନ୍ ଲୁଟେରା। ଚେନ୍ ଲୁଟେରାମାନେ ବହୁ ଦିନ ଧରି ଏମିତି ଲୁଟ୍ କରୁଥିବବେଳେ ଆଜି କମିଶନରେଟ୍ ପୋଲିସ୍ ଦୁଇଜଣଙ୍କୁ ଧରି ଗିରଫ କରିଛି । ଲୁଟେରା ପ୍ରଫୁଲ ନାୟକ ଓ ଫିରୋଜ ଦୁଇ ଚେନ୍ ଲୁଟେରା ଗଳି ଗଳି ବୁଲି ଚେନ୍ ଝାମ୍ପି ଲୁଟ୍ କରୁଥିଲେ।… Continue reading କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

ସତ୍ୟ ମହିମା ଆଶ୍ରମର ବାର୍ଷିକ ମହୋତ୍ସବ ପାଳିତ

ଭୁବନେଶ୍ୱର: ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ପରିସରରେ ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି I ବ୍ରହ୍ମଲୀନ ବ୍ରହ୍ମ ଅବଧୂତ ଜୟକୃଷ୍ଣ ବାବା ଙ୍କ ଆଦେଶ ଅନୁଯାୟୀ ବ୍ରହ୍ମ ମୁହୂର୍ତ୍ତ ରେ ବ୍ରହ୍ମଧ୍ଵନି ସ୍ଥାପନ କରି ବିଶ୍ୱ ର ଶାନ୍ତି ଓ ଜଗତ ଭକତ ଙ୍କ କଲ୍ୟାଣ ନିମନ୍ତେ ପ୍ରଭୁଙ୍କ ନିକଟରେ ରେ ପ୍ରାର୍ଥନା କରିବା ସହିତ ଦିବା ରାତ୍ରି ଭଜନ କୀର୍ତ୍ତନ ଓ ସନ୍ଧ୍ୟା ସମୟରେ ଘୃତ… Continue reading ସତ୍ୟ ମହିମା ଆଶ୍ରମର ବାର୍ଷିକ ମହୋତ୍ସବ ପାଳିତ

ମାଆ ସାଜିଲା ସଇତାନ : ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ

Bhubaneswar: ପ୍ରେମିକ ସହ ମିଶି ମାଆ ବି ସାଜିଥିଲା ସଇତାନ । ମାଆ ଆଗରେ ପିଲାଙ୍କୁ ଚେଙ୍କ ଦେଉଥିଲା ପ୍ରେମିକ। ତିନି ଦିନ ଧରି ବନ୍ଦ ଘରେ ଦୁଇ ପିଲାଙ୍କୁ ଗରମ ସଣ୍ଢୁଆସିରେ ଚେଙ୍କ ଦେଉଥିଲା ପିଶାଚ ପ୍ରେମିକ ।ଶିଶୁ ଦିବସରେ ଶିଶୁଙ୍କୁ ନିର୍ଯତନା । ସେ ବି ପୁଣି ନିଜ ଜନ୍ମକଲା ମାଆ ଆଗରେ । ଆଉ ମାଆ ସାଜିଥିଲା ନିରବଦ୍ରଷ୍ଟା । ପ୍ରେମିକ ସହ ମିଶି ମାଆ ବି ସାଜିଥିଲା ସଇତାନ । ମାଆ… Continue reading ମାଆ ସାଜିଲା ସଇତାନ : ପ୍ରେମିକ ସହ ମିଶି ପିଲାକୁ ଦେଲା ଚେଙ୍କ

ଡଙ୍ଗା ଭସାଇବାକୁ ଯାଇ ପୋଖରୀରେ ବୁଡ଼ି ଶିଶୁ ମୃତ

କାର୍ତ୍ତିକ ପୂର୍ଣ୍ଣିମାରେ ଅଘଟଣ, ଡଙ୍ଗା ଭସାଇବାକୁ ଯାଇ ପୋଖରୀରେ ବୁଡ଼ି ଶିଶୁ ମୃତ । କଟକ ସାଲେପୁର କରମୁଆଁ ଗାଁରୁ ଆସିଛି ଏଭଳି ଅଘଟଣର ଚିତ୍ର । ଗାଁ ନିକଟରେ ଥିବା ପୋଖରୀରେ ଡଙ୍ଗା ଭସାଇବାକୁ ଯାଇ ତିନି ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ସକାଳୁ ଡଙ୍ଗା ଭସାଇବାକୁ ଆସି ଘରକୁ ଫେରିନଥିଲା ଶିଶୁ ପୁତ୍ର । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟ ପୋଖରୀରୁ ଉଦ୍ଧାର କରି ସାଲେପୁର ଗୋଷ୍ଠୀ… Continue reading ଡଙ୍ଗା ଭସାଇବାକୁ ଯାଇ ପୋଖରୀରେ ବୁଡ଼ି ଶିଶୁ ମୃତ

ସୁନା ଚେନ୍ ଲୁଟେରାଙ୍କ ପାଇଁ ପ୍ରାଣ ହରାଇଲେ ମହିଳା

ଭୁବନେଶ୍ବର: ସୁନା ଚେନ୍ ଲୁଟେରାଙ୍କ ପାଇଁ ଚାଲିଗଲା ମହିଳାଙ୍କ ଜୀବନ। ସୋମନାଥ ମନ୍ଦିର ଦର୍ଶନ ପାଇଁ ଭୁବନେଶ୍ୱରରୁ ହରିରାଜପୁର ଯାଉଥିଲେ ଦମ୍ପତ୍ତି। ହଠାତ କଳା ପଲସରରେ ଦୁଇଜଣ ଦୁର୍ବୃତ୍ତ ଆସି ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବା ପାଇଁ ଉଦ୍ୟମ କରିଲେ। ମୋଟା ଚେନ କାରଣରୁ ଚେନ୍ ନେଇପାରିନଥିଲେ ଲୁଟେରା । ସ୍ଵାମୀ ବାଇକ ଚଳାଉ ଥିବାବେଳେ ସ୍ତ୍ରୀ ବିଷ୍ଣୁ ପାତ୍ର ପଛରେ ବସିଥିଲେ । ଲୁଟ୍ ନ କରିପାରି ପୁନର୍ବାର ଲୁଟ୍ ପାଇଁ ଗୋଡ଼ାଇ… Continue reading ସୁନା ଚେନ୍ ଲୁଟେରାଙ୍କ ପାଇଁ ପ୍ରାଣ ହରାଇଲେ ମହିଳା

ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

ardha matsyendrasana

ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ (ଅଧା ମେରୁଦଣ୍ଡ ମୋଡ଼ିହେବା ଭଙ୍ଗୀ) ଦେହ ସାମନାରେ ଗୋଡ଼ ଲମ୍ବାଇ ବସିବା । ଡ଼ାହାଣ ଗୋଡ଼କୁ ବଙ୍କାକରି ଡ଼ାହାଣ ପାଦ ସିଧା କରି ଭୂଇଁରେ ବାମ ଆଣ୍ଠୁ ବାହାରେ ରଖିବା। ପାଦ ଆଙ୍ଗୁଳି ଆଗକୁ ମୁହଁ କରିବା । ବାମ ଗାେଡ଼କୁ ମାେଡ ଏବଂ ପାଦକୁ ଡାହାଣ ନିତମ୍ବ ଆଡ଼କୁ ବୁଲାଇ କରି ରଖି ବାମ ହାତକୁ ଛାତି ଓ ଡାହାଣ ଆଣ୍ଠୁ ବାଟ ଦେଇ ଡ଼ାହାଣ ଗୋଡ଼ ବାହାରେ ରଖିବା । ଡାହାଣ… Continue reading ମଧୁମେୟ ରୋଗ ପାଇଁ ଅର୍ଦ୍ଧ ମତ୍ସ୍ୟେନ୍ଦ୍ରାସନ ଯୋଗ

You cannot copy content of this page