ଆଜାଦି କା ଅମ୍ରିତ୍ ମହୋତ୍ସବ: ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

ହରିଦ୍ୱାର: ଆଜାଦି କା ଅମ୍ରିତ୍ ମହୋତ୍ସବ ଅବସରରେ ଜଳ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ହରିଦ୍ୱାର ଚାନ୍ଦି ଘାଟରେ ନ୍ୟାଶନାଲ ମିଶନ ଫର କ୍ଲିନ ଗଙ୍ଗା ଦ୍ୱାରା “ଗଙ୍ଗା ଉତ୍ସବ ୨୦୨୪” ଆୟୋଜିତ ହୋଇଛି l ଏହି ଉତ୍ସବରେ ଜଣେ ଓଡ଼ିଆ ପୁଅ ତଥା ସୁଦକ୍ଷ ନିର୍ଦ୍ଦେଶକ ଦେବ ମେହେରଙ୍କ ନିର୍ଦ୍ଦେଶନାରେ ତିନିଟି ଗୀତର ନୃତ୍ୟ ପରିବେଷଣ ହୋଇଛି l ଗୀତ ଗୁଡିକୁ ସୁପରିଚିତା ଗାୟିକା ସୁସ୍ମିତା ଦାସ କଣ୍ଠଦାନ କରିଛନ୍ତି ଏବଂ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ବିଦ୍ୟୁତ… Continue reading ଆଜାଦି କା ଅମ୍ରିତ୍ ମହୋତ୍ସବ: ହରିଦ୍ୱାରଠାରେ ଦେବ ମେହେରଙ୍କ ନିର୍ଦ୍ଦେଶିତ ଗୀତ ପରିବେଷଣ

ପିଏମ୍‌-ବିଦ୍ୟାଲକ୍ଷ୍ମୀକୁ କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ବୈଠକରେ ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ନାମକ ଏକ ନୂତନ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ କରାଯାଇଛି । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ମେଧାବୀ ଛାତ୍ରଛାତ୍ରୀଙ୍କୁ ଅର୍ଥ ସହାୟତା ପ୍ରଦାନ କରିବା ଯାହାଫଳରେ ଅର୍ଥ ଅଭାବ କାରଣରୁ କେହି ଜଣେ ଉଚ୍ଚ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହେବେ ନାହିଁ । ପ୍ରଧାନମନ୍ତ୍ରୀ ବିଦ୍ୟାଲକ୍ଷ୍ମୀ ଯୋଜନା ଜାତୀୟ ଶିକ୍ଷା ନୀତି, ୨୦୨୦ ଅଧୀନରେ ଗ୍ରହଣ କରାଯାଇଥିବା ଅନ୍ୟତମ ପ୍ରମୁଖ ପଦକ୍ଷେପ। ଉଭୟ ସରକାରୀ ଏବଂ… Continue reading ପିଏମ୍‌-ବିଦ୍ୟାଲକ୍ଷ୍ମୀକୁ କ୍ୟାବିନେଟ୍ ମଞ୍ଜୁରୀ

ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ୱାସିଂଟନ: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ଦଳ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ବିପୁଳ ବିଜୟ ହାସଲ କରିଛନ୍ତି। ୨୦୧୬ରେ ଟ୍ରମ୍ପ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ହୋଇଥିଲେ। ୨୦୨୦ ନିର୍ବାଚନରେ ସେ ଡେମୋକ୍ରାଟିକ ଦଳ ପ୍ରାର୍ଥୀ ଜୋ ବାଇଡେନଙ୍କଠାରୁ ହାରିଯାଇଥିଲେ। ଚଳିତ ନିର୍ବାଚନରେ ଉପରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସ୍‌ଙ୍କୁ ପରାଜିତ କରି ଟ୍ରମ୍ପ ଆମେରିକା ଇତିହାସରେ ସବୁଠାରୁ ବଡ଼ ରାଜନୈତିକ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ୪୭ତମ ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଥିବାରୁ ଟ୍ରମ୍ପ ଆମେରିକୀୟ… Continue reading ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ

ଆସିଲା ସୁଭଦ୍ରାର ନୂଆ ଗାଇଡଲାଇନ୍

ଭୁବନେଶ୍ୱର: ବାଦ୍ ପଡିଥିବା ମହିଳା ପାଇବେସୁଭଦ୍ରା ଟଙ୍କା । ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ପୁଣି ଥରେ ଯୋଜନାରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସରକାର ଏକ ନୋଡାଲ ଏଜେନ୍ସି ଗଠନ କରିଛନ୍ତି । ନଭେମ୍ବର ଓ ଡିସେମ୍ବରରେ ପର୍ଯ୍ୟାୟକ୍ରମେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବାକୁ ସ୍ପଷ୍ଟ କରିଛନ୍ତି ସରକାର । ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ପୁଣି ଥରେ ଯୋଜନାରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ… Continue reading ଆସିଲା ସୁଭଦ୍ରାର ନୂଆ ଗାଇଡଲାଇନ୍

ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ… Continue reading ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

80 ବର୍ଷ ବୟସ୍କାଙ୍କୁ ସହାୟତା

ବାଲେଶ୍ୱର: ବାତ୍ୟା “ଦାନା “ତାର କରାଳ ରୂପ ଦେଖାଉଥିଲା ବେଳେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ କୁରୁଣ୍ଟା ପଂଚାୟତ ମିରିପୁର ଖଇରା ଗ୍ରାମରେ ଶିଆଳ 6ଜଣଙ୍କୁ ଆକ୍ରମଣ କରିଥିଲା ସେଥିମଧ୍ୟରୁ ଗ୍ରାମର 80 ବର୍ଷ ବୟସ୍କା ବୃଦ୍ଧା ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତ୍ୱର ହୋଇଥିଲା,ଗାଁକୁ ଆମ୍ବୁଲାନ୍ସ ଆସିବା ସମ୍ଭବପର ନଥିଲା,ବର୍ଷା ପବନକୁ ଖାତିର ନକରି ମିରିପୁର ଖଇରା ଯୁବଶକ୍ତିର ସଂଗଠନ ର ସଦସ୍ୟ ସୁଜିତ ପତ୍ରି, ଯଦୁନାଥ ବାରିକି, ତପୋଧାନ ବାରିକି ଏବଂ ସ୍ଥାନୀୟ ANM ସଂଯୁକ୍ତାରାଣୀ ଦାଶ,… Continue reading 80 ବର୍ଷ ବୟସ୍କାଙ୍କୁ ସହାୟତା

ନୃତ୍ୟନିପୁଣା ଓଡ଼ିଶୀ ଅନୁଷ୍ଠାନ ଦ୍ଵାରା ମାଲେସିଆରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ

ନୃତ୍ୟନିପୁଣା ଅନୁଷ୍ଠାନର ନୃତ୍ୟଶିଳ୍ପୀ ସୋନାକ୍ଷୀ ସାହୁ , ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ର ଏବଂ ନିର୍ଦ୍ଦେଶିକା ଙ ପ୍ରିୟଙ୍କା ମିଶ୍ରଙ୍କ ଦ୍ଵାରା ମାଲେସିଆର ସିରିଡ଼ି ସାଇ ବାବା କେନ୍ଦ୍ର ଠାରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ। ପ୍ରଥମ ପରିବେଷଣ ହୋଇଥିଲା ୨୪ ଅକ୍ଟୋବର ରେ ‘Lebuh Ampang Shirdi Sai Baba Society Centre’ ଠାରେ ଏବଂ ଦୂତୀୟ ପରିବେଷଣ ହୋଇଥିଲା ୨୫ ଅକ୍ଟୋବର ରେ ‘brieckfields ସ୍ଥିତ Shirdi Sai Baba Society Centre’ ଠାରେ।… Continue reading ନୃତ୍ୟନିପୁଣା ଓଡ଼ିଶୀ ଅନୁଷ୍ଠାନ ଦ୍ଵାରା ମାଲେସିଆରେ ଓଡ଼ିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ

ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ। ପ୍ରଥମ କରି ଧାରା ୩୭୦ ଉଚ୍ଛେଦ ପରେ କଶ୍ମୀର ଉପତ୍ୟକାରେ ପଡିବାକୁ ଯାଉଛି ଭୋଟ୍‌। ଜମ୍ମୁକଶ୍ମୀର ବିଧାନସଭା ନିର୍ବାଚନ ଜିତିବା ପାଇଁ ସମସ୍ତ ରାଜନୈତିକ ଦଳ ଅଣ୍ଟା ଭିଡି ସାରିଲେଣି। ଏହାରି ଭିତରେ ପ୍ରଥମ ପର୍ୟ୍ୟାୟ ପାଇଁ ୧୫, ଦ୍ୱିତୀୟ ପର୍ୟ୍ୟାୟ ପାଇଁ ୧୦ ଓ ତୃତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ୧୯ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି। ତେବେ ବିଜେପିର ଏହି ପ୍ରାର୍ଥୀ ତାଲିକାରୁ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ନିର୍ମଳ… Continue reading ଜମ୍ମୁକଶ୍ମୀର ନିର୍ବାଚନ: ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଓଡ଼ିଆ ସମ୍ମାନ ପ୍ରକାଶିକାଙ୍କ ବିୟୋଗ

ଭୁବନେଶ୍ୱର: ଓଡ଼ିଆ ଦୈନିକ ମୁଦି୍ରତ ଗଣମାଧ୍ୟମ “ଓଡ଼ିଆର ସମ୍ମାନ”ର ପ୍ରକାଶିକା ତଥା ସମ୍ପାଦକଲିଙ୍ଗରାଜ ମହାନ୍ତିଙ୍କ ଧର୍ମପନôୀ, ବରିଷ୍ଠ ଲେଖିକା, ସମାଜସେବିକା ସଂଯୁକ୍ତା ମହାନ୍ତିଙ୍କ ଏକ ଘରୋଇ ହସ୍ପିଟାଲରେ ୬୫ବର୍ଷ ବୟସରେ ବିୟୋଗ ଘଟିଛି । ମହିଳାମାନଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର ତଥା ବିଭିନ୍ନ ସାମାଜିକପ୍ରସଙ୍ଗଗୁଡ଼ ିକ ଉପରେ ବିଭିନ୍ନ ଗଣମାଧ୍ୟମରେ ତାଙ୍କ ଆଲେଖ୍ୟ ବେଶ୍ ଚର୍ଚ୍ଚିତ ହେଉଥିଲା । ଜଣେ ପରୋପକାରୀ, ମିଷ୍ଠଭାଷୀ ମହିଳା ଭାବେ ସେ ବେଶ୍ ସୁପରିଚିତ ଥିଲୋ । ଅନ୍ତିମ ସମୟରେ… Continue reading ଓଡ଼ିଆ ସମ୍ମାନ ପ୍ରକାଶିକାଙ୍କ ବିୟୋଗ

ସଂଗଠକ, ସମାଜସେବୀ ୰ସୁରେଶ ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ବ୍ରହ୍ମମହେଶ୍ୱର ମାଧ୍ୟ୍ୟମିକ ବିଦ୍ୟାଳୟର ପୁରାତନ ଛାତ୍ର, ଯୁବ ସଂଗଠକ, ସମାଜସେବୀ ସ୍ବର୍ଗତ ସୁରେଶ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ଉକ୍ତ ବିଦ୍ୟାଳୟର ପୁରାତନ ବିଦ୍ୟାର୍ଥୀ ମାନେ ସ୍ଥାନୀୟ ଗୋଦାବରୀଶ ସାହିତ୍ୟ ସଂସଦ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହ, ସ୍ମୃତି ଚାରଣ ସଭା ସଂଯୋଜିକା ସୁକାନ୍ତି ପଣ୍ଡା ଓ କବିତା ଘଡେଇଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇ ଥିଲା I ଜଣେ ଯୁବ ଉଜ୍ବଳ ସମାଜସେବୀ, ସଂଗଠକ ଓ ମିଷ୍ଠଭାଷୀ ବ୍ୟକ୍ତିତ୍ୱ ଭାବେ ସେ ବେଶ ପରିଚିତ ଥିଲେ ବୋଲି… Continue reading ସଂଗଠକ, ସମାଜସେବୀ ୰ସୁରେଶ ଙ୍କୁ ଶ୍ରଦ୍ଧାଞ୍ଜଳି

You cannot copy content of this page