ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ

ଆଜି ପବିତ୍ର ଜନ୍ମାଷ୍ଟମୀ ତଥା ମହାପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ। ସାରା ଦେଶରେ ଆଜି ବୈଷ୍ଣବ ଧର୍ମାବଲମ୍ବୀ ଶ୍ରଦ୍ଧାଳୁମାନେ ବେଶ ଉତ୍ସାହର ସହ ପାଳିବେ ନନ୍ଦଲାଲାଙ୍କ ଜନ୍ମୋତ୍ସବ। ମଥୁରା ଓ ବୃନ୍ଦାବନରେ ଭକ୍ତିମୟ ପରିବେଶରେ ମହାପ୍ରଭୁଙ୍କ ଆବାହନ କରାଯିବ। ଆଜି ପୁରୀ ଶ୍ରୀମନ୍ଦିରରେ ମଧ୍ୟ ଅନୁଷ୍ଠିତ ହେବ ଶ୍ରୀକୃଷ୍ଣଙ୍କ ଜନ୍ମ ନୀତି। ସଂନ୍ଧ୍ୟାଧୂପ ଶେଷ ହେବା ପରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ଅନୁଷ୍ଠିତ ହେବ।ଗତକାଲି ପ୍ରସବ ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଯେଉଡ଼ ଭୋଗ ସହ ଗର୍ଭଉଦକ ବନ୍ଦାପନା… Continue reading ଆଜି ପବିତ୍ର ଜନ୍ମାଷ୍ଟମୀ, ପୁରପଲ୍ଲୀ କୃଷ୍ଣମୟ

ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ପ୍ରାଣୀ ସଂପଦ ବିଭାଗ ତତ୍ପର ହୋଇପଡ଼ିଛି । ବାର୍ଡ ଫ୍ଲୁ ସଂକ୍ରମଣ ରୋକିବାକୁ ଆରମ୍ଭ ହୋଇଛି କୁକୁଡ଼ା ମରା ଅଭିଯାନ। ଗତକାଲି ଠାରୁ ପିପିଲି ଆବଲପୁର ଗାଁରୁ ପ୍ରାୟ ୫ ହଜାର କୁକୁଡ଼ା ମରାଯାଇଥିଲା ବେଳେ ପୂରା ଅଞ୍ଚଳରୁ ବିଭିନ୍ନ ବ୍ରଏଲର ଫାର୍ମରେ ଥିବା ପ୍ରାୟ ୨୦ ହଜାରରୁ ଅଧିକ କୁକୁଡ଼ା ମାରିବାକୁ ଲକ୍ଷ୍ୟ ରଖାଯାଇଛି। ସାନିଟେସନ୍ ଉପରେ ମଧ୍ୟ ବିଶେଷ ଗୁରୁତ୍ବ… Continue reading ପିପିଲିରେ ବାର୍ଡ ଫ୍ଲୁ: ୫ ହଜାର କୁକୁଡ଼ା ମରାଗଲା, ଆହୁରି ମରାଯିବ

ନବିନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ଭୁବନେଶ୍ୱର: ନବିନ ସୂତ୍ରଧର ଟ୍ରଷ୍ଟ ଆନୁକୂଲ୍ୟରେ ବିଶ୍ୱ ଫଟୋଗ୍ରାଫି ଦିବସ ପରିପ୍ରେକ୍ଷୀ ରେ ସ୍ଥାନୀୟ ଜୟଦେବ ଭଵନ ଠାରେ ଆୟୋଜିତ ହୋଇଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ ହୋଇଯାଇଛି। ଆଜିର ଏହି ସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାମ୍ବାଦିକ ସମ୍ପଦ ମହାପାତ୍ର ଯୋଗ ଦେଇ ଫଟୋଗ୍ରାଫର ମାନେ ଚିରାଚରିତ ଫଟୋ ଉଠା ବ୍ୟତୀତ କିଛି ଭିନ୍ନ ତଥା ସମାଜର ଉନ୍ନତି ଓ ସଂସ୍କାର ଆଣି ପାରୁଥିବା ଫଟୋ ଉଠାଇବା ଦିଗରେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ।… Continue reading ନବିନ ସୂତ୍ରଧର ପକ୍ଷରୁ ଆୟୋଜିତ ହେଉଥିବା ତୃତୀୟ ରାଜ୍ୟସ୍ତରୀୟ ଫଟୋ ପ୍ରଦର୍ଶନୀ ଉଦଯାପିତ

ମୌମିତା ଦେବନାଥ ଙ୍କ ସ୍ମୃତି ରେ ନ୍ୟାୟ ଶୋଭାଯାତ୍ରା

ଭୁବନେଶ୍ୱର: ବେଙ୍ଗଲ ଡାକ୍ତରୀ ଛାତ୍ରୀ ମୌମିତା ଦେବନାଥଙ୍କୁ ନ୍ୟାୟ ଦେବା ପାଇଁ ମାଷ୍ଟରକାଣ୍ଟିନ ଛକ ଠାରେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏକ ମହମବତୀ ଶୋଭାଯାତ୍ରା ସହିତ ସ୍ମୃତି ଚାରଣ ଓ ଦୋଷୀଙ୍କୁ ଉକ୍ତ ବର୍ବର ହତ୍ୟାକାଣ୍ଡ ପାଇଁ ଫାଶୀଦଣ୍ଡ ହେଉ ବୋଲି ଶିଭମ ଶିକ୍ଷାନୁଷ୍ଠାନ ଓ ନାରାୟଣ ସେବା ଫାଉଣ୍ଡେସନର ମିଳିତ ପ୍ରତିବାଦ କରାଯାଇଥିଲା I ମୁଗୁପୁର ସମାଚାର ର ସମ୍ପାଦକ ମଦନ ମୋହନ ପାଢ଼ୀ, ସମାଜସେବୀକା ସମିତା… Continue reading ମୌମିତା ଦେବନାଥ ଙ୍କ ସ୍ମୃତି ରେ ନ୍ୟାୟ ଶୋଭାଯାତ୍ରା

ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର

କେନ୍ଦୁଝର: ଜାତୀୟ ମେଡିକାଲ ପ୍ଲାଂଟ୍ ବୋର୍ଡ ଓ ରାଜ୍ୟ ମେଡିକାଲ୍ ପ୍ଲାଂଟ୍ ବୋର୍ଡ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏବଂ ଆୟୋଜକ ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ ଶିବିର କେନ୍ଦୁଝରର ତେଲକୋଇଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜାଗ୍ରତ ସଂଗଠନର ସଂପାଦକ ଉମେଶ ଚନ୍ଦ୍ର ବରାଳ, ଅଶ୍ୱଗନ୍ଧା ଗଛର ଚାଷ ଓ ଉପକାରିତା ସହିତ ଅଶ୍ୱଗନ୍ଧାର ଔଷଧୀୟ ବ୍ୟବହାର ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇବା ସହ ଆଜି… Continue reading ଜାଗ୍ରତ ପକ୍ଷରୁ ଅଶ୍ୱଗନ୍ଧା ଚାଷ ଓ ଏହାର ଉପାଦେୟତା ଉପରେ ଜିଲ୍ଲାସ୍ତରୀୟ ତାଲିମ୍ ଶିବିର

ଯୁବ ସଂଗଠକ, ସମାଜସେବୀ ସୁରେଶଙ୍କ ଆକସ୍ମିକ ବିୟୋଗ

ଭୁବନେଶ୍ୱର: ରାଜଧାନୀ ର ଜଣେ ଆଗଧାଡିର ଯୁବ ସମାଜସେବୀ, ସଂଗଠକ ତଥା ଭୁବନେଶ୍ୱର ମହାନଗର ନିଗମ ରେ କାର୍ଯ୍ୟରତ ସ୍ୱାସ୍ଥ୍ୟ କର୍ମୀ ସୁରେଶ ଚନ୍ଦ୍ର ବେହେରା ଙ୍କ କଟକ ଠାରେ ଏକ ସଡ଼କ ଦୁର୍ଘଟଣା ରେ ବିୟୋଗ ଘଟିଛି. ବ୍ରହ୍ମମହେ ସ୍ୱର ପାଟଣା ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ବିଦ୍ୟାର୍ଥୀ, ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ରୁ ଗଭୀର ଶୋକ ବ୍ୟକ୍ତ କରାଯିବା ସହିତ ଅମ୍ଲାନ ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି.ଜଣେ ସରଳ,… Continue reading ଯୁବ ସଂଗଠକ, ସମାଜସେବୀ ସୁରେଶଙ୍କ ଆକସ୍ମିକ ବିୟୋଗ

ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର

ଭୂବନ: ବଜ୍ରାଘାତରେ ଚାଲିଗଲା ହରିହରଙ୍କ ଜୀବନ । ଆଜି ଓଡ଼ିଶ ଗ୍ରାମର ହରିହର ନାମ ଜଣେ ବ୍ୟକ୍ତି ନିଜ ଚାଷ କ୍ଷେତ୍ରକୁ ଯାଇଥିବାବେଳେ ସେହି ସମୟରେ ବଜ୍ରାଘାତ ମାରିବାରୁ ସେ ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁୁରୁତର ଅବସ୍ଥାରେ ସ୍ଥାନୀୟ ଅଂଚଳ ଭୂବନ ଡାକତରଖାନରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି । ହରିହର ନିଜ ଗ୍ରାମ ତଥା ଆଖପାଖ ଅଂଚଳରେ ଜଣେ ଜଣାଶୁଣା ଧର୍ମପରାୟଣ ବ୍ୟକ୍ତି ଭାବେ ପରିଚିତ… Continue reading ବଜ୍ରାଘାତରେ ପ୍ରାଣ ହରାଇଲେ ଧର୍ମପରାୟଣ ବ୍ୟକ୍ତି ହରିହର

ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ରେ ସ୍ୱIଧିନତା ଦିବସ ପାଳିତ

ଭୁବନେଶ୍ୱର: ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ସୂର୍ୟ୍ୟନଗର ମୁଖ୍ୟ କାର୍ୟ୍ୟଳୟ ଠାରେ ୭୮ ତମ ସ୍ୱIଧିନତା ଦିବସ ପାଳିତ ହୋଇ ଯାଇଅଛି I ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନାରାୟଣ ଖୁଣ୍ଟିଆ I ପାରମ୍ଭ ରେ ଜାତୀୟ ସଂଗୀତ ଗାନ କରାଯାଇ ଥିଲା ଏହି ଦିବସ ପାଳନ ଅବସରରେ କମ୍ପାନୀର ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ । ଏହି କାର୍ୟ୍ୟକ୍ରମ କୁ ପ୍ରମୁଖ ସହଯୋଗ କରିଥିଲେ ମୁକେଶ ଖଟୁଆ ଙ୍କ ସମେତ… Continue reading ଏସ ଆର ବି ମଲ୍ଟି ଟେକ ଲିମିଟେଡ଼ ରେ ସ୍ୱIଧିନତା ଦିବସ ପାଳିତ

ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ବରଗଡ଼: ବରଗଡ଼ ଜିଲ୍ଲା ଭେଡେନ ବ୍ଲକ୍ ଅମଲିପାଲି ଗାଁରେ ଝାଡ଼ାବାନ୍ତିରେ ଏକ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ପରିବାରର ଆଉ ୩ ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେହିପରି ଗାଁର ଆହୁରି ୩୦ ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଝାଡ଼ାବାନ୍ତି ନେଇ ଖବର ପାଇବା ପରେ ଗାଁରେ ପହଞ୍ଚିଥିଲେ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ। ସେ ଏ ସଂପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ସେବା ଯୋଗାଇ… Continue reading ଝାଡ଼ାବାନ୍ତିରେ ଦମ୍ପତି ମୃତ, ୩୦ ଆକ୍ରାନ୍ତ

ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାଠାରେ ୭୮ତମ ସ୍ବାଧିନତା ଦୀବସ ପାଳିତ

ଚାନ୍ଦବାଲି: ଧାମରାଠାରେ ମେଡିକାଲ ସହିତ ଅନ୍ଯ ସ୍ଥାନରେ ୭୮ତମ ସ୍ବାଧିନତା ଦୀବସ ପାଳିତ ହୋଇଯାଇଛି | ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାର ମେଡିକାଲ ଅଫିସର ତଥା ଭାରପ୍ରାପ୍ତ ଚିକିତ୍ସା ଅଧିକାରିଣୀ ଡକ୍ଟର ଜସୋସ୍ବିନୀ ମିଶ୍ର ଜାତୀୟପତକା ଉତ୍ତୋଳନ କରିଥିଲେ | ସଙ୍ଗେ ସଙ୍ଗେ ଜାତୀୟ ସଙ୍ଗିତ ଗାନ କରି ଭାରତର ମହାପୁରୁଷଙ୍କ ଉଦେଶ୍ଯରେ ସ୍ଲୋଗାନ ଦିଆଯାଇଥିଲା | ତାପରେ ମେଡିକାଲ ଅଫିସର ଡକ୍ଟର ଜସୋସ୍ବିନୀ ମିଶ୍ର ଅଭିଭାଷଣରେ କହିଥିଲେ ଯେ ଭାରତର ସ୍ୱାଧୀନତା ଦିବସ‌ ଏକ ଭାରତୀୟ ଜାତୀୟ… Continue reading ଆୟୁଷ୍ମାନ ଆରୋଗ୍ଯ ମନ୍ଦିର ଧାମରାଠାରେ ୭୮ତମ ସ୍ବାଧିନତା ଦୀବସ ପାଳିତ

You cannot copy content of this page