ଆଗାମୀ ୫ ଦିନ ପ୍ରବଳ ବର୍ଷା!

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଆଗାମୀ ୫ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଉ କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ସତର୍କ ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଭଦ୍ରକ, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, କେନ୍ଦୁଝର, ଢେଙ୍କାନାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ଝାରସୁଗୁଡ଼ା, ଅନୁଗୋଳ, ନୟାଗଡ଼, ସମ୍ୱଲପୁର, ବରଗଡ଼, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି,… Continue reading ଆଗାମୀ ୫ ଦିନ ପ୍ରବଳ ବର୍ଷା!

ଶିଶୁଶ୍ରମିକ ବର୍ଜନ ଦିବସରେ ଶିଶୁ ପ୍ରତିଭା ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ଶିଶୁ ଶ୍ରମିକ ମୁକ୍ତଭାରତର ଚିତ୍ରାଙ୍କନ

ବାସ୍ତବରେ ଆଜିର ଶିଶୁ ଆଗାମୀକାଲିର ଭବିଷ୍ୟତ ଅଟନ୍ତି କିନ୍ତୁ ସେହି ଶିଶୁକୁ ସମ୍ପୂର୍ଣ୍ଣ ରୂପେ ସ୍ବାଧୀନଭାବେ ଭବିଷ୍ୟତ ଗଠନ କରିବା ନିମନ୍ତେ ଶିଶୁଙ୍କୁ ସମସ୍ତଙ୍କର ସହଯୋଗ ରହିଥିବା ବେଳେ ତାହାକୁ ମନେପକାଇବା ପାଇଁ ଆଜି ସାରା ବିଶ୍ବରେ ବିଶ୍ବ ଶିଶୁଶ୍ରମିକ ବର୍ଜନ ଦିବସ ରୂପେ ପାଳନ କରାଯାଉଛି I ଏହିପରିପକ୍ଷରେ ମଦର୍ସ ପବ୍ଲିକ ସ୍କୁଲର ୬ଷ୍ଠ ଶ୍ରେଣୀର ଜଣେ ଆଦର୍ଶ ଛାତ୍ରୀ ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ନିଜ ହାତରେ ପ୍ରସ୍ଥୁତ କରିଥିବା ଚିତ୍ରାଙ୍କନ ମାଧ୍ୟ୍ୟମରେ ଶିଶୁଶ୍ରମିକର ଚିତ୍ର… Continue reading ଶିଶୁଶ୍ରମିକ ବର୍ଜନ ଦିବସରେ ଶିଶୁ ପ୍ରତିଭା ଆରାଧ୍ୟା ତ୍ରିପାଠୀଙ୍କ ଦ୍ବାରା ଶିଶୁ ଶ୍ରମିକ ମୁକ୍ତଭାରତର ଚିତ୍ରାଙ୍କନ

ସାରସ୍ୱତ ସାଧିକା ଶୈଳବାଳା ମହାନ୍ତି ଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ପ୍ରବୀଣ ସାରସ୍ୱତ ସାଧକ, ଆଦର୍ଶ ଶିକ୍ଷାବିତ, କାଳଜୟୀ ପ୍ରାର୍ଥନା “ଆହେ ଦୟାମୟ ବିଶ୍ୱବିହାରୀ “ର ସ୍ରଷ୍ଟା ବିଶିଷ୍ଟ ବ୍ୟକ୍ତିତ୍ୱ ରାମକୃଷ୍ଣ ନନ୍ଦଙ୍କ ସୁଯୋଗ୍ୟା କନ୍ୟା, ସାରସ୍ୱତ ସାଧିକା, ଦୂରଦର୍ଶନ ଉପସ୍ଥାପିକା, ବହୁ ବ୍ୟକ୍ତିତ୍ୱ ର ସମାହାର ଶୈଳବାଳା ମହାନ୍ତିଙ୍କ ବିୟୋଗରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ଗଭୀର ଶୋକ ବ୍ୟକ୍ତ କରିଛନ୍ତି I ସେ ଜଣେ ଆଦର୍ଶ ମହିଳା ହେବା ସହିତ, ସାହିତ୍ୟ,… Continue reading ସାରସ୍ୱତ ସାଧିକା ଶୈଳବାଳା ମହାନ୍ତି ଙ୍କ ବିୟୋଗରେ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ଗଭୀର ଶୋକ

ବାସ୍ତୁ ବିଜ୍ଞାନରେ ଡକ୍ଟରେଟ ପାଇଲେ ପ୍ରମୋଦ କୁମାର ସାମନ୍ତସିଂହାର

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ପ୍ରମୋଦ କୁମାର ସାମନ୍ତରସିଂହାର ପାଇଛନ୍ତି ବାସ୍ତୁ ବିଜ୍ଞାନରେ ଡକ୍ଟରେନ୍ ସମ୍ମାନ । ଏହି ସମ୍ମାନ ସେ ଭୁବନେଶ୍ୱରସ୍ଥିତ ଇଣ୍ଡିଆନ ବାସ୍ତୁ ଏକାଡେମି ଦ୍ୱାରା ଓରିଏଂଟାଲ୍ ହେରିଟେଜ୍ ବିଶ୍ୱବିଦ୍ୟାଳୟ, ୱେଷ୍ଟ ବେଙ୍ଗାଲ୍ ରୁ ବାସ୍ତୁ ସାଇନ୍ସରେ ଏହି ଡକ୍ଟରେଟ ସମ୍ମାନ (ପି.ଏଚ୍.ଡି) ଗ୍ରହଣ କରିଛନ୍ତି । ଅନୁଷ୍ଠିତ ଏହି ସମ୍ମାନ ସମାରୋହଟି ଭୁବନେଶ୍ୱରଠାରେ କରାଯାଇଥିବାବେଳେ ଏଥିରେ ସ୍ୱର୍ଣ୍ଣ ପଦକ ସହ ଏମ୍.ଭି.ଏସି ଏବ ଏମ୍.ଏସି ପ୍ରମାଣ ପତ୍ର ଇଣ୍ଡିଆନ୍ ବାସ୍ତୁ ଏକାଡେମୀ ଦ୍ୱାରା ପ୍ରଦାନ… Continue reading ବାସ୍ତୁ ବିଜ୍ଞାନରେ ଡକ୍ଟରେଟ ପାଇଲେ ପ୍ରମୋଦ କୁମାର ସାମନ୍ତସିଂହାର

ଡ୍ରେନରେ ବୁଡି ମୃତ୍ୟୁ ଘଟଣାର ସରକାରଙ୍କ କଡା କାର୍ୟ୍ୟାନୁଷ୍ଠାନ, ଡିଭିଜନର ସହକାରୀ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ରାଜଧାନୀରେ ନାଳରେ ଭାସିଯାଇ ଗୋଟିଏ ଛୋଟ ପିଲା ମୃତ୍ୟୁବରଣ କରିବା ଘଟଣାରେ ରାଜ୍ୟ ସରକାର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଏହି ଘଟଣାର ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଆଜି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ଡ୍ରେନେଜ ଡିଭିଜନରେ କାର୍ୟ୍ୟରତ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ଦାସଙ୍କୁ ନିଲମ୍ବନ କରାଯିବା ସହିତ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉଲ୍ଲେଖନୀୟ ଯେ ଗତ ୧୮ତାରିଖ ଦିନ ତିନି ନମ୍ବର ୟୁନିଟ୍‍ ଅଞ୍ଚଳରେ ଜଣେ… Continue reading ଡ୍ରେନରେ ବୁଡି ମୃତ୍ୟୁ ଘଟଣାର ସରକାରଙ୍କ କଡା କାର୍ୟ୍ୟାନୁଷ୍ଠାନ, ଡିଭିଜନର ସହକାରୀ ଯନ୍ତ୍ରୀ ନିଲମ୍ବିତ

ସାରସ୍ୱତ ପ୍ରତିଭା ର ଅଧିକାରୀ ଶ୍ରୀତମ -ଉପସ୍ଥାପନା -ଅରବିନ୍ଦ ତ୍ରିପାଠୀ

ଖୋର୍ଦ୍ଧା: ଓଡିଶାରେ ବହୁତ କମ ବ୍ୟକ୍ତିତ୍ୱ ଅଛନ୍ତି, ଯିଏ କି ନିଜର ନିଷ୍ଠା, ଏକାଗ୍ରତା,ଦୃଢ ଇଚ୍ଛାଶକ୍ତି, ଦକ୍ଷତା, ସମୟାନୁବର୍ତ୍ତିତା ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ଜନ ମାନସରେ ସୃଷ୍ଟି କରି ପାରିଛନ୍ତି. ସେହିପରି ଏକ ନିଆରା, ଉଜ୍ବଳ ଯୁବ ପ୍ରତିଭା ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା, ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମର ବାସିନ୍ଦା ଶ୍ରୀତମ କୁମାର ବରାଳ I ଏକା ଧାରାରେ ଯାତ୍ରା, ସିନେମା ଜଗତର ଅଭିନେତା, ନିର୍ଦ୍ଧେଶକ, ଲେଖକ ଉପସ୍ଥାପକ ସହିତ ସମାଜସେବୀ ପିତା… Continue reading ସାରସ୍ୱତ ପ୍ରତିଭା ର ଅଧିକାରୀ ଶ୍ରୀତମ -ଉପସ୍ଥାପନା -ଅରବିନ୍ଦ ତ୍ରିପାଠୀ

୫ ବର୍ଷ ପରେ ବାରବାଟୀକୁ ଫେରିଲା ଦିନିକିଆ ମ୍ୟାଚ୍

କଟକ: ଟି-୨୦ ବିଶ୍ଵକପ୍‌ ସମୟରେ ଓଡ଼ିଶା କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସିର ଖବର। ପାଖାପାଖି ଅଢେଇ ବର୍ଷ ପରେ କଟକ ବାରବାଟୀ ଷ୍ଟାଡିୟମକୁ ଫେରିଛି ଅନ୍ତର୍ଜାତୀୟ ମୁକାବିଲା। ଆସନ୍ତା ଫେବୃଆରୀ ୯ ତାରିଖରେ ବାରବାଟୀରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦିନିକିଆ ମ୍ୟାଚ୍ ଖେଳାଯିବ। ଏଠାରେ ଶେଷ ଦିନିକିଆ ମ୍ୟାଚ୍ ୨୦୧୯ ଡିସେମ୍ବର ୨୨ ତାରିଖରେ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଖେଳା ଯାଇଥିଲା। ଦୀର୍ଘ ୫ ବର୍ଷ ପରେ ବାରବାଟୀରେ ଦିନିକିଆ ମ୍ୟାଚ୍ ଖେଳାଯିବ। ୨୦୨୫… Continue reading ୫ ବର୍ଷ ପରେ ବାରବାଟୀକୁ ଫେରିଲା ଦିନିକିଆ ମ୍ୟାଚ୍

ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା

ଅଭିଯାନଖୋର୍ଦ୍ଧା /ବାଲିପାଟଣା: “ରକ୍ତ ଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ କୁ ଉପଜିବ୍ୟ କରି ଗତକାଲି ବିଶ୍ଵ ସିକିଲସ୍ ଡେ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ପାଳିତ ହୋଇଯାଇଛି । ଡଃ ମଧୁମତୀ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପିକା ମାନସୀ ଷଡ଼ଙ୍ଗୀ ନିଜ ପ୍ରାରମ୍ଭିକ ବକ୍ତବ୍ୟ ରେ କହିଥିଲେ ଯେ “ସିକଲ ସେଲ୍ ଆନିମିଆ (Sickle Cell Anemia) ଏକ ବଂଶାନୁକ୍ରମିକ ରକ୍ତ ରୋଗ। ଏହା ଲୋହିତ ରକ୍ତ କଣିକାକୁ ପ୍ରଭାବିତ କରିଥାଏ, ଯାହା ଫଳରେ… Continue reading ରକ୍ତଶିକୁଳି ଜନିତ ରକ୍ତହୀନତା ନିରାକରଣ ସଚେତନତା

କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ପିଟିଲା ମାଲବାହୀ ଟ୍ରେନ୍

ପଶ୍ଚିମବଙ୍ଗରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ହୋଇଛି। ଏଠାରେ ଟ୍ରାକ୍ ଉପରେ ଠିଆ ହୋଇଥିବା କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ଧକ୍କା ଦେଇଛି ମାଲବାହୀ ଟ୍ରେନ୍‌। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନେକ ଆହତ ହୋଇଥିବା କୁହାଯାଉଛି।ଜଳପାଇଗୁଡି ନିକଟରେ ଏହି ଦୁର୍ଘଟଣା ହୋଇଛି। କାଞ୍ଚନଜଙ୍ଗା ଏକ୍ସପ୍ରେସ କୋଲକାତାରୁ ସିଆଲଦାହ ଯାଉଥିଲା। ଏତିକି ବେଳେ ଦ୍ରୁତ ଗତିରେ ଆସି ମାଲବାହୀ ଗାଡି ଏକ୍ସପ୍ରେସ୍ ଟ୍ରେନ୍‌କୁ ଧକ୍କା ଦେଇଛି। ଏଥିରେ ଦୁଇଟି ପାସେଞ୍ଜର ଓ ଗୋଟିଏ… Continue reading କାଞ୍ଚନଜଙ୍ଗା ଏକ୍ସପ୍ରେସ୍‌କୁ ପିଟିଲା ମାଲବାହୀ ଟ୍ରେନ୍

ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୋହନ ଚରଣ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ଆଜି ସେ ବିଧିବଦ୍ଧ ଭାବେ ଶପଥ ଗ୍ରହଣ କରିବେ। ଏଥିଲାଗି ଭୁବନେଶ୍ୱର ଜନତା ମଇଦାନରେ ହୋଇଛି ଭବ୍ୟ ଆୟୋଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଉପସ୍ଥିତିରେ ଆୟୋଜିତ ହେବ ଶପଥ ଗ୍ରହଣ ଉତ୍ସବ। ଗତକାଲି ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ନାଁ ଘୋଷଣା ହେବା ପରେ ତାଙ୍କୁ ଅର୍ଡର ଅଫ୍… Continue reading ଆଜି ଶପଥ ନେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

You cannot copy content of this page