ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର୍ ବାଲକ୍ରିଷ୍ଣନ

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ବିଜେଡି ହାରିବା ପରେ ମୁଖ୍ୟମନ୍ତ୍ରୀ ପଦରୁ ନବୀନ ପଟ୍ଟନାୟକ ୫ ତାରିଖରେ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ଏବେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଯୁକ୍ତ ଅନେକ ବରିଷ୍ଠ ଅଫିସର ଇସ୍ତଫା ଦେବା ଆରମ୍ଭ କରିଛନ୍ତି । କେତେକଙ୍କ କାର୍ଯ୍ୟକାଳ ଅତିବେଶୀରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ସହ ସମାନ ଥିବାରୁ ସେମାନେ ଇସ୍ତଫା ଦେବାକୁ ବାଧ୍ୟ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଭାବେ ଗତ ନଭେମ୍ବର ମାସରେ ନିଯୁକ୍ତି ପାଇଥିଲେ ପୂର୍ବତନ… Continue reading ଇସ୍ତଫା ଦେଲେ ସୁରେଶ ମହାପାତ୍ର ଓ ଆର୍ ବାଲକ୍ରିଷ୍ଣନ

ଡକ୍ଟର ସୀମାଦ୍ରୀଶୁଭଦର୍ଶିନୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର: ବରିଷ୍ଠସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥିଙ୍କ ଏକମାତ୍ର କନ୍ୟା, ସାରସ୍ୱତ ପ୍ରତିଭାର ଅଧିକାରୀ, ତଥା ପ୍ରଥମ ଓଡ଼ିଆ ଭାରତୀୟ ପ୍ରଧାନମନ୍ତ୍ରୀ ଗବେଷଣା ଯୋଜନା ଜାତୀୟ ଚୟନ ପ୍ରତିଯୋଗିତାରେ ପ୍ରଥମ ହୋଇ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବାଙ୍ଗାଲୋରରେ କାର୍ୟ୍ୟରତ ଡକ୍ଟର ସୀମାଦ୍ରୀଙ୍କୁ ତାଙ୍କର ଗବେଷଣା ତଥା ତାଙ୍କ ଶୁଭଜନ୍ମ ଦିବସ ଅବସରରେ ବାଙ୍ଗାଲୋରରେ ସମ୍ବର୍ଦ୍ଧିତ କରାଯାଇଛି I କର୍କଟ ରୋଗର କାରଣ ଓ ନିରାକରଣର ସହଜ ଉପାୟ ଏବଂ ନିଦାନ ଉପରେ ଦୀର୍ଘ ୭୫ ମିନିଟର ପ୍ରସ୍ତୁତି ସହିତ… Continue reading ଡକ୍ଟର ସୀମାଦ୍ରୀଶୁଭଦର୍ଶିନୀ ସମ୍ବର୍ଦ୍ଧିତ

“ନୃତ୍ୟନିପୁଣା” ର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ

ଭୁବନେଶ୍ୱରର : ଜୟଦେବ ବିହାର ସ୍ଥିତ ବାଲାଜୀ ମନ୍ଦିରର ବାର୍ଷିକ ଉତ୍ସବ ଅବସରରେ “ନୃତ୍ୟନିପୁଣା” ଓଡ଼ିଶୀ ନୃତ୍ୟ ଅନୁଷ୍ଠାନରେ ପ୍ରଶିକ୍ଷଣ ନେଉଥିବା କୁନି ଓଡିଶୀ ନୃତ୍ୟଶିଳ୍ପୀ ଆକ୍ରିତିଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା।ଅନୁଷ୍ଠାନର ପ୍ରତିଷ୍ଠାତ୍ରୀ ପ୍ରତିମା ମିଶ୍ରଙ୍କ ପରିଚାଳନା ଏବଂ ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣ ଦ୍ୱାରା ନୃତ୍ୟଶିଳ୍ପୀଖୁବ୍ ସୁନ୍ଦର ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ କରତାଳି ସାଉଁଟିଥିଲେ

ସାଉଥ ଏସିଆନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ସାଉଥ ଏସିଆନ ଇନ୍ଷ୍ଟିଟ୍ୟୁଟ ଅଫ ହେଲଥ ପ୍ରମୋସନ ପକ୍ଷରୁ ସ୍ଥାନୀୟ ଚନ୍ଦ୍ରଶେଖର ପୁର ସ୍ଥିତ ପଣ୍ଡା ପାର୍କ ବସ୍ତି ଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ସହିତ ପଥ ପ୍ରାନ୍ତ ସଚେତନତା ଧର୍ମୀ ନାଟକ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ଡାକ୍ତର ଦାଶରଥି ଦାସ, ଡାକ୍ତର ପ୍ରଣବ ମହାପାତ୍ର, ଡାକ୍ତର ଅଭିନଵ ସିଂହା,ମିଳିନ୍ଦ ମିଶ୍ର ଯୋଗ ଦେଇ ତମାଖୁ ସେବନ ର ଭୟାବହତା ସମ୍ପର୍କ ରେ ଆଲୋକପାତ କରି ଥିଲେ.… Continue reading ସାଉଥ ଏସିଆନ ଅନୁଷ୍ଠାନ ପକ୍ଷରୁ ବିଶ୍ୱ ତମାଖୁ ବର୍ଜନ ଦିବସ

“ନୃତ୍ୟନିପୁଣା” ଅନୁଷ୍ଠାନ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ

ଭୁବନେଶ୍ବର : ଭୁବନେଶ୍ବରସ୍ଥିତ “ଇସ୍କନ ମନ୍ଦିର” ଦ୍ବାରା ଆୟୋଜିତ ଚନ୍ଦନ ମହୋତ୍ସବ ଉପଲକ୍ଷେ ,”ନୃତ୍ୟନିପୁଣା” ଓଡ଼ିଶୀ ନୃତ୍ୟ ଅନୁଷ୍ଠାନ ଦ୍ଵାରା ଓଡ଼ିଶୀ ନୃତ୍ୟ, ମାହାରୀ ନୃତ୍ୟ ଏବଂ ଭଜନ ନୃତ୍ୟ ପରିବେଷଣ କରାଯାଇଥିଲା। ଗୁରୁ ଡଂ ପ୍ରିୟଙ୍କା ମିଶ୍ରଙ୍କ ପ୍ରଶିକ୍ଷଣରେ ଏବଂ ପ୍ରତିମା ମିଶ୍ରଙ୍କ ପରିଚାଳନାରେ ଅନୁଷ୍ଠାନର ନୃତ୍ୟାଙ୍ଗନା ମାନେ ଖୁବ୍ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରିଥିଲେ।ଉପସ୍ଥିତ ଦର୍ଶକଙ୍କ କରତାଳିରେ ସ୍ଥାନ ଟି ପ୍ରକମ୍ପିତ ହୋଇଉଠିଥିଲା। ଶିଳ୍ପୀ ମାନେ ହେଲେ ଅର୍ଚ୍ଚିତା,ନିଶିତା,ଆଶ୍ରିୟା,ସୋନାକ୍ଷୀ, ଅଂଶିତା, ଓଷ୍ନି, ଆକ୍ରିତି… Continue reading “ନୃତ୍ୟନିପୁଣା” ଅନୁଷ୍ଠାନ ଦ୍ଵାରା ଓଡ଼ିଶୀ ନୃତ୍ୟ ପରିବେଷଣ

ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର ଜୟନ୍ତୀ

ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଗୀତାଞ୍ଜଳି “ପକ୍ଷରୁ ଗୁରୁ ରବୀନ୍ଦ୍ର ନାଥ ଟାଗୋର ଙ୍କ 163 ତମ ଜୟନ୍ତୀ ସ୍ଥାନୀୟ ଗୀତାଞ୍ଜଳି ହଲ ଚନ୍ଦ୍ର ଶେଖର ପୁର ସ୍ଥିତ ଡ଼ ଏସ ମାଲକାର ଙ୍କ ବାସଭବନ ରେ ଚଳିତ ମାସ ମେ 19 ରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ଡ଼ ସୁଭାଷ ମୁଖାର୍ଜୀ,ସାଧାରଣ ସମ୍ପାଦକ ତପନ କୁମାର ରାହା,ଉପଦେଷ୍ଟା ଡ଼ ସଜାଲେନ୍ଦୁ ମାଲକାର ଉପସ୍ଥିତ ରହି ଗୁରୁ ରବୀନ୍ଦ୍ର ତଥା… Continue reading ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର ଜୟନ୍ତୀ

ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ

ଭୁବନେଶ୍ୱର: ବଙ୍ଗୋପସାଗରର ଉତ୍ତର ଉପକୂଳରେ ବାତ୍ୟା ରେମାଲ ଭିଷଣ ବାତ୍ୟାରେ ପରିଣତ ହୋଇଛି। ଏହା ସାଗର ଦ୍ୱୀପପୁଞ୍ଜରୁ ପ୍ରାୟ ୨୭୦ କିଲୋମିଟର ଦୁରରେ ରହିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଅନୁଯାୟୀ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ପ୍ରାୟ ୧୧୦-୧୨୦ କିଲୋମିଟର ରହିବ। ବାତ୍ୟା ରେମାଲ ଉତ୍ତର ଦିଗକୁ ଗତି କରି, ଆହୁରି ତୀବ୍ର ହେବା ସହ ବାଂଲାଦେଶ ଏବଂ ପଶ୍ଚିମବଙ୍ଗ ଉପକୂଳବର୍ତ୍ତୀ ଅଞ୍ଚଳରେ ମେ ୨୬ ମଧ୍ୟରାତ୍ରିରେ ଏକ ଭିଷଣ… Continue reading ଭିଷଣ ବାତ୍ୟାରେ ପରିଣତ ହେଲା ରେମାଲ

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ପାଇଛି ମାଟ୍ରିକ ରେଜଲ୍ଟ। ଛାତ୍ରୀଙ୍କ ପାସ୍‌ ହାର ୯୬.୭୩% ରହିଥିବା ବେଳେ ଛାତ୍ରଙ୍କ ପାସ୍‌ ହାର ୯୫.୩୯% ରହିଛି। ୩୦ ଜିଲା ମଧ୍ୟରେ ଖୋର୍ଦ୍ଧା ଜିଲାରେ ସର୍ବାଧିକ ପାସ୍‌ ହାର ୯୭.୯୮% ରହିଥିବା ବେଳେ ନୂଆପଡ଼ା ଜିଲାରେ ସର୍ବନିମ୍ନ ପାସ୍‌ ହାର ୯୩.୯୧% ରହିଛି। ଛାତ୍ରୀଛାତ୍ର ବୋର୍ଡ ଓ୍ବେବ୍‌ସାଇଟ୍‌, ଏସ୍‌ଏମ୍‌ଏସ୍‌ ସହ ହ୍ବାଟ୍‌ସଆପ୍‌ ଜରିଆରେ ପରୀକ୍ଷାଫଳ ଜାଣିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି… Continue reading ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

ଭୋଟ୍ ଦେଲେ ରାଷ୍ଟ୍ରପତି

ଆଜି ଷଷ୍ଠ ପର୍ୟ୍ୟାୟ ନିର୍ବାଚନରେ ମୋଟ ୫୮ଟି ଆସନ ପାଇଁ ଚାଲିଛି ମତଦାନ। I ୬ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ଜନତା ମତସାବ୍ୟସ୍ତ କରୁଥିବା ବେଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ମତଦାନ କରିଛନ୍ତି । ସେ ଦେଶର ପ୍ରଥମ ନାଗରିକ ହୋଇଥିବାବେଳେ ନିଜର ମତ ସାବ୍ୟସ୍ତ କରି ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି । ୮୮୯ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ ୧୧ କୋଟିରୁ ଅଧିକ ଭୋଟର। ଦିଲ୍ଲୀରେ ୮.୯୪% ମତଦାନ ହୋଇଥିବା… Continue reading ଭୋଟ୍ ଦେଲେ ରାଷ୍ଟ୍ରପତି

ମତସାବ୍ୟସ୍ତ କଲେ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର: ନିଜର ମତସାବ୍ୟସ୍ତ କଲେ ଭୁବନେଶ୍ୱର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ । ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ଆଜି ଭୋଟଦାନ ହାର ବେଶ୍‌ ଉତ୍ସାହଜନକ ରହିଛି। ଚଳିତ ମତଦାନରେ ଭୋଟର ମାନଙ୍କ ମନରେ ମତଦାନ କରିବା ଲାଗି ଉତ୍ସାହ ବଢ଼ିଯାଇଛି । ପୂର୍ବ ଥର ଭୋଟ ହାର କମ୍‌ ଥିଲା। ସକାଳୁ ସକାଳୁ ବରିଷ୍ଠ ନାଗରିକ, ମହିଳା, ନୂଆ ଭୋଟର, ଶାରୀରିକ ଅକ୍ଷମ ଭୋଟର ବି ଅଛନ୍ତି। ଏହା ଦେଖି ବେଶ୍‌… Continue reading ମତସାବ୍ୟସ୍ତ କଲେ ଅପରାଜିତା ଷଡ଼ଙ୍ଗୀ

You cannot copy content of this page