ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ନଂ ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱର ଏରୋଡ୍ରୋମ୍ ପ୍ରାଇମେରୀ ସ୍କୁଲର ୧୧୪ନଂ ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଣତନ୍ତ୍ରର ଏ ମହାପର୍ବରେ ସମସ୍ତ ଭୋଟର ନିଜ ମତଦାନ ଅଧିକାର ସାବସ୍ତ୍ୟ କରିବାକୁ ସେ ଅପିଲ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପ୍ରଭୁ ଜଗନ୍ନାଥ ଏବଂ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ପୁଣିଥରେ ବିଜୁ ଜନତା ଦଳ ଏକ ସ୍ଥିର ସରକାର ଦେବ । ବିଜେଡି… Continue reading ଭୋଟ ଦେଲେ ମୁଖ୍ୟମନ୍ତ୍ରୀ

ଅନଳ ଗ୍ରାମରେ ଉତ୍ସାହର ଭୋଟ ଦେଲେ ଭୋଟର

ଢ଼େଙ୍କାନାଳ: ଆଜି ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବାବେଳେ ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଅନଳ ଗ୍ରାମରେ ଉତ୍ସାହ ର ସହ ଭୋଟରମାନେ ନିଜ ନିଜର ମତ ସାବ୍ୟସ୍ତ କରୁଥିବା ଦେଖବାକୁ ମିଳିଛି । ଆଜି ସକାଳ ୭ଟା ରୁ ଆରମ୍ଭ ହୋଇଥିବା ମତଦାନ କାର୍ଯ୍ୟକ୍ରମରେ ଭୋଟରମାନେ ଶାନ୍ତିଶୃଙ୍ଖଳାର ସହ ଧାଡ଼ିରେ ଠିଆ ହୋଇ ମତଦାନ କରିଛନ୍ତି । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି… Continue reading ଅନଳ ଗ୍ରାମରେ ଉତ୍ସାହର ଭୋଟ ଦେଲେ ଭୋଟର

ଓଡ଼ିଶ ଗ୍ରାମପଂଚାୟତରେ ଉତ୍ସାହର ସହ ଭୋଟ ଗ୍ରହଣ

ଭୁବନ: ସାରା ଦେଶରେ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଆଜି ଆମ ରାଜ୍ୟରେ ଚାଲିଛି ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ । ୬ ଲୋକସଭା ଆସନ ଓ ୪୨ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି । କଟକ, ଭୁବନେଶ୍ୱର, ପୁରୀ, ଢ଼େଙ୍କାନାଳ, କେନ୍ଦୁଝର ଓ ସମ୍ବଲପୁର ୬ ଲୋକସଭା ଆସନ ଏବଂ ଏହା ଅଧୀନରେ ଥିବା ୪୨ଟି ବିଧାନସଭା ଆସନ ପାଇଁ ଚାଲିଛି ଭୋଟ ଗ୍ରହଣ । ଏହି ପରିପ୍ରେକ୍ଷୀରେ ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିର୍ବାଚନ… Continue reading ଓଡ଼ିଶ ଗ୍ରାମପଂଚାୟତରେ ଉତ୍ସାହର ସହ ଭୋଟ ଗ୍ରହଣ

ଆସନ୍ତାକାଲି ଦେଶରେ ଷଷ୍ଠ ପର୍ୟ୍ୟାୟ ଭୋଟ୍

ଆସନ୍ତାକାଲି ଦେଶରେ ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାନ କରିବେ ଭୋଟର । ଆସନ୍ତାକାଲି ଦେଶରେ ଷଷ୍ଠ ପର୍ୟ୍ୟାୟରେ ଆଠ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହେବ। ଭୋଟିଂ ପ୍ରକ୍ରିୟା ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏ ଚାଲିବ । ମୋଟ୍ ୫୮ଟି ଲୋକସଭା ଆସନ ଲାଗି ମତଦାଧିକାର ସାବ୍ୟସ୍ତ କରିବେ ଭୋଟର । ଏହି ପର୍ୟ୍ୟାୟରେ ବିହାରର ୮, ପଶ୍ଚିମବଙ୍ଗର ୮, ଉତ୍ତର ପ୍ରଦେଶର ୧୪, ଜମ୍ମୁ ଓ କଶ୍ମୀରର… Continue reading ଆସନ୍ତାକାଲି ଦେଶରେ ଷଷ୍ଠ ପର୍ୟ୍ୟାୟ ଭୋଟ୍

୨୬ରେ ମାଟ୍ରିକ ରେଜଲ୍ଟ

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ । ୨୬ ତାରିଖ ସକାଳ ୧୦ଟା ୩୦ରେ ରେଜଲ୍ଟ ପ୍ରକାଶ ପାଇବ । ୧୧ଟା ୩୦ ସୁଦ୍ଧା ୱେବସାଇଟ୍‌ରେ ରେଜଲ୍ଟ ମିଳିବ । ଇଣ୍ଟରନେଟ୍‌ ସୁବିଧା ନ ଥିଲେ ଏସ୍‌ଏମ୍‌ଏସ୍‌ରେ ରେଜଲ୍ଟ ପାଇ ପାରିବେ ଛାତ୍ରଛାତ୍ରୀ। ଏଥିସହ ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍‌ ଡାଉନଲୋଡ୍‌ କରିହେବ ନେଇ ସୂଚନା ଦେଲେ ବୋର୍ଡ ସଭାପତି ।

ତ୍ରିଧାରାର ‘ସ୍ବର୍ଣ୍ଣ ସମାରୋହ

ଭୁବନେଶ୍ୱର: ତ୍ରିଧାରା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସ୍ବର୍ଣ୍ଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅତିଥ୍ୟ ଭାବେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଉପ ସଭାପତି ମନ୍ମଥ କୁମାର ଶତପଥୀ, ପାରାଦୀପ ଫସ୍‌ଫେଟ ଲିମିଟେଡ୍‌ର ପୂର୍ବତନ ଉପ ସଭାପତି (ଏଚ୍ଆର) ଶୁଭେନ୍ଦୁ ଦାସ, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲିତ୍, ଓଡିଶୀ ନୃତ୍ୟାଙ୍ଗନା ସୁଜାତା ମିଶ୍ର, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ, କବି ଡ. ସୀତାକାନ୍ତ… Continue reading ତ୍ରିଧାରାର ‘ସ୍ବର୍ଣ୍ଣ ସମାରୋହ

ଆଜି ଓଡ଼ିଶା ଆସିବେ ଅରୁଣ ଗୋଭିଲ୍

ଓଡ଼ିଶାରେ ନିର୍ବାଚନ ପ୍ରଚାର କରିବେ ବିଜେପି ନେତା ତଥା ରାମାୟଣ ସିରିଏଲର ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍। ସେ ଚମ୍ପୁଆ, ତେଲକୋଇ, ଢେଙ୍କାନାଳ ଓ ବାଲିପାଟଣାରେ ସଭାରେ ଯୋଗଦେବେ। ସେହିଭଳି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ମଧ୍ୟ ଓଡ଼ିଶା ଆସୁଛନ୍ତି। ଚିଲିକା ଓ କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ସାଲେପୁର କୁଳିଆରେ ଜନସଭା କରିବେ ଯୋଗୀ ଆଦିତ୍ୟନାଥ। ସକାଳ ୧୦ଟା ସମୟରେ ଯୋଗୀଙ୍କ ସହ ଏହି ସଭାରେ… Continue reading ଆଜି ଓଡ଼ିଶା ଆସିବେ ଅରୁଣ ଗୋଭିଲ୍

ଅନନ୍ତ ଓ ରାଧିକାଙ୍କ ବାହାଘର ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ, ଜୁନ ୧ ଯାଏ ଚାଲି

ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବାହାଘର ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ ହୋଇ ଜୁନ ୧ ଯାଏ ଚାଲିବ। ବାହାଘର ଉତ୍ସବ ଇଟାଲୀରୁ ଆରମ୍ଭ ହେବ। ବାହାଘର କାର୍ୟ୍ୟକ୍ରମ ଏହା ଠାରୁ ଆହୁରି ବଡ଼ ଓ ସ୍ୱତନ୍ତ୍ର ହେବ ବୋଲି ସମସ୍ତେ ଆଶା କରିଛନ୍ତି। ଅନନ୍ତ-ରାଧିକାଙ୍କ ପାର୍ଟିରେ ଅନେକ ନାମୀଦାମୀ ବଲିଉଡ ସେଲିବ୍ରେଟୀ ମଧ୍ୟ ଉପସ୍ଥିତି ରହିବେ। ମିଳିଥିବା ସୂଚନା ଅନୁସାରେ, ବାହାଘର ବେଳେ ପ୍ରାଇଭେସିକୁ ସବୁଠାରୁ ଅଧିକ ଗୁରୁତ୍ୱ ଦିଆଯିବ। କେହି ବି ଫୋନ… Continue reading ଅନନ୍ତ ଓ ରାଧିକାଙ୍କ ବାହାଘର ସେଲିବ୍ରେସନ ମେ’ ୨୯ରୁ ଆରମ୍ଭ, ଜୁନ ୧ ଯାଏ ଚାଲି

ଧର୍ମପରାୟଣା ମହିଳାଙ୍କ ପରଲୋକ

ଭୁବନେଶ୍ୱର: ଟଙ୍କପାଣି ରୋଡସ୍ଥିତ ପାଣ୍ଡବ ନଗରରେ ଅବସ୍ଥାନ କରୁଥିବା ଜଣାଶୁଣା ସମାଜସେବିକା ମଜୁଲତା ସାମନ୍ତରାୟଙ୍କ ୭୨ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ହୃଦରୋଗ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିସôିତ ହେଉଥିଲେ । ସେ ଜଣେ ସରଳ, ମିଷ୍ଠଭାଷୀ ଓ ପରୋପକାରୀ ମହିଳା ଭାବେ ଲୋକପ୍ରିୟତା ଅର୍ଜନ କରିଥିଲେ । ଶେଷ ସମୟରେ ତାଙ୍କ ତିନି ପୁତ୍ର ଚିତରଂଜନ, ମନୋରଂଜନ, ବିଶ୍ୱରଂଜନ ଉପସ୍ଥିତ ରହିବା ସହ ପୁରୀ ସ୍ୱର୍ଗଦ୍ୱାରଠାରେ… Continue reading ଧର୍ମପରାୟଣା ମହିଳାଙ୍କ ପରଲୋକ

ଯୋଗ, ପ୍ରାଣାୟମ, ମାନବବାଦ ଅପରିହାର୍ଯ୍ୟ

ସାରସ୍ୱତ ପ୍ରତିଭାଧାରୀଙ୍କୁ ଶାନ୍ତିପଥ ସମ୍ମାନ ଭୁବନେଶ୍ୱର: ସାମାଜିକ ଓ ବୌଦ୍ଧିକ ଅନୁଷ୍ଠାନ ଶାନ୍ତିପଥର ଷଷ୍ଠ ବାର୍ଷିକୋସôବ ସ୍ଥାନୀୟ ୟୁନିଟ୍ ୯ସ୍ଥିତ ବୁଦ୍ଧ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ସମାଜସେବୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ୱ ଓ ବରିଷ୍ଠ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସ୍ତମ୍ଭକାର ସ୍ୱାଧୀନତା ସଂଗ୍ରାମୀ ବିଜୟ କୁମାର ତ୍ରିପାଠୀ, ଯୋଗ ପ୍ରଶିକ୍ଷକ ବୀର କିଶୋର ବିଶ୍ୱIଳ, ବରିଷ୍ଠ ସମାଜସେବୀ ବିକ୍ରମାଦିତ୍ୟ… Continue reading ଯୋଗ, ପ୍ରାଣାୟମ, ମାନବବାଦ ଅପରିହାର୍ଯ୍ୟ

You cannot copy content of this page