ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା କୁଲୁତା ସମାଜ ତରଫରୁ ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ ଅସିମ କରାଟେ ଏକାଡେମୀ ରେ ଚୈତ୍ୟ ପୂର୍ଣ୍ଣିମା ଅବସରରେ କୁଲୁତା ଦିବସ ବଡ ସମାରୋହ ସହ ପାଳିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପାଇଁ ବଲାଙ୍ଗିର ମ୍ୟୁନିସିପାଲିଟି ଏରିଆରେ ଯେଉଁ ଦଳ ବା ନେତା ସରକାରୀ ଜମି ସହ କୁଲୁତା ଭବନ ତିଆରି କରିବ ତାକୁ ସମାଜର ସମସ୍ତ ଭୋଟର ସମର୍ଥନ ଜଣାଇବା ପାଇଁ ସର୍ବ ସମ୍ମତିକ୍ରମେ ନିଷ୍ପତ୍ତି… Continue reading ଯୁବ କୁଲୁତା ସମାଜ ତରଫରୁ କୁଲୁତା ଦିବସ ପାଳିତ

ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱର ଚକ୍ଷୁ ବିଭାଗରେ ଲୋକାର୍ପିତ ହୋଇଛି ‘ଲୋ ଭିଜନ କ୍ଲିନିକ୍‌’। ଏହି ବିଶେଷ ଭିଜନ କ୍ଲିନିକ ସାମାଜିକ ଦୃଷ୍ଟିହୀନତା ତଥା ଗ୍ଲୁକୋମା, ବୟସାଧିକ, ମଧୁମେହ, ରେଟିନା ରୋଗ ଓ ଅନ୍ୟାନ୍ୟ ବିଭିନ୍ନ କାରଣରୁ ଦୃଷ୍ଟି ଶକ୍ତିହୀନତା ଭୋଗୁଥିବା ରୋଗୀମାନଙ୍କୁ ସେମାନଙ୍କର ସାଧାରଣ ଜୀବନଯାପନ ବ୍ୟବସ୍ଥାକୁ ସାହାଯ୍ୟ କରିବ। ଏମ୍‌ସ ଭୁବନେଶ୍ୱର କାର୍ୟ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏହି କ୍ଲିନିକ୍‌କୁଆଜି ଉଦ୍‌ଘାଟନ କରିଛନ୍ତି। ଡ. ଆର୍‌ ପି ସେଣ୍ଟର୍‌, ଏମ୍‌ସ ନିୟୁଦିଲ୍ଲୀର ଡ. ପ୍ରବୀଣ… Continue reading ଏମ୍‌ସ ଭୁବନେଶ୍ୱରରେ ଲୋ’ ଭିଜନ୍‌ କ୍ଲିନିକ୍‌ ଲୋକାର୍ପିତ

ଗଞ୍ଜାମରୁ ମୁଖ୍ୟମନ୍ତ୍ରୀ କରିବେ ନିର୍ବାଚନ ପ୍ରଚାର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଗସ୍ତ କରି ପ୍ରଥମ ନିର୍ବାଚନୀ ପ୍ରଚାର ଆରମ୍ଭ କରିବେ । ବୁଧବାର ଗଞ୍ଜାମ ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିବେ ନିର୍ବାଚନୀ ପ୍ରଚାର । ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ପ୍ରଥମେ ହିଞ୍ଜିଳି ଏବଂ ପରେ ଶେରଗଡ଼ ଦୁଇଟି ସ୍ଥାନରେ ନିର୍ବାଚନୀ ସାଧାରଣ ସଭାରେ ଯୋଗ ଦେବା କାର୍ୟ୍ୟକ୍ରମ ରହିଛି । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି… Continue reading ଗଞ୍ଜାମରୁ ମୁଖ୍ୟମନ୍ତ୍ରୀ କରିବେ ନିର୍ବାଚନ ପ୍ରଚାର

ନୟାପଲ୍ଲୀ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ

ବୋଲଗଡ: ବୋଲଗଡ ବ୍ଲକ ଅନ୍ତର୍ଗତ ନୟାପଲ୍ଲୀ ଗ୍ରାମରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ପଲ୍ଲୀ ମଙ୍ଗଳ ଯୁବକ ସଙ୍ଘ ଆନୁକୂଲ୍ୟରେ ମାଆ ଭୂଆସୁଣୀଙ୍କ ପୀଠରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ ହୋଇଯାଇଅଛି ଗାୟିକା ମୀନାରାଣୀ ପୃଷ୍ଟି ଓ ବିଜୟଇନି ହରିଚନ୍ଦନ ପାଲା ମଞ୍ଚରେ ପାଲା ପରିବେଷଣ କରି ଦର୍ଶକମାନଙ୍କୁ ମନମୁଗ୍ଧ କରିଥିଲେ ଏହି କାର୍ଯ୍ୟକ୍ରମରେ ବୋଲଗଡ ଓ ବେଗୁନିଆର ବିଧାୟକ ପ୍ରାଥୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମଟିକୁ ପଲ୍ଲୀ ମଙ୍ଗଳ… Continue reading ନୟାପଲ୍ଲୀ ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ବାଦି ପାଲା ଆରମ୍ଭ

ନ୍ୟାୟପାଇଁ ହାଇକୋର୍ଟରେ ପିଆଇଏଲ : ଅଭିଭାବକ ମହାସଂଘ

ଆରଟିଇ ମାଗଣା ସିଟ ଆଡ଼ମିସନକୁ ନେଇ ନିର୍ଦେଶକଙ୍କୁ ଅଟକ ରଖିଲେ ଶତାଧିକ ଅଭିଭାବକଭୁବନେଶ୍ୱର: ଆରଟିଇ ରେ ୨୫% ସିଟରେ ମାଗଣା ପଢ଼ାଇବା ପାଇଁ ପାରଦର୍ଶୀ ପୋର୍ଟାଲରେ ସିଟ ଅଲଟମେଣ୍ଟ ପରେ ମଧ୍ୟ ପ୍ରାଇଭେଟ ସ୍କୁଲ ମାନେ ଆଡ଼ମିସନ ପାଇଁ ମନା କରି ଫେରାଇଦେଲେ I ଓଡିଶା ଅଭିଭାବକ ମହାସଂଘର ଅଭିଯୋଗ ପରେ ପ୍ରଥମେ ଭୁବନେଶ୍ୱର ବି ଇ ଓ ଅଫିସ ପ୍ରାୟ ୨୯ ଗୋଟି ସ୍କୁଲକୁ ନୋଟିସ ଦେଇଥିଲା I କାର୍ୟ୍ୟାନୁଷ୍ଠାନ ନହେବାରୁ ପରେ ଓଡିଶା ଅଭିଭାବକ… Continue reading ନ୍ୟାୟପାଇଁ ହାଇକୋର୍ଟରେ ପିଆଇଏଲ : ଅଭିଭାବକ ମହାସଂଘ

ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ; ୪୦ ଜଣଙ୍କ ମଧ୍ୟରେ ଅଛନ୍ତି ଶ୍ରୀମୟୀ, ଚିରଞ୍ଜୀବ ଓ ଅମରେଶ

ଆଜି ତା’ର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସେମତ ୪୦ ଜଣଙ୍କ ନାଁ ରହିଛି। ସେମାନଙ୍କ ମଧ୍ୟରେ ଏଥର ଟିକେଟ ନ ପାଇ ଅସନ୍ତୁଷ୍ଟ ଥିବା କେତେ ଜଣ ନେତାଙ୍କ ନାଁ ମଧ୍ୟ ରହିଛି। ଚଳିତ ସାଧାରଣ ନିର୍ବାଚନ ପାଇଁ ଦଳର ଅନ୍ୟ ଷ୍ଟାର ପ୍ରଚାରକମାନେ ହେଉଛନ୍ତି- ଭିକେ ପାଣ୍ଡିଆନ, ପ୍ରଣବ ପ୍ରକାଶ ଦାସ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଚନ୍ଦ୍ର… Continue reading ବିଜେଡିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ; ୪୦ ଜଣଙ୍କ ମଧ୍ୟରେ ଅଛନ୍ତି ଶ୍ରୀମୟୀ, ଚିରଞ୍ଜୀବ ଓ ଅମରେଶ

ବାବା ବରୁଣେଶ୍ୱର ଉନ୍ନୟନ ମଣ୍ଡଳୀ ପକ୍ଷରୁ ରକ୍ତଦାନ

ଭୁବନେଶ୍ୱର: ବାବା ବରୁଣେସ୍ୱର ଉନ୍ନୟନ ମଣ୍ଡଳୀ ପକ୍ଷରୁ ସାମନ୍ତରାପୁର ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି. ପ୍ରଚଣ୍ଡ ଗ୍ରୀଷ୍ମ ସମୟରେ ଏହାର ଆବଶ୍ୟକ ଅଧିକ ହେଉଥିବା ନେଇ ଅନୁଷ୍ଠାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଥିଲା I ସମାଜସେବୀ ତ୍ରିଲୋଚନ ଦାଶ ଓ ଉନୟନର ଅନ୍ୟ ସଦସ୍ୟ /ସଦସ୍ୟା ଉପସ୍ଥିତ ରହି ରକ୍ତଦାନ କରିବା ସହ ସମସ୍ତେ ଏହା ଜାରି ରଖିବାକୁ କହିଥିଲେ I ଯେଉଁମାନେ ରକ୍ତଦାନ କରିଥିଲେ ସେମାନଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା.ଉକ୍ତ ଶିବିର ରେ… Continue reading ବାବା ବରୁଣେଶ୍ୱର ଉନ୍ନୟନ ମଣ୍ଡଳୀ ପକ୍ଷରୁ ରକ୍ତଦାନ

ସ୍ଥାନୀୟ ପ୍ରଶାସନଙ୍କ ଦୃଷ୍ଟିପଡ଼ୁ

ଭୁବନେଶ୍ୱର: ୟୁନିଟ-୮ ସହରାଚଂଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରେ ରୋଗୀମାନେ ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ୱେ ଧାଡ଼ିରେ ଠିଆ ହୋଇ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛନ୍ତି । ରାଜଧାନୀରେ ବର୍ତମାନ ୪୩ଡିଗ୍ରୀରୁ ଅଧିକା ତାପମାତ୍ରା ରହୁଥିବାବେଳେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ମହାନଗର ନିଗମ ଓ ସରକାରଙ୍କ ସ୍ୱାସ୍ଥ୍ୟବିଭାଗ ଏଥିପ୍ରତି ଦୃଷ୍ଟିନିଖେପ କରିବା ସହ ବିହିତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି । ରିପୋର୍ଟ: ଉତ୍କଳ ବୁଲେଟିନ

ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ରାଜ୍ୟରେ ପ୍ରଥମ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି ସହ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି ।ବିଧାନସଭା ପାଇଁ ୪ ଲୋକସଭା ଓ ୨୮ ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି I ବିଧାନସଭାରେ ହେବାକୁ ଥିବା ନିର୍ବାଚନରେ ମୋଟ ୬୨ଲକ୍ଷ ୮୪ହଜାର ୬୪୯ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ମାତ୍ର ଏଥିରେ ମହିଳା ଭୋଟରଙ୍କ ସଂଖ୍ୟା ପୁରୁଷଙ୍କ ତୁଳନାରେ ୯୧,୫୨୮ ଅଧିକ ରହିଛି । ସୁରକ୍ଷା… Continue reading ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ

ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

ପୁରୀ: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ପହଞ୍ଚିଲା ରଥଦଉଡ଼ି। ସମୁଦାୟ ୨୬ଟି ଦଉଡ଼ି ଶ୍ରୀମନ୍ଦିର କାର୍ୟ୍ୟାଳୟରେ ପହଞ୍ଚିଛି। ତିନିରଥ ପାଇଁ ୧୪ ଖଣ୍ଡ ରଥଟଣା ଦଉଡି ଥିବାବେଳେ ଆଉଟର୍, ଇନର୍, ଜେନେରାଲ୍ ଓ ପୁଲିସ ପାଇଁ ତିନୋଟି ଲେଖାଏଁ ସମୁଦାୟ ୧୨ଟି ଦଉଡ଼ି ରହିଛି। ପୁରୀ ବୀରପ୍ରତାପପୁରରେ ଥିବା ଓଡ଼ିଶା ସମବାୟ କତା ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏହି ଦଉଡ଼ିକୁ। ପ୍ରାୟ ଏକ ମାସ ଧରି ୧୪ ଜଣ କାରିଗର ଏହି ରଥ… Continue reading ରଥଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ ଦଉଡ଼ି

You cannot copy content of this page