ଅନ୍ଧାରୁଆ ନିକଟସ୍ଥ ଦାସପୁର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର: ଅନ୍ଧାରୁଆ ନିକଟସ୍ଥ ଦାସପୁର ମୌଜା ତଳସାହି ଠାରେ ବିଶ୍ୱଶାନ୍ତି, ମୈତ୍ରୀ, ଭାତୃଭାବ ନିମିତ ବ୍ରହ୍ମଲୀନ ବ୍ରହ୍ମଅବଧୂତ ଜୟକୃଷ୍ଣବାବାଙ୍କ ପୂର୍ବ ଆଦେଶ ଅନୁସାରେ ପ୍ରାର୍ଥର୍ନା, ପ୍ରଭୁ ନାମ, ଭଜନ ଗାୟନ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃ କାଳରେ ବାଲ୍ୟଲୀଳା ଅର୍ପଣ, ତତସହିତ ବାଲ୍ୟମହାପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ନଗର ଭଜନ କୀର୍ତ୍ତନ ଅନୁଷ୍ଠିତ ହେବା ସହିତ ବହୁ ମହିମାଧର୍ମୀ ସାଧୁସନ୍ନ୍ୟାସୀ, ଭକ୍ତବୃନ୍ଦ, ସ୍ଥାନୀୟ ଗ୍ରାମବାସୀ ଯୋଗଦାନ କରି ଅଲେଖ ପ୍ରଭୁ ପରଂବ୍ରହ୍ମଙ୍କ ଆଶିର୍ବାଦ… Continue reading ଅନ୍ଧାରୁଆ ନିକଟସ୍ଥ ଦାସପୁର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

‍ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜୁ ଜନତା ଦଳ (ବିଜେଡି)ରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ବିଜେଡିରେ ଯୋଗ ଦେବା ପରେ ବର୍ଷା କହିଥିଲେ, ମୁଁ ସାର୍‌ (ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ)ଙ୍କର ଜଣେ ଫ୍ୟାନ୍‌। ଏମିତିକି କେବଳ ତାଙ୍କୁ ଉତ୍ସର୍ଗ କରି ଏକ ଫିଲ୍ମ ତିଆରି କରିଥିଲି। ସେ କଥାରେ କମ୍ ଓ କାମରେ ଅଧିକ ବିଶ୍ୱାସ କରନ୍ତି। ମୋତେ ବିଜେଡିରେ… Continue reading ‍ବିଜେଡିରେ ମିଶିଲେ ବର୍ଷା ପ୍ରିୟଦର୍ଶିନୀ

କେନ୍ଦୁପଲ୍ଲୀ ମହୋତ୍ସବ ଭାତୃଭାବର ଏକ ଅନନ୍ୟ ଉଦାହରଣ

ବାଙ୍କୀ /କଟକ: ବାଙ୍କୀ ବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ମହୋତ୍ସବ ଉଦଯାପିତ ହୋଇଯାଇଛି I ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧିଙ୍କ ସଭାପତିତ୍ବ,ବାଙ୍କୀ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଭାପତି ତଥା ସାରସ୍ୱତ ପ୍ରତିଭା କବିସୁନୀଲ ମିଶ୍ରଙ୍କପୌରହିତ୍ୟରେଅନୁଷ୍ଠିତ ଉଦଯାପନୀସନ୍ଧ୍ୟାରେ ମୁଖ୍ୟ ଅତିଥିଭାବେ ବାଗ୍ନୀ, ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଯୁବ ସାମ୍ବାଦିକ, ମୁଖପାତ୍ର ଅରବିନ୍ଦ ତ୍ରିପାଠୀ,ମୁଖ୍ୟବକ୍ତା ଭାବେ ଓଡିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକଡ଼ଃପ୍ରଦୀପକୁମାର ବିଶ୍ୱାଳ, ବରେନ୍ୟ ଅତିଥି ଭାବେ ଚିନ୍ତକ… Continue reading କେନ୍ଦୁପଲ୍ଲୀ ମହୋତ୍ସବ ଭାତୃଭାବର ଏକ ଅନନ୍ୟ ଉଦାହରଣ

ଗ୍ରୀଷ୍ମ ପ୍ରବାହ ବୃଦ୍ଧି ସମ୍ଭାବନା; ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

ଆଗାମୀ ତିନି ଦିନ ମଧ୍ୟରେ ଦିନର ତାପମାତ୍ରା ଆହୁରି ୨ରୁ ୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ୧୪ ତାରିଖରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପୁଣି ବଢ଼ିଛି। ରାଜ୍ୟର ଆଜି ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ବାରିପଦାରେ ସବୁଠି ଅଧିକ ଖରା ହୋଇଛି। ରାଜ୍ୟରେ ଆଗକୁ ମଧ୍ୟ ଏଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ। ସେଥିପାଇଁ ପାଣିପାଗ ବିଭାଗ ଆସନ୍ତା ୫ ଦିନ ପାଇଁ ଗ୍ରୀଷ୍ମ… Continue reading ଗ୍ରୀଷ୍ମ ପ୍ରବାହ ବୃଦ୍ଧି ସମ୍ଭାବନା; ୫ ଦିନ ପାଇଁ ୟେଲୋ ୱାର୍ଣ୍ଣିଂ

ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଇ ସଂଜୀବନୀ ସୁବିଧା

ବାଳକାଟୀ: ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଇ ସଂଜୀବନୀରେ ସୁବିଧା I ସେହିମାନେ ଡେ଼ଲି ମେଡ଼ିସିନ ଫାସିଲିଟି ସୁବିଧା ପାଉଛନ୍ତି I ବାଳକାଟୀ ଅନ୍ତର୍ଗତ ୨୦ ଟି ଉପକେନ୍ଦ୍ର ରେ CHO ରହିଛନ୍ତି ଲୋକଙ୍କୁ ସେବା ଯୋଗେଇଦେଉଛନ୍ତି I ଡାଇଗନୋଶ ସେମାନେ ଯଦି ଚି଼ହ୍ନଟ କରିପାରୁନାଁହାନ୍ତି ତେବେ ଡେଲି ମେଡ଼ିସିନ ଫାସିଲିଟ ସୁବିଧା ଯୋଗାଇ ଦେଇପାରିବେ | କମ୍ପୁଟର, ଇୟର ଫୋନ ମାଧ୍ୟମରେ ଲୋକଙ୍କ ଠାରୁ ରୋଗ ଜାଣି କମ୍ପୁଟର ଜରିଆରେ ଡ଼କ୍ଟର ତନ୍ମୟ ତ୍ରିପାଠୀ ଙ୍କ ପାଖକୁ… Continue reading ବାଳକାଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଇ ସଂଜୀବନୀ ସୁବିଧା

ବିଜେପିର ପ୍ରାର୍ଥୀ ତାଲିକା ଜାରି

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା ଜାରି: – ରାଉରକେଲାରୁ ପ୍ରାର୍ଥୀ ହେଲେ ଦିଲ୍ଲୀପ ରାୟ, ପାଟଣା- ଅଖିଲ ଚନ୍ଦ୍ର ନାୟକ, ସାରସକଣା- ଭାଦବ ହାଁସଦା, ରାଇରଙ୍ଗପୁର- ଜୋଲେନ ବରଦା, ବାଙ୍ଗିରିପୋଷି- ସଞ୍ଜଳୀ ମୁର୍ମୁ, କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ, ଝରିଗାଁ- ନରସିଂହ ଭତ୍ରା, ଡାବୁଗାଁ- ସୋମନାଥ ପୂଜାରୀ, ରାଜନଗର- ଲଳିତ ବେହେରା, ବାଲିକୁଦା-ଏରସମାରୁ ପ୍ରାର୍ଥୀ ହେଲେ ସତ୍ୟସାରଥି ମହାନ୍ତି, ଜଗତସିଂହପୁର- ଅମରେନ୍ଦ୍ର ଦାଶ, କାକଟପୁର- ବାଇଧର ମଲ୍ଲିକ, ରଣପୁର- ସୁରମା ପାଢ଼ୀ, ସାନଖେମୁଣ୍ଡି- ଉତ୍ତମ କୁମାର ପାଣିଗ୍ରାହୀ, ମୋହନା-… Continue reading ବିଜେପିର ପ୍ରାର୍ଥୀ ତାଲିକା ଜାରି

ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ସାମ୍ବାଦିକ ଜଗତର ଗୁରୁ ଦ୍ରୋଣାଚାର୍ଯ୍ୟ: ପ୍ରଦ୍ୟୁମ୍ନ ଶତପଥୀ

ବାଙ୍କୀ: ଓଡ଼ିଶାର ବରପୁତ୍ର ସମ୍ବଲପୁର ହିତୈଷିଣୀ, ପ୍ରଜା ବନ୍ଧୁ, ଗଞ୍ଜାମ ଗୁଣ ଦର୍ପଣ ଉତ୍କଳ ଦୀପିକା ଆଦି ପତ୍ରିକାର ସମ୍ପାଦକ ମହାନ୍ ସାରସ୍ଵତ ସାଧକ ସଂସ୍କାରକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ଜନ୍ମ ମାଟି ବାଙ୍କୀ ଵୈଦେଶ୍ବର ଗ୍ରାମକୁ ବିଶିଷ୍ଟ ବୁଦ୍ଧିଜୀବୀ ମାନେ ପରିଦର୍ଶନ କରି ଉକ୍ତ ମାଟିର ଗୌରବ ମୟ ଇତିହାସ ର ସ୍ମୃତି ଚାରଣ କରିଥିଲେ। ବାଙ୍କୀ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ସଭାପତି ସୁନୀଲ ମିଶ୍ରଙ୍କ ଦ୍ଵାରା ଆୟୋଜିତ ଉକ୍ତ… Continue reading ନୀଳମଣି ବିଦ୍ୟାରତ୍ନ ଥିଲେ ଓଡ଼ିଆ ସାମ୍ବାଦିକ ଜଗତର ଗୁରୁ ଦ୍ରୋଣାଚାର୍ଯ୍ୟ: ପ୍ରଦ୍ୟୁମ୍ନ ଶତପଥୀ

ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗୀର: ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘ ତରଫରୁ ସ୍ଥାନୀୟ ପି.ପି. ଏକାଡେମୀ ହାଇସ୍କୁଲ ଅଡିଟରିୟମ ହଲରେ ଜିଲ୍ଲାସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ତଥା କୋଚ ଅସୀମ କୁମାର ଭୋଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ରୂପେ ସିଆରପିଏଫ୍ ୧୮୯ ବେଟାଲିୟାନ କମାଣ୍ଡେଣ୍ଟ ପ୍ରଶାନ୍ତ ସାହୁ, ସମ୍ମାନୀୟ ଅତିଥି କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଗଣେଶ ପ୍ରଧାନ, ଓଡିଶା ଟାଇକଣ୍ଡୋ ସଂଘର ସାଧାରଣ ସଂପାଦକ ମନମୋହନ… Continue reading ତୃତୀୟ ଜିଲ୍ଲା ସ୍ତରୀୟ ଟାଇକଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ

ଭାଜପାରେ କାରଖାନା ଭାଉଜ

ଭୁବନେଶ୍ୱର: ସୋମବାର ଭୁବନେଶ୍ୱରରେ କାର୍‌ରେ ଖାଦ୍ୟ ବିକି ଚର୍ଚ୍ଚାକୁ ଆସିଥିବା ଦୁଇ ଯା’ ନେହା ଏବଂ ରଶ୍ମିତା ପାଣିଗ୍ରାହୀ ଭାଜପାରେ ଯୋଗ ଦେଇଛନ୍ତି। ଭାଜପାର ମିଶ୍ରଣ ପର୍ବରେ ଏହି ଦୁଇ ଯା’ ଭାଜପାର ସଦସ୍ୟତା ଭାଜପାରେ ଯୋଗ ଦେଇଛନ୍ତି। ମିଶ୍ରଣ ପର୍ବରେ ଭାଜପା ଏମ୍‌ପି ବସନ୍ତ ପଣ୍ଡା, ବରିଷ୍ଠ ନେତା ସମୀର ଦାସ, ପୁରୀ ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି ଦୁଇ ଯା’ କାର୍ ଖାନା ନାମରେ ଏକ କାର ରେ… Continue reading ଭାଜପାରେ କାରଖାନା ଭାଉଜ

କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା:

ଭୁବନେଶର: କଂଗ୍ରେସ ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଆଜି ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରିଛି କଂଗ୍ରେସ। କଂଗ୍ରେସର ପ୍ରାର୍ଥୀ ତାଲିକା- ଅତାବିରା- ଅଭିଷେକ ସେଠ୍‌, ତଳସରା- ଦେବେନ୍ଦ୍ର ଭିଟାରିଆ, କୁଚିଣ୍ଡା- କେଦାରନାଥ ବରିହା, ରେଙ୍ଗାଲି- ଦିଲୀପ ଦୁରିଆ, ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲ-… Continue reading କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା:

You cannot copy content of this page