ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

ଭୁବନେଶର: ବିଜେଡିରୁ ଆଜି ଇସ୍ତଫା ଦେଇଛନ୍ତି ଚିତ୍ତରଞ୍ଜନ ମଣ୍ଡଳ। ସେ ରାଜ୍ୟ ସମ୍ପାଦକ ସହିତ କଳାହାଣ୍ଡି ଜିଲ୍ଲା ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଦଳର ସଭାପତି ଥିଲେ। ଦଳର ସମସ୍ତ ପଦବୀ ସହିତ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଚିତ୍ତରଞ୍ଜନ ମଣ୍ଡଳ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଚିତ୍ତରଞ୍ଜନ ମଣ୍ଡଳ ନର୍ଲା ବିଧାନସଭା ଆସନରୁ ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଇଚ୍ଛା କରିଥିଲେ। ଏକଥା ସେ ତାଙ୍କ ଇସ୍ତଫାପତ୍ରରେ ମଧ୍ୟ… Continue reading ବିଜେଡି ଛାଡ଼ିଲେ ରାଜ୍ୟ ସମ୍ପାଦକ ଚିତ୍ତରଞ୍ଜନ ମଣ୍ଡଳ

କଲରଙ୍ଗି ଟାଟା ମାଇନସ୍ ର ତାରିଣୀ ମାର୍କେଟ ବାଣିଜ୍ୟ ସଂଘ ପକ୍ଷରୁ ପାଳିତ ହେଲା ପଣା ସଂକ୍ରାନ୍ତି

କାଳିଆପାଣି: ସାରା ରାଜ୍ୟରେ ଧୂମଧାମରେ ନବବର୍ଷ ଏବଂ ପଣାସଂକ୍ରାନ୍ତି ପାଳନ କରାଯିବା ସହ ମହାବୀରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଯାଜପୁର ଜିଲ୍ଲା କଲରଙ୍ଗି ଟାଟା ମାଇନସ୍ ର ତାରିଣୀ ମାର୍କେଟ ବାଣିଜ୍ୟ ସଂଘ ପକ୍ଷରୁ ଆନନ୍ଦ ଉଦ୍ଦିପନାର ସହ ପାଳନ କରାଯାଇଛି ଏହି ଓଡ଼ିଆ ନବବର୍ଷ ଓ ପଣାସଂକ୍ରାନ୍ତି ଉସôବ । ଏଠାରେ ଥିବା ମା’ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା କରାଯିବା ସହ ଭଜନ କାର୍ଯ୍ୟକ୍ରମ ମଧ୍ୟ କରାଯାଇଥିବା ଦେଖିବାକୁ ମିଳିଥିଲା… Continue reading କଲରଙ୍ଗି ଟାଟା ମାଇନସ୍ ର ତାରିଣୀ ମାର୍କେଟ ବାଣିଜ୍ୟ ସଂଘ ପକ୍ଷରୁ ପାଳିତ ହେଲା ପଣା ସଂକ୍ରାନ୍ତି

ମା’ ଚର୍ଚ୍ଚିକା ପୀଠରେ ପାଳିତ ହେଲା ନବବର୍ଷ ଓ ପଣା ସଂକ୍ରାନ୍ତି

ଭୁବନ: ସାରା ରାଜ୍ୟରେ ଧୂମଧାମରେ ନବବର୍ଷ ଏବଂ ପଣାସଂକ୍ରାନ୍ତି ପାଳନ କରାଯିବା ସହ ମହାବୀରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଗାଁ ଠାରୁ ସହର ଯାଏ ଦେଖିବାକୁ ମିଳିଥିଲା ଏହି ପର୍ବ ପାଳନର ମାହୋଲ । ହନୁମାନଙ୍କ ପୂଜାର୍ଚ୍ଚନା ସହ ପଣା ବଂଟନ କରାଯାଉଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଭୁବନ ବ୍ଲକ୍ ଓଡ଼ିଶ ଗ୍ରାମପଂଚାୟତର ପ୍ରତ୍ୟକ୍ଷ ଦେବୀ ମା’ ଚର୍ଚ୍ଚିକା ପୀଠରେ ମଧ୍ୟ ପୂଜାର୍ଚ୍ଚନା ସହ ପଣା ବଂଟନ କରାଯାଇଥିବା ଦେଖିବାକୁ ମିଳିଛି ।… Continue reading ମା’ ଚର୍ଚ୍ଚିକା ପୀଠରେ ପାଳିତ ହେଲା ନବବର୍ଷ ଓ ପଣା ସଂକ୍ରାନ୍ତି

ରାଜ୍ୟକୁ ପୁଣି ଫେରିଲା ତାତି

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନର ତାପମାତ୍ରା ପୁଣି ବଢ଼ିଯାଇଛି। ରବିବାର ସାଢ଼େ ୧୧ଟା ସୁଦ୍ଧା ୫ ସହରର ତାପମାତ୍ରା ୩୫ ଡିଗ୍ରୀ ଟପିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ୩୭.୪ ଡିଗ୍ରୀ ତାପମାତ୍ରା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂତ୍ରରୁ ପ୍ରକାଶ। ଚାନ୍ଦବାଲିରେ ୩୭ ଡିଗ୍ରୀ, ଝାରସୁଗୁଡ଼ାରେ ୩୬.୬ ଡିଗ୍ରୀ, ବାଲେଶ୍ୱରରେ ୩୫.୮ ଡିଗ୍ରୀ, ରାଉରକେଲାରେ ୩୫.୪ ଡିଗ୍ରୀ ଥିବା ବେଳେ ପାରାଦୀପରେ ତାପମାତ୍ରା ୩୫.୧ ଡିଗ୍ରୀ , କେନ୍ଦୁଝର ଓ ସମ୍ବଲପୁରର ତାପମାତ୍ରା ୩୪.୬ ଡିଗ୍ରୀ ଥିବା… Continue reading ରାଜ୍ୟକୁ ପୁଣି ଫେରିଲା ତାତି

+୨ ଦ୍ୱିତୀୟ ବର୍ଷରୁ ଉଠିବ ଫର୍ମପୂରଣ ବ୍ୟବସ୍ଥା; ରିଆଡମିସନ ସମୟରେ ଆଦାୟ ହେବ ପରୀକ୍ଷା ଫି’

+୨ ଦ୍ୱିତୀୟ ବର୍ଷ ତଥା ଦ୍ୱାଦଶ ଶ୍ରେଣୀରୁ ଫର୍ମ ପୂରଣ ପ୍ରକ୍ରିୟାକୁ ବାଦ୍ ଦିଆଯିବ । ଏନେଇ +୨ ପରିଷଦ ଏବଂ ଗଣଶିକ୍ଷା ବିଭାଗ ପକ୍ଷରୁ ଖୁଶୀଘ୍ର ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ସାଧାରଣତଃ +୨ ଦ୍ୱିତୀୟ ବର୍ଷ ପାଠପଢ଼ା ରଜ ପରେ ଅର୍ଥାତ ଜୁନ ୧୭ରୁ ଆରମ୍ଭ ହୋଇଥାଏ । ମାର୍ଚ୍ଚରେ +୨ ପରୀକ୍ଷା କରାଯାଉଥିବା ବେଳେ ପରୀକ୍ଷା ଲାଗି ଫର୍ମ ପୂରଣ ପ୍ରକ୍ରିୟା ନଭେମ୍ବର… Continue reading +୨ ଦ୍ୱିତୀୟ ବର୍ଷରୁ ଉଠିବ ଫର୍ମପୂରଣ ବ୍ୟବସ୍ଥା; ରିଆଡମିସନ ସମୟରେ ଆଦାୟ ହେବ ପରୀକ୍ଷା ଫି’

ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ୱ ଦିବସ ଅନୁଷ୍ଠିତ

ବାଳକାଟୀ: ବାଳକାଟୀ ମେଡିକାଲର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ୱ ଦିବସକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଏବଂ ବାଳକାଟୀ ବ୍ଲକର ସମସ୍ତ ଗର୍ଭବତୀ ମହିଳାଙ୍କ ଉପସ୍ଥିତିରେ ଏହି ଦିବସଟିକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ଉକ୍ତ ଦିବସ ଅବସରରେ ଉପସ୍ଥିତ ସ୍ୱାସ୍ଥ୍ୟକର୍ମୀ ଏବଂ ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀ କହିଥିଲେ ଯେ, କିପରି ଗର୍ଭବତୀ ମହିଳା ଏବଂ ପିଲା ଜନ୍ମ କରିସାରିଥିବା ମହିଳା ଶିଶୁର ତଥା ନିଜ… Continue reading ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରାଷ୍ଟ୍ରୀୟ ସୁରକ୍ଷିତ ମାତୃତ୍ୱ ଦିବସ ଅନୁଷ୍ଠିତ

ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱ ହୋମିଓପାଥିକ ଦିବସ ତଥା ଏହାର ଜନକ ଡା ସାମୁଏଲ ହାନିମାନଙ୍କ ୨୭୦ତମ ଜୟନ୍ତୀ ଅବସରରେ ସ୍ଥାନୀୟ ୟୁନିଟ ୩ ସ୍ଥିତ ଡ଼ ଅଭିନ୍ନଚନ୍ଦ୍ର ଭେଷଜ ମହାବିଦ୍ୟାଳୟରେ ଏକ ରକ୍ତଦାନ ଶିବିର ଛାତ୍ରସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଥିଲା I ରକ୍ତଦାନର ଆବଶ୍ୟକତା, ଅଭାବ ତଥା ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଗୁରୁତ୍ୱକୁ ବୁଝି ଅଧ୍ୟକ୍ଷ ଡ଼ ଜ୍ଞାନରଞ୍ଜନ ମହାନ୍ତି, ଉପଦେଷ୍ଟା ପୁଷ୍ପାଞ୍ଜଳି ପାତ୍ର ପ୍ରମୁଖଙ୍କ ସହାୟତାରେ ଉକ୍ତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା ଯୁବ ସାମ୍ବାଦିକ ତଥା… Continue reading ବିଶ୍ୱ ହୋମିଓପାଥିକ ଦିବସ ଅବସରରେ ରକ୍ତଦାନ ଶିବିର

ସେଂଟ୍ ଜୋଶେଫ୍ ବିଦ୍ୟାଳୟର ଛାତ୍ରୀ ଆଦ୍ୟାଙ୍କୁ ଗୋଲ୍ଡ ମେଡାଲ

oplus_34

ଭୁବନେଶ୍ୱର: ସେଂଟ୍ ଜୋଶେଫ ବିଦ୍ୟାଳୟର ଦ୍ୱିତୀୟ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରୀ ଆଦ୍ୟା ତ୍ରିପାଠୀଙ୍କୁ ଗଣିତ ଅଲମ୍ପିଆଡ୍ ରେ ଗୋଲ୍ଡ୍ ମେଡାଲ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଏହାପୂର୍ବରୁ ସେ ଖେଳ ଓ ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗ ନେଇ ବହୁ ପୁରସ୍କାର ପାଇଛନ୍ତି । ଏହି ସଫଳତା ପଛରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ନିଜ ପିତାମାତାଙ୍କ ଅବଦାନ ରହିଛି ବୋଲି ପ୍ରକାଶ କରିଛନ୍ତି ।

ବିଜେଡିରେ ଲେଖାଶ୍ରୀ ସାମନ୍ତସିଂହାର

ଭୁବନେଶ୍ୱର: ଆଜି ବିଜେପିରୁ ଇସ୍ତଫା ଦେଇ ବିଜେଡିରେ ଯୋଗ ଦେଇଛନ୍ତି ଲେଖାଶ୍ରୀ ସାମନ୍ତସିଂହାର । ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ସସ୍ମିତ ପାତ୍ର ଏବଂ ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନାଙ୍କ ଉପସ୍ଥିତିରେ ଲେଖାଶ୍ରୀ ବିଜେଡିରେ ଯୋଗ ଦେଇଥିଲେ। ବିଜେଡିରେ ଯୋଗ ଦେବା ପରେ ଲେଖାଶ୍ରୀ କହିଥିଲେ, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମୋର ଯେଉଁ ବୃହତ୍ତ ଇଚ୍ଛା ଥିଲା, ତାହା ୧୦ ବର୍ଷ ପରେ ମଧ୍ୟ ଭାରତୀୟ ଜନତା… Continue reading ବିଜେଡିରେ ଲେଖାଶ୍ରୀ ସାମନ୍ତସିଂହାର

ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

ଆସନ୍ତାକାଲି ଦୃଶ୍ୟମାନ ହେବାକୁ ଯାଉଛି ବିରଳ ମହାଜାଗତିକ ଦୃଶ୍ୟ। ଦିନରେ ଆକାଶରେ ସୂର୍ୟ୍ୟ ଥାଇ ମଧ୍ୟ ଅନ୍ଧକାର ରହିବ I ଏଥିପାଇଁ ରାତି ପରି ହେବାର ଭ୍ରମ ସୃଷ୍ଟି ହେବା ସମ୍ଭାବନା ରହିଛି । ବୈଜ୍ଞାନିକଙ୍କ କହିବା ଅନୁସାରେ, ଆସନ୍ତାକାଲି ହେବାକୁ ଯାଉଥିବା ପୂର୍ଣ୍ଣ ସୂର୍ୟ୍ୟପରାଗ ଖୁବ୍ ବିରଳ। କାରଣ ଆମେରିକାରେ ଆଗାମୀ ୨୦ ବର୍ଷ ଅର୍ଥାତ୍ ୨୦୪୪ ମସିହା ପର୍ୟ୍ୟନ୍ତ ଏପରି ବିରଳ ସୂର୍ୟ୍ୟପରାଗ ଦୃଶ୍ୟମାନ ହେବାର ନାହିଁ। ଆମେରିକା ସମେତ ବିଶ୍ୱର ଅନେକ ରାଷ୍ଟ୍ରରେ… Continue reading ଆସନ୍ତାକାଲି ପୂର୍ଣ୍ଣ ସୂର୍ୟ୍ୟପରାଗ, ଦିନରେ ବ ଅନ୍ଧକାର

You cannot copy content of this page