ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ବାଳକାଟୀ: ଆଜି ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ବାଳକାଟୀ ମେଡିକାଲର ମୁଖ୍ୟ ଡାକ୍ତର ତନ୍ମୟ ତ୍ରିପାଠୀଙ୍କ ତତ୍ୱାବଧାନରେ ଏହି ସ୍ୱାସ୍ଥ୍ୟ ଦିବସକୁ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କ ଉପସ୍ଥିତିରେ ଏହି ଦିବସଟିକୁ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଉପସ୍ଥିତ ଅତିଥି ତଥା ସ୍ୱାସ୍ଥ୍ୟକର୍ମୀମାନେ ଲୋକମାନେ କିପରି ନିଜର ସ୍ୱାସ୍ଥ୍ୟର ଯନô ନେବେ ଏବଂ ସରକାରୀ ଡାକ୍ତରଖାନାରେ କଣ କଣ ସୁବିଧା ସୁଯୋଗ ମିଳିପାରିବ ଏବଂ ଲୋକମାନେ… Continue reading ବାଳକାଟୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ

ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା

ଖୋର୍ଦ୍ଧା: ଆଗାମୀ ନମାମିମନ୍ଦାକିନୀ ମହୋତ୍ସବ ପୂର୍ବରୁ ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା ସହ ଉତ୍କଳର ଭାଷା, ସାହିତ୍ୟ, ସଂସ୍କୃତି, ଲୋକଗୀତ, ପରମ୍ପରା ସହିତ ପାଇକ ସାମରିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ୟ୍ୟକ୍ରମରେ ଅଭିଯାନର ସଭାପତି, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥି ମତବ୍ୟକ୍ତ କରି କହିଥିଲେ ଯେ ଉତ୍କଳର ବିଲୁପ୍ତପ୍ରାୟ ଲୋକଗୀତ, ଲୋକନାଟକ, ଲୋକଢଗ, ଲୋକବୋଲି ବାଣୀର ମହତ୍ତ୍ୱ ଯୁଗେ ଯୁଗେ ରହିଆସିଛି ଓ ଏହାକୁ ପୁନଃରୁଦ୍ଧାର କରିବା ସହ ସମାଜରେ ଏକ ସକାରାତ୍ମକ ପ୍ରଭାବ ଯେପରି… Continue reading ରାଜ୍ୟସ୍ତରୀୟ ପଶାଖେଳ ପ୍ରତିଯୋଗିତା

ଅଂଶୁଘାତ ଆଶଙ୍କା, ଆମେ ପ୍ରସ୍ତୁତ କହିଲେ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟରେ ସକାଳୁ ସକାଳୁ ତତଲା ପବନ ଯୋଗୁ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଛି। ଏପରି ସ୍ଥିତିରେ ରାଜ୍ୟରେ ବଢିଛି ଅଂଶୁଘାତ ଆଶଙ୍କା। ତେବେ ଏହାର ମୁକାବିଲା ନିମନ୍ତେ ସରକାର ପ୍ରସ୍ତୁତ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଅଂଶୁଘାତଜନିତ ଚିକିତ୍ସା ପାଇଁ ପ୍ରତି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୬ଟି, ସିଏଚସିରେ ୨ଟି ଏବଂ ପିଏଚସିରେ ଗୋଟିଏ ଲେଖାଏଁ ବେଡର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେଠାରେ କୁଲର ବା ଏସି ରହିବ… Continue reading ଅଂଶୁଘାତ ଆଶଙ୍କା, ଆମେ ପ୍ରସ୍ତୁତ କହିଲେ

ଓଡ଼ିଶ ଗ୍ରାମରେ ଶ୍ରୀରାମଙ୍କ ମନ୍ଦିରର ଗର୍ଭଗୃହ ରତ୍ନ ମୁଦିଉତ୍ସବ ଅନୁଷ୍ଠିତ

ଭୁବନ: ଭୁବନ ବ୍ଳକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମରେ ପ୍ରତ୍ୟକ୍ଷ ମା’ ଚର୍ଚ୍ଚିକା ପୀଠ ଠାରେ ନୂତନ ଭାବେ ନିର୍ମାଣ କରାଯାଉଥିବା ଭଗବାନ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ଗର୍ଭଗୃହ ରତ୍ନ ମୁଦିଉତ୍ସବ ଖୁବ୍ ଆନ୍ଦନ ଓ ଉଲ୍ଲାସର ସହ ସମାପନ କରାଯାଇଥିବା ଦେଖିବାକୁ ମିଳିଛି । ଏହି ମନ୍ଦିର ନିର୍ମାଣ ତଥା ଗର୍ଭଗୃହ ରତ୍ନ ମୁଦି ଉତ୍ସବକୁ ପ୍ରତିଷ୍ଠାତା ମିଲନ ମହାନ୍ତିଙ୍କ ପୌରହିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ଉସôବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଂଚଳର ବିଧାୟକ… Continue reading ଓଡ଼ିଶ ଗ୍ରାମରେ ଶ୍ରୀରାମଙ୍କ ମନ୍ଦିରର ଗର୍ଭଗୃହ ରତ୍ନ ମୁଦିଉତ୍ସବ ଅନୁଷ୍ଠିତ

ଲୋକର୍ପିତ ହେଲା ୱେବ ପୋର୍ଟାଲ ଏଭିନିୟୁଜ୨୪.ଇନ

ଭୁବନେଶ୍ୱର: ସ୍ଥାନୀୟ ପୁରୁଣା ଭୁବନେଶ୍ୱରସ୍ଥିତ ଡାକବଙ୍ଗଳା ଛକ କାର୍ଯ୍ୟାଳୟରେ ୱେବ୍ ପୋର୍ଟାଲ ଗଣମାଧ୍ୟମ ଏଭି ନିୟୁଜ୨୪.ଇନ ଲୋକାର୍ପିତ ହୋଇଯାଇଛି । ଏହି ଲୋକର୍ପିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସୁଜ୍ଞାନ ଚୌଧୁରୀ ଉପସ୍ଥିତ ରହିଥିବାବେଳେ ସମ୍ମାନିତ ଅତିଥି ଭାବେ ସାରଦା ପ୍ରସାଦ କର, ସାମାଜିକ କର୍ମୀ ପଦ୍ମ ଚରଣ ମହାପାତ୍ରଙ୍କ ସହ ଅନ୍ୟ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ରହିବ ସହିତ ସତ୍ୟ, ନିରପେକ୍ଷ ଖବର ସହ ସମ୍ବିଧାନକୁ ପାଳନ ପୂର୍ବକ କାର୍ଯ୍ୟ କରିବାକୁ ମତବ୍ୟକ୍ତ… Continue reading ଲୋକର୍ପିତ ହେଲା ୱେବ ପୋର୍ଟାଲ ଏଭିନିୟୁଜ୨୪.ଇନ

ବିଶ୍ୱ ମୂଷିକ ଦିବସ

Article: ଅଗ୍ରପୂଜ୍ୟ, ବିଦ୍ୟାବୃଦ୍ଧିର ଦେବତା ଶ୍ରୀ ଗଣେଶଙ୍କୁ ପ୍ରତ୍ୟେକ ଶୁଭକାର୍ଯ୍ୟରେ ସମସ୍ତେ ପୂଜା କରିଥାନ୍ତି ଏବଂ ତତ୍ସହିତ ତାଙ୍କ ନିକଟରେ ଥିବା ତାଙ୍କର ବାହନ ମୂଷା ମଧ୍ୟ ପୂଜାପାଏ । ମୂଷିକ ବା ମୂଷାଟି ଅତ୍ୟନ୍ତ ବୁଦ୍ଧିମାନ ପ୍ରାଣୀଟିଏ । ପ୍ରତିବର୍ଷ ଏପ୍ରିଲ୍ ମାସ ୪ ତାରିଖକୁ ବିଶ୍ୱ ମୂଷିକ ଦିବସ ରୂପରେ ନାମିତ କରାଯାଇଛି । କୌତୁକିଆ ପ୍ରାୟତଃ ଧଳା, କଳା, ଧୂଷୁରିଆ ରଙ୍ଗର ମୂଷାଦେଖିବାକୁ ମିଳନ୍ତି । କେତେକ ଏହାକୁ ଖୁବ୍ ଆଦର ଯନôରେ… Continue reading ବିଶ୍ୱ ମୂଷିକ ଦିବସ

ଦିଲ୍ଲୀରେ ବାଘ ଆତଙ୍କ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀ ୱାଜିରାବାଦର ଏକ ଗାଁରେ ଚିତାବାଘ ଆକ୍ରମଣରେ ଅତି କମରେ ପାଞ୍ଚ ଜଣ ଲୋକ ଆହତ ହୋଇଛନ୍ତି। ବାଘଟି ଛାତରୁ ଛାତ ଡେଇଁ ଏକାଧିକ ଲୋକଙ୍କୁ ଆକ୍ରମଣ କରିଛି। ଆକ୍ରମଣରେ ପାଞ୍ଚ ଜଣ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଘ ଛାତକୁ ଛାତ ଡେଉଁଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି। ଆଜି ସକାଳେ ଜଗତପୁର ଅଞ୍ଚଳରେ ଚିତାବାଘ ବୁଲୁଥିବାର ଖବର ପାଇ ବନ କର୍ମଚାରୀ ଏବଂ ଅଗ୍ନିଶମବାହିନୀ ଘଟଣାସ୍ଥଳରେ… Continue reading ଦିଲ୍ଲୀରେ ବାଘ ଆତଙ୍କ

ବିଜେଡିରେ ଭୃଗୁ ବକ୍ସିପାତ୍ର

ଭୁବନେଶ୍ଵର: ଆଜି ସକାଳେ ଭୃଗୁ ବିଜେପିରୁ ଇସ୍ତଫା ଦେଇ ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି। ୨୦୧୯ ନିର୍ବାଚନରେ ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ଲଢିଥିଲେ ଭୃଗୁ। ବିଜେପିରୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ହୋଇ ପରାସ୍ତ ହୋଇଥିଲେ। ଭୃଗୁଙ୍କୁ ବିଜେଡି ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କୁ ବିଜେଡି ନିଜର ନିର୍ବାଚନୀ ଇସ୍ତାହାର କମିଟି ଅଧ୍ୟକ୍ଷ ଦାୟିତ୍ୱ ନ୍ୟସ୍ତ କରିଛି।… Continue reading ବିଜେଡିରେ ଭୃଗୁ ବକ୍ସିପାତ୍ର

ବିଜେଡିରେ ମିଶିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଭୁବନେଶ୍ଵର: ବିଜେଡି ଶଙ୍ଖ ଭବନରେ ମିଶ୍ରଣ ପର୍ବରେ ଆଜି ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା ବିଜେଡିରେ ମିଶିଛନ୍ତି । ମାର୍ଚ୍ଚ ୨୯ ତାରିଖରେ ବିଜେପିରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ପ୍ରକାଶ ବେହେରା । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିଲେ ପ୍ରକାଶ। ସେ ସେହି ବର୍ଷ ବିଜେପି ଟିକେଟରେ ସାଲେପୁର ବିଧାନସଭା ଆସନରୁ ନିର୍ବାଚନ ଲଢ଼ି ବିଜେଡି ପ୍ରାର୍ଥୀ ପ୍ରଶାନ୍ତ ବେହେରାଙ୍କ ଠାରୁ ହାରି ଯାଇଥିଲେ। ୨୦୧୪ରେ ପ୍ରକାଶ ଏହି ଆସନରୁ… Continue reading ବିଜେଡିରେ ମିଶିଲେ ସାଲେପୁରର ପୂର୍ବତନ ବିଧାୟକ ପ୍ରକାଶ ବେହେରା

ଆଶ୍ପାୟର୍ ଚାରିଟବଲ୍ ଟ୍ରସ୍ଟ ଓ ଆଶ୍ପାୟର୍ ହସ୍ପିଟାଲ୍ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

ଭୁବନେଶ୍ଵର: ଆସ୍କାୟାର ଚାରିଟେବୁଲ ଟ୍ରଷ୍ଟ, ଆସ୍ପାୟାର ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ ଭୁବନେଶ୍ଵର ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନର ସହଯୋଗରେ ପୁରୀଠାରେ ଏକବିଶାଳସ୍ଵାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା I ୩୧ ତାରିଖ ଦିନ ଆୟୋଜିତ ଏହି ସ୍ଵାସ୍ଥ୍ୟଶିବିରରେ ଶ୍ରୀମନ୍ଦିର ସେବାୟତ, କର୍ମଚାରୀ ଓ ସେମାନଙ୍କରପରିବାର ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହିତମାଗଣା ଔଷଧ ଦିଆଯାଇଥିଲା । ଏହି ସ୍ଵାସ୍ଥ୍ୟ ଶିବିରରେ ହସ୍ପିଟାଲର ଅଭିଜ୍ଞ ଡାକ୍ତରମାନେ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଏଥିପାଇଁ ଓଡ଼ିଶା ଏବଂ ଓଡ଼ିଶା ବାହାରେ ମଧ୍ୟ ଅନେକ… Continue reading ଆଶ୍ପାୟର୍ ଚାରିଟବଲ୍ ଟ୍ରସ୍ଟ ଓ ଆଶ୍ପାୟର୍ ହସ୍ପିଟାଲ୍ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ସ୍ୱାସ୍ଥ୍ୟ ଶିବିର

You cannot copy content of this page