ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ବଲାଙ୍ଗିର: ସ୍ୱତନ୍ତ୍ର ବାର୍ତ୍ତା ବ୍ୟୁରୋ, ବଲାଙ୍ଗିର ମେ ୩ ତାରିଖ କୁ ସାରା ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ରୂପେ ପାଳନ କରିଆସୁଛି।ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏସ ୟୁ ଯେ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ଏହି ଦିବସ ପାଳନ କରାଯାଇଛି।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଟ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ଯୋଗଦେଇ ଗଣମାଧ୍ୟମ କେତେ ସ୍ଵାଧୀନ ସେ ବିଷୟରେ ଅନେକ ଦୃଷ୍ଟାନ୍ତ ଦେଇ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ।ସେ କହିଥିଲେ ସାମ୍ବାଦିକତା… Continue reading ବଲାଙ୍ଗିରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ

ଭାରତର କୌଣସି ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ବିରୁଦ୍ଧରେ କଠୋର ନିଷ୍ପତ୍ତି ନେଇଛନ୍ତି। ଭାରତୀୟ ସେନା, ଭାରତୀୟ ବାୟୁସେନା ଏବଂ ଭାରତୀୟ ନୌସେନା ହାଇ ଆଲର୍ଟ ମୋଡ୍‌ରେ ଅଛନ୍ତି।ଭାରତୀୟ ନୌସେନା ଆରବ ସାଗରରେ ସତର୍କ ରହିଛି ଏବଂ ଯୁଦ୍ଧାଭ୍ୟାସ କରୁଛି। ଭାରତୀୟ ନୌସେନା ଶନିବାର ପାକିସ୍ତାନ ପାଇଁ ନିଜର ସାମୁଦ୍ରିକ କ୍ଷେତ୍ର ବନ୍ଦ କରିବା ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି।ନିର୍ଦ୍ଦେଶ ଅନୁସାରେ, ପାକିସ୍ତାନୀ ପତାକା ଉଡ଼ାଉଥିବା କୌଣସି ଜାହାଜକୁ ଭାରତର କୌଣସି ବନ୍ଦରରେ… Continue reading ଭାରତର କୌଣସି ବନ୍ଦରକୁ ଆସିବନି ପାକିସ୍ତାନ ପତାକା ଥିବା ଜାହାଜ

ବ୍ରିଜ୍‌ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ

କଟକ: ନିର୍ମାଣାଧୀନ ବ୍ରିଜ୍‌ରେ ଅଘଟଣ ଘଟିଛି। କଟକର ଖାନ୍‌ ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ ଶ୍ରମିକମାନେ ହେଲେ ସୌମ୍ୟରଂଜନ ବେହରା, ଶିବଶଙ୍କର ପଟ୍ଟନାୟକ ଓ ସୁବାଷ ଭକ୍ତ। ଆହତମାନେ ହେଲେ ଅରୁଣ ବାରିକ ଓ ବିକଳ ଜେନା। ସୂଚନା ଅନୁସାରେ ଖାନନଗରରେ କାଠଯୋଡ଼ିରେ ବ୍ରିଜ୍ କାମ ଜାରି ରହିଛି। ପୂର୍ତ୍ତ… Continue reading ବ୍ରିଜ୍‌ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ

ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ୨୦୨୫ ସ୍ଥାନୀୟ ପ୍ରିନ୍ସ ହୋଟେଲ ପରିସରରେ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ବଡ଼ ଖବର ର ସମ୍ପାଦକ ଅର୍ଧେନ୍ଦୁ ଦାସ, ସାହିତ୍ୟିକ ନୀଳାଦ୍ରି ଭୂଷଣ ମହାପାତ୍ର, ଉତ୍କଳ ବୁଲେଟିନ ସମ୍ପାଦକ ଅରବିନ୍ଦ ତ୍ରିପାଠୀ, ଗଣମାଧ୍ୟମ ସଂଯୋଜକ ବାଳକୃଷ୍ଣ… Continue reading ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ଅନୁଷ୍ଠିତ

କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ

ଭବାନୀପାଟଣା, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି | ଚଳିତ ଏପ୍ରିଲ ୧୮ ଓ ୧୯ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଏହି ପ୍ରତିଯୋଗିତା ରେ ସଫଳ ହୋଇଥିବ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ… Continue reading କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ଛିଲିପା ପଞ୍ଚାୟତ ଅନ୍ତର୍ଗତ ଗୋଡ଼ଭଞ୍ଜା କେନ୍ଦ୍ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଯୁକ୍ତ ସୁରେନ୍ଦ୍ର କୁମାର ପଣ୍ଡାଙ୍କୁ (ଗୁରୁବାର ) ସ୍ଥାନୀୟ ସ୍କୁଲ୍ ପ୍ରାଙ୍ଗଣରେ ଅବସର କାଳୀନ ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏବିଇଓ ଅରୂପା ନନ୍ଦ ଭୋଇ ଯୋଗଦେଇ ଥିବାବେଳେ ମୁଖ୍ୟ ବକ୍ତା ଭାବେ ଏବିଇଓ ତଥା ବିଆରସିସି ଗୋଲାମୁଣ୍ଡା ଲବଣି ନାଏକ, ସମ୍ମାନିତ… Continue reading ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ରାଜ୍ୟସ୍ତରୀୟ ଆଦିଶଙ୍କର ଜୟନ୍ତୀରେ ପ୍ରଦୁ୍ୟମ୍ନ ଶତପଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨.୫ : ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ପକ୍ଷରୁ ରାଜ୍ୟସ୍ତରୀୟ ଭଗବତପାଦ ଆ•ର୍ଯ୍ୟ ଆଦିଶଙ୍କରଙ୍କ ଜୟନ୍ତୀ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠାନର ଅଧ୍ୟକ୍ଷ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପୂର୍ବତନ ପ୍ରଶାସକ ସହଦେବ ଜୟସିଂହ କହିଲେ ଯେ, ଆଜି ମଧ୍ୟ ଭଗବତ ପାଦ ଆଦିଶଙ୍କରଙ୍କ ଜନ୍ମକାଳକୁ ନେଇ ଅନେକଙ୍କ ମନରେ ସନେ୍ଦହ ରହିଛି । ଏ ବିଷୟରେ ବିଶିଷ୍ଟ… Continue reading ରାଜ୍ୟସ୍ତରୀୟ ଆଦିଶଙ୍କର ଜୟନ୍ତୀରେ ପ୍ରଦୁ୍ୟମ୍ନ ଶତପଥୀ ସମ୍ବର୍ଦ୍ଧିତ

ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଶ୍ରମିକ ଦିବସ ପାଳିତ

ବଲାଙ୍ଗିର : ସ୍ଥାନୀୟ ପାୱାର ହାଉସ୍ ଠାରେ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଶ୍ରମିକ ଦିବସ ପାଳନ ହୋଇଯାଇଛି। ଏହି ଅବସରରେ ସଂଘର ଉପ ସଭାପତି ପବିତ୍ର ଖୁଣ୍ଟିଆ ଙ୍କ ନେତୃତ୍ଵରେ ବିଶିଷ୍ଟ ଶ୍ରମିକ ନେତା ତଥା ଶିକ୍ଷାବିତ୍ ମନୋରଞ୍ଜନ ସାହୁ, ଯୁଗ୍ମ ସମ୍ପାଦକ ସମ୍ବିତ କୁମାର ପଣ୍ଡା, ଡିଭିଜନ ସମ୍ପାଦକ ଉଦ୍ଧବ କରଣ, ଅମରେଶ ଚନ୍ଦ୍ର ଦାସ, ସୁଶୀଲ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ଉକ୍ତ ସଭାର ପ୍ରାରମ୍ଭରୁ ପାହଲଗାମ ଠାରେ ହତ୍ଯା କରାଯାଇଥିବା… Continue reading ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘର ଶ୍ରମିକ ଦିବସ ପାଳିତ

ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ମାରାଥନ ସମୀକ୍ଷା

ବଲାଙ୍ଗିର,ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ : ବଲାଙ୍ଗିର ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ସମୀକ୍ଷା କମିଟି ବୈଠକ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହେଇଛି । ଓଡ଼ିଶା ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମାନ୍ୟବର ମନ୍ତ୍ରୀ ତଥା ଲୋଇଶିଙ୍ଘା ବିଧାୟକ ଡ଼ ମୁକେଶ ମହାଲିଙ୍ଗ ଉକ୍ତ ବୈଠକର ସଭାପତିତ୍ଵ କରିବା ସହ ଲୋଇଶିଙ୍ଘା ବିଧାନସଭା ମଣ୍ଡଳର ଉନ୍ନୟନ କାର୍ଯ୍ୟର ତଦାରଖ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହ କରିଥିଲେ । ଏହି ବୈଠକ ରେ… Continue reading ଲୋଇସିଂହା ବିଧାନସଭା ମଣ୍ଡଳସ୍ତରୀୟ ମାରାଥନ ସମୀକ୍ଷା

ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ

ବଲାଙ୍ଗିର,ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ, ବଲାଙ୍ଗିର, ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ କାର୍ୟ୍ୟକଳାପକୁ ବିରୋଧ କରି ବାହାରି ଆସିଲେ ବିଜେଡି, କଂଗ୍ରେସ ସରପଞ୍ଚ ଓ ସମିତିସଭ୍ୟ। ବାହାରେ ହୋହାଲ୍ଲା ଚାଲିଥିବା ବେଳେ ଭିତରେ ନିଜ ସମର୍ଥକଙ୍କୁ ନେଇ ବୈଠକ କରୁଛନ୍ତି ବ୍ଲକ ଅଧକ୍ଷ।ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ଠିକା ଭାଗବଣ୍ଟାକୁ… Continue reading ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ

You cannot copy content of this page