ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଦକ୍ଷିଣ ବନ ଖଣ୍ଡ ଅନ୍ତର୍ଗତ ସାଇସୁରନି ବିଭାଗ ର ଗୁଣପୁର ଗ୍ରାମପଞ୍ଚାୟତ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଥିଲା l କେଫ୍ୟୁ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୁଣପୁର ଗ୍ରାମପଂଚାୟତ ର ସରପଞ୍ଚ ସୁଜାତା ମାଝୀ, କଳାହାଣ୍ଡି ଜିଲ୍ଲା ବନ କର୍ମଚାରୀ ସଂଘ ର ସଭାପତି, ଭବାନୀ ଶଙ୍କର ପରିଛା, ସାଇସୁରନି ବନ ବିଭାଗରର ବନପାଳ ସନ୍ତୋଷ କୁମାର ଦଳପତି, ଗୁଣପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର… Continue reading କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୟାଇଲଡ ଲାଇଫ (କେଫ୍ୟୁ) ପକ୍ଷରୁ ୫୫ତମ ବିଶ୍ୱ ଧରିତ୍ରୀ ଦିବସ ପାଳିତ
କଳାହାଣ୍ଡି ଏଜେନସି ଫର ଏନଭାରମେଣ୍ଟ ଏଣ୍ଡ ୟାଇଲଡ ଲାଇଫ (କେଫ୍ୟୁ) ପକ୍ଷରୁ ୫୫ତମ ବିଶ୍ୱ ଧରିତ୍ରୀ ଦିବସ ପାଳିତ