ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦ କୋଟି: ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପାଖାପାଖି ୧୨୦ କୋଟିରୁ ଅଧିକ ଟଙ୍କାର ଦାୟିତ୍ୱ ଡବଲ ଇଞ୍ଜିନ ସରକାର ନେଇଛନ୍ତି ବୋଲି ଶନିବାର କେନ୍ଦ୍ରୀୟ ବିଦ୍ୟାଳୟ, ଟିଟିଲାଗଡ଼ ଏବଂ ପାଟଣାଗଡ଼ର ଅସ୍ଥାୟୀ କ୍ୟାମ୍ପସର ଉଦଘାଟନ ଏବଂ ସ୍ଥାୟୀ କ୍ୟାମ୍ପସ ପାଇଁ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ଡିସେମ୍ବରରେ ସମଗ୍ର ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ… Continue reading ବଲାଙ୍ଗିର ଜିଲ୍ଲାରେ ଶିକ୍ଷାର ବିକାଶ ପାଇଁ ପ୍ରାୟ ୧୨୦ କୋଟି: ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ

ବଲାଙ୍ଗିର, ବଲାଙ୍ଗିରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିର ବରକାନିରେ ଓଭିଓ ଅଣ୍ଡା ପ୍ରକ୍ରିୟାକରଣ ଫାର୍ମ ଉଦ୍‌ଘାଟନ କଲେ କେନ୍ଦ୍ରମନ୍ତ୍ରୀ I ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବୋଧନ I ବଲାଙ୍ଗିରର ବିକାଶ ହେଲେ ରାଜ୍ୟର ବିକାଶ ହେବ, ସାରା ଦେଶର ବିକାଶ ହେବ I ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି ହେଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ I ବଲାଙ୍ଗିରର ଅଣ୍ଡା ଅନ୍ତର୍ଜାତୀୟ ସ୍ତରରେ ଢେର୍ ଆଦର ଲାଭ କରିଛି I ସବୁ କ୍ଷେତ୍ରର ଖେଳାଳିମାନଙ୍କ ପାଇଁ… Continue reading ବଲାଙ୍ଗିରର ବିକାଶ ସାରା ରାଜ୍ୟ ଓ ଦେଶର ବିକାଶ: ଧର୍ମେନ୍ଦ୍ର ପ୍ରଧାନ

ଓଷ୍ଟା ସଂଘ ତରଫରୁ ମୃତ କର୍ମଚାରୀଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ

ବେତନଟୀ ୧୭/୪: ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ମେର୍ଦା ହାଇସ୍କୁଲ ର ପିଅନ ୰ ତିମିର କୁମାର ଓଝା ଅକାଳ ବିୟୋଗ ଘଟିଥିଲା।ଭାଗ୍ୟର ବିଡମ୍ବନା ଏମିତି କି ଏକବର୍ଷ ତଳେ ତାଙ୍କର ସ୍ତ୍ରୀ ଙ୍କର ମଧ୍ଯ ଅଜଣା ରୋଗରେ ଦେହାନ୍ତ ଘଟିଥିଲା।ଏବେ ତାଙ୍କର ତିନୋଟି ଅନାଥ ପଲାଙ୍କୁ ଛାଡିଦେଲେ ଆଉ କେହି ନାହାନ୍ତି।ଏହି ଅନାଥ ପିଲା ମାନଙ୍କ ଭିତରେ ଦୁଇଟି ଝିଅ ଏବଂ ଗୋଟିଏ ସାନ ପୁଅ ଅଛନ୍ତି।ତାଙ୍କର ପୈତୃକ ଗୃହ ବେତନଟୀ (ସୁଖିଲାହାର)… Continue reading ଓଷ୍ଟା ସଂଘ ତରଫରୁ ମୃତ କର୍ମଚାରୀଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ

ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ

ବେତନଟୀ ୧୯/୪: ବେତନଟୀ ସ୍ଥିତ ବନ୍ଧନ କଲ୍ୟାଣ ମଣ୍ଡପ ରେ ବଡ଼ସାହି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପି ସକ୍ରୀୟ ସଦସ୍ୟ ସମ୍ମିଳନୀ ଆଜି ଅନୁଷ୍ଠିତ ହୋଇଯାଇଛି। ବେତନଟୀ ୩୫ ନମ୍ବର ମଣ୍ଡଳ ସଭାପତି ଜୀବନ ପରିଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବରେ ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ସବନା ମହାନ୍ତି, ସମ୍ମାନୀତ ଅତିଥି ଭାବରେ ଲୋକପ୍ରିୟ ବଡ଼ସାହି… Continue reading ବିଜେପି ସକ୍ରିୟ ସଦସ୍ୟ ସମ୍ମିଳନୀ

ପ୍ରେମ ସମ୍ପର୍କକୁ ନେଇଁ ଧମକ : ନକଲି ବନ୍ଧୁକ ଜବତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଭାନପୁର ପଞ୍ଚାୟତ ଦାନାମାଲ ଗାଁ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ଜଣେ ନାବାଳକକୁ ଖେଲଣା ବନ୍ଧୁକ ଦେଖାଇ ଧମକ ଚମକ ସହ ଟଙ୍କା ଦାବି କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନ ସମୟରେ ଦାନାମାଲ ଗ୍ରାମର ରାମେଶ୍ୱର ପାତ୍ର(୧୬)ଙ୍କୁ ପାଇକମାଲ ଥାନା କେରମେଲାବାହାଲ ଗ୍ରାମର ଅମର ବାଗ(୧୯) ଓ ଖପ୍ରାଖୋଲ ଥାନା ଜଲିଆବାହାଲ ଗ୍ରାମର ବିକାଶ ମହାନନ୍ଦ(୧୯) ଦାନାମାଲ କଲେଜ ନିକଟକୁ ଡାକିଥିଲେ… Continue reading ପ୍ରେମ ସମ୍ପର୍କକୁ ନେଇଁ ଧମକ : ନକଲି ବନ୍ଧୁକ ଜବତ

ଝାରମୁଣ୍ଡାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ବଲାଙ୍ଗିର: ବଲାଙ୍ଗିର ଜିଲା ର ଲୋଇସିଂହା ବ୍ଲକ ଅନ୍ତର୍ଗତ ଝାରମୁଣ୍ଡା ଏଥଲେଟିକ ଏସୋସିଏସନ୍ ପରିସରରେ ମହାନ୍ ଜନନାୟକ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୨୮ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ ସହ ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହିତ ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ପଟ୍ଟନାୟକଙ୍କ ଅବଦାନ ଉପରେ ଏକ ଆଲୋଚନାଚକ୍ର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ… Continue reading ଝାରମୁଣ୍ଡାରେ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳିତ

ସ୍ବାଭିମାନ କ୍ଲବ ତରଫରୁ ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଧର୍ମଗଡ,(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣଛେଣ୍ଡିଆ ଗ୍ରାମ ପଞ୍ଚାୟତ ଅଧିନସ୍ତ ଚିଲଚିଲା ଗ୍ରାମ ଆମ୍ବେଦକର ନଗର ସ୍ୱାଭିମାନ କ୍ଲବ ତରଫରୁ ଭାରତ ରତ୍ନ ଡଃ ବାବାସାହେବ ଅମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପୂର୍ବରୁ ଧର୍ମଗଡ ଗମ୍ଭାରିଗୁଡ଼ା ଠାରେ ଯଶୋଦା ଅନାଥ ଆଶ୍ରମରେ ରହୁ ଥିବା ସମସ୍ତ ଙ୍କୁ ମିଷ୍ଟାନ୍ନ ଓ ଛାତ୍ର ଛାତ୍ରୀ ମାନଙ୍କୁ ଖାତା ଏବଂ କଲମ ପ୍ରଦାନ କରାଯାଇଥିଲା।  ସ୍ୱାଭିମାନ କ୍ଲବ… Continue reading ସ୍ବାଭିମାନ କ୍ଲବ ତରଫରୁ ଡଃ ବାବାସାହେବ ଅମ୍ବେଦକର ଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ପାଳିତ

ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅଧ୍ୟକ୍ଷା

ପରାଜିତ ହେଲେ କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀ କଳାହାଣ୍ଡି,(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୋଧରେ ଆଜି ଅନାସ୍ଥା ଭୋଟ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଯାଇଛି l ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଏବଂ ସମିତି ସଭ୍ୟ ଓ ସରପଞ୍ଚ ମିଶି ୨୨ ଜଣ ମତଦାନ କରିଥିଲେ l ସେମାନଙ୍କ ମଧ୍ୟରୁ ୨୧ ଟି ଭୋଟ ଅନାସ୍ଥା… Continue reading ଅନାସ୍ଥା ଭୋଟିଂରେ ହାରିଲେ କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ୍ ଅଧ୍ୟକ୍ଷା

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ

(କାଳ ବୈଶାଖୀରେ ସେମାନଙ୍କ କାର୍ଯ୍ୟ ଉଚ୍ଚ ପ୍ରଶଂସନୀୟ)ବେତନଟୀ: ବେତନଟୀ ଅଗ୍ନିଶମ ବିଭାଗ ପକ୍ଷରୁ ଏପ୍ରିଲ ୧୪ ରୁ ୨୦ ତାରିଖ ସପ୍ତାହେ ଧରି ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷରେ ଅଗ୍ନିଶମ ବିଭାଗ ପକ୍ଷରୁ ବିଭିନ୍ନ ସ୍କୁଲ, କଲେଜ ଓ ପେଟ୍ରୋଲ ପମ୍ପ ମାନଙ୍କରେ ବିଭିନ୍ନ ଧରଣର ମକଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲେ। ସେହିପରି ବେତନଟୀ ଏମ ପି ସି ହାଇସ୍କୁଲ ପ୍ରଧାନଶିକ୍ଷକ ଅର୍ଜୁନ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବେତନଟୀ ଅଗ୍ନିଶମ… Continue reading ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳିତ

ଓଷ୍ଟା ସଂଘ ତରଫରୁ ମୃତ କର୍ମଚାରୀଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ

ବେତନଟୀ: ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ରେ ମେର୍ଦା ହାଇସ୍କୁଲ ର ପିଅନ ୰ ତିମିର କୁମାର ଓଝା ଅକାଳ ବିୟୋଗ ଘଟିଥିଲା।ଭାଗ୍ୟର ବିଡମ୍ବନା ଏମିତି କି ଏକବର୍ଷ ତଳେ ତାଙ୍କର ସ୍ତ୍ରୀ ଙ୍କର ମଧ୍ଯ ଅଜଣା ରୋଗରେ ଦେହାନ୍ତ ଘଟିଥିଲା।ଏବେ ତାଙ୍କର ତିନୋଟି ଅନାଥ ପଲାଙ୍କୁ ଛାଡିଦେଲେ ଆଉ କେହି ନାହାନ୍ତି।ଏହି ଅନାଥ ପିଲା ମାନଙ୍କ ଭିତରେ ଦୁଇଟି ଝିଅ ଏବଂ ଗୋଟିଏ ସାନ ପୁଅ ଅଛନ୍ତି।ତାଙ୍କର ପୈତୃକ ଗୃହ ବେତନଟୀ (ସୁଖିଲାହାର) ଠାରେ… Continue reading ଓଷ୍ଟା ସଂଘ ତରଫରୁ ମୃତ କର୍ମଚାରୀଙ୍କ ପରିବାରଙ୍କୁ ସମବେଦନା ଜ୍ଞାପନ

You cannot copy content of this page