କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୦୨/୦୨: ସ୍ଥାନୀୟ ସିଆରପି ଛକସ୍ଥିତ ସଶକ୍ତ ଓଡିଶା କାର‌୍ୟ୍ୟାଳୟ ରେ କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ ସହ ସଶକ୍ତ ଓଡିଶାର ମହିଳା ସଶକ୍ତିକରଣ ସପ୍ତାହର ବର୍ଷର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟ ଓ ଅନିତା ସ୍ୱାଇଁ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଉକ୍ତକାର‌୍ୟ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଭେଷଜ ବିଶାରଦ, ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ର, ବିଶିଷ୍ଟ ଅତିଥି ଭାବେ ବାଗ୍ନୀ,… Continue reading କଣ୍ଡୁରୀ ମହାଜନ ମେମୋରିଆଲ ଟ୍ରଷ୍ଟ ର ବାର୍ଷିକ ଉତ୍ସବ

ଶିଶୁ ଅନନ୍ତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ଭୁବନେଶ୍ୱର, ୦୨/୦୨: ବାଲିପାଟଣା ସ୍ଥିତ ଶିଶୁ ଅନନ୍ତ ମହାବିଦ୍ୟାଳୟ ର ୪୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର‌୍ୟ୍ୟକ୍ରମରେ ଅଧ୍ୟକ୍ଷା ମଧୁମିତା ରଥ ସଭାପତିତ୍ବ ଓ ସାରସ୍ୱତ ଅଧ୍ୟାପିକା ଡ଼ ମାନସୀ ଷଡ଼ଙ୍ଗୀଙ୍କ ସଂଯୋଜନା ଓ ପରିଚାଳନାରେ ଆୟୋଜିତ କାର‌୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଉଚ୍ଚଶିକ୍ଷା ବିଭାଗ ଆଞ୍ଚଳିକ ନିର୍ଦ୍ଧେଶକ ଡ଼ ରଂଜିତ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଅଧ୍ୟାପିକା ରଶ୍ମିତା ମହାପାତ୍ର… Continue reading ଶିଶୁ ଅନନ୍ତ ମହାବିଦ୍ୟାଳୟର ବାର୍ଷିକ ଉତ୍ସବ

ମା’ଭଗବତୀଙ୍କ ପୀଠରେ ବସନ୍ତ ଉତ୍ସବ ଆରମ୍ଭ

ଫଗୁଖେଳି ମା’ଙ୍କୁ ନିମନ୍ତ୍ରଣ କଲେ ଶ୍ରୀରଙ୍କ ନାଥ ଦେବ ଚିଲିକା,୨।୨: ବସନ୍ତ ପଞ୍ଚମୀରେ ମା’ସରସ୍ଵତୀଙ୍କ ସର୍ବତ୍ର ପୂଜା ଉତ୍ସବ, ବସନ୍ତ ଋତୁ ଆଗମନର ପ୍ରଥମ ଦିନ ଶ୍ରୀପଞ୍ଚମୀ,ଆଜିଠାରୁ ଦେବାଦେବୀଙ୍କ ଘୋଡ଼ଲାଗୀଶେଷ।ଦୋଳ ପର୍ବ ଓ ଚ଼ାଚେରୀ ଭୋଗ ଲାଗି ଗାଁରୁ ସହର ସର୍ବତ୍ର ଘଣ୍ଟା ଘଣ୍ଟକାହାଳୀର ୮ଶବ୍ଦରେ ଗାଁ ଦାଣ୍ଡ ଫାଟିପଡ଼ିବ। ଅବିର ଖେଳରେ ଏକତ୍ର ହେବେ ଦେବା ଦେବୀ । ଭକ୍ତର ଦୁଆରେ ଭୋଗ ଖାଇବେ ମା’ ଭଗବତୀ । ବାଣପୁରର ଆରାଧ୍ୟ ଠାକୁର ଶ୍ରୀରଙ୍କ ନାଥ… Continue reading ମା’ଭଗବତୀଙ୍କ ପୀଠରେ ବସନ୍ତ ଉତ୍ସବ ଆରମ୍ଭ

ଦେଶୀ ମଦ ଭାଟିରେ ଲୁଟ୍ ଘଟଣାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ନୀତି ଶେଖରଙ୍କ ସାମ୍ବାଦିକ ସମ୍ବିଳନୀ ।

ଧର୍ମଗଡ଼ ଦେଶୀ ମଦ ଭାଟି ରେ ଏତେ ଟଙ୍କା କୁଆଡୁ ଆସିଲା ତାହାର ତଦନୁ ହେବ। କଳାହାଣ୍ଡି, ୨/୨(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ପୋଲିସ ଏକ ଆନ୍ତଃରାଜ୍ୟ ଡକାୟତି ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ଧର୍ମଗଡ଼ ଥାନା ପୋଲିସ ଏକ ବଡ ଧରଣର ଡକାୟତି ଘଟଣାରେ ସମ୍ପୂକୁ ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ନଗଦ ୩ କୋଟି ୫୧ଲକ୍ଷ ଟଙ୍କା, ବନ୍ଧୁକ, ଗୁଳି, ଅପରାଧରେ ବ୍ୟବହୃତ ଗାଡି ଏବଂ ମରଣାସ୍ତ୍ର… Continue reading ଦେଶୀ ମଦ ଭାଟିରେ ଲୁଟ୍ ଘଟଣାରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ନୀତି ଶେଖରଙ୍କ ସାମ୍ବାଦିକ ସମ୍ବିଳନୀ ।

୨ୟ ନାଗପୁର କ୍ରିକେଟ୍ ଟ୍ରୁନାମେଣ୍ଟ

ବାଲିଅନ୍ତା ୦୨/୦୨: ବାଲିଅନ୍ତା ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ୨ୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟ୍ରୁନାମେଣ୍ଟ ଅନୁଷ୍ଠିତ ହୋଇଛି । ଏହି ଅବସରରେ ମୁଖ୍ୟ ଅତିଥି ସମାଜ ସେବୀ ଭାବରେ ବିକ୍ରମ୍ କେଶରୀ ମହାନ୍ତି, ଯୋଗ ଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଏନ୍.ସି. ସି ର ଉପଦ୍ଦେଷ୍ଟା ଚକ୍ରଧର ନାୟକ, ସଭାପତି ରଞ୍ଜିତ କୁମାର ମହାରଣା, ସୁଦର୍ଶନ ଦାରୁ କମିଟି , ସଭାପତି ରଞ୍ଜିତ କୁମାର… Continue reading ୨ୟ ନାଗପୁର କ୍ରିକେଟ୍ ଟ୍ରୁନାମେଣ୍ଟ

ବେଲପାଳରେ ପଶିଲେ ହାତି, ଭାଙ୍ଗିଲେ ଘର

ଭୁବନ: ପୁଣି ହାତୀଙ୍କ ଉପଦ୍ରବ। ଗାଁରେ ପଶିଲେ ଆଉ ଘର ଭାଙ୍ଗିଦେଲେ। ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ୍ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତର ବେଲପାଳ ସାହିରେ। ସାହିରେ ହାତୀ ପଶି ଘର ଭାଙ୍ଗିଦେବା ସହ ଆସବାବପତ୍ର ମଧ୍ୟ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି। ଏହି ସାହିର ୩ଜଣ ଲୋକଙ୍କର ଘର ସଂପୂର୍ଣ୍ଣ ଭାଙ୍ଗିଦେଇଥିବାଜଣାପଡିଛି। ସେମାନେ ହେଲେ ଈଶ୍ୱର ମହାରଣା, ବାବୁଲୀ ମହାରଣା ଏବଂ ଶିଶିର ମହାରଣା। ଏମାନେ ପ୍ରତିଦିନ ଦିନମଜୁରୀଆ ଭାବେ କାର୍ଯ୍ୟ କରୁଥିବାବେଳେ… Continue reading ବେଲପାଳରେ ପଶିଲେ ହାତି, ଭାଙ୍ଗିଲେ ଘର

୪ ତାରିଖରୁ ଆରମ୍ଭ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ଭୁବନେଶ୍ୱର: ଏଥର ଜମିବ ଖଣ୍ଡଗିରି କୁମ୍ଭମେଳା। ଏକାଠି ହେବେ ବହୁ ସାଧୁସନ୍ଥ। ସୃଷ୍ଟି ହେବ ଆଧ୍ୟାତ୍ମିକ ବାତାବରଣ। ଜମିବ ଯାତ୍ରା ପେଣ୍ଡାଲ, ଦୁଲୁକିବ ମଂଚ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଫେବୃଆରୀ ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା। ରାଜ୍ୟର ସର୍ବପୂରାତନ ଐତିହ୍ୟରାଜିରେ ପରିପୂର୍ଣ୍ଣ ପ୍ରସିଦ୍ଧ ଖଣ୍ଡଗିରିରେ ଅନୁଷ୍ଠିତ ହେବାକୁ ଯାଉଛି ଏହି କୁମ୍ଭମେଳା। ଏଠାକୁ ଛୁଟି ଆସିବେ ବହୁ ସାଧୁସନ୍ଥ ଆଉ ଲୋକମାନଙ୍କୁ ଦେବେ ଧାର୍ମିକ ବାର୍ତା। ସୃଷ୍ଟିହେବ ଆଧ୍ୟାତ୍ମିକ ବାତାବରଣ।… Continue reading ୪ ତାରିଖରୁ ଆରମ୍ଭ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭମେଳା

ମା’ ଭଗବତୀଙ୍କ ଇ- ହୁଣ୍ଡି ଓ ବାହାର ହୁଣ୍ଡିରୁ ମିଳିଲା ପ୍ରଥମ ଦାନ ଅର୍ଥ

ଚିଲିକା: ଜାନୁୟାରୀ ମାସ ଶେଷ ଦିନରେ ବାଣପୁରର ଅଧିଷ୍ଠାତ୍ରୀ ଦେବୀ ମା’ଭଗବତୀଙ୍କ ମନ୍ଦିରର ଇ- ହୁଣ୍ଡିରୁ ଶ୍ରଦ୍ଧାଳୁମାନଙ୍କ ପ୍ରଥମ ଦାନ ଅର୍ଥ ସଂଗ୍ରହ କରାଯାଇଛି। ଜାନୁୟାରୀ ମାସ ୩୧ ତାରିଖ ରାତି ୧୨ଘଟିକା ସୁଧା ମୋଟ ଜମା ଆୟ ଟ୧୯,୫୭୩.୯୯ (ଉଣିଶି ହଜାର ପାଞ୍ଚଶହ ତେସ୍ତରୀଟଙ୍କା ଅନେଶ୍ୱତପଇସା ମାତ୍ର)ବୋଲି ୟୁକୋ ବ୍ୟାଙ୍କ ସୂତ୍ରରୁ ଜଣା ପଡିଛି । ଦୂର ଦୂରାନ୍ତରେ ଥିବା ଶ୍ରଦ୍ଧାଳୁମାନେ ମା’ଙ୍କ ଦୈନଦିନ ସେବା ପାଇଁ ଏହି ଇ-ହୁଣ୍ଡି ଦ୍ୱାରା ଅର୍ଥଦାନ କରୁଥିବାରୁ ସ୍ଥାନୀୟ… Continue reading ମା’ ଭଗବତୀଙ୍କ ଇ- ହୁଣ୍ଡି ଓ ବାହାର ହୁଣ୍ଡିରୁ ମିଳିଲା ପ୍ରଥମ ଦାନ ଅର୍ଥ

ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

କଳାହାଣ୍ଡି, (ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇସ୍କୁଲ ଖେଳ ପଡିଆ ଠାରେ ଜୁନାଗଡ଼ ମହୋତ୍ସବ କମିଟି ଓ ଗଣମାଧ୍ୟମ ସଙ୍ଘ ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଉତ୍ସଵ କମିଟିରର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସହ ଅଧ୍ୟକ୍ଷ ଲଳିତ ଅଗ୍ରୱାଲ, ସମ୍ପାଦକ ହିମାଂଶୁ ଶେଖର ବରାଡ଼ , ଈଶ୍ୱର ପୁଝାରି, ଅଶୋକ ପଟ୍ଟନାୟକ, ଉଦ୍ଧବ ଚରଣ ସାହୁ, ବିଘ୍ନରାଜ ବରାଡ଼, ମାନସ ସେଠି ପ୍ରମୁଖ… Continue reading ଜୁନାଗଡ଼ ମହୋତ୍ସବ ନେଇ ପ୍ରସ୍ତୁତି ବୈଠକ

ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରତିବାଦ ପ୍ରଦର୍ଶନ

କଳାହାଣ୍ଡି: ରାଷ୍ଟ୍ର ବିରୋଧି ମୋହନ ଭାଗବତ ଓଡ଼ିଶା କୁ ଆସୁଥିବା ସମୟରେ ଓଡ଼ିଶା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଏବଂ ତାଙ୍କ ସହଯୋଗୀ ସାମ୍ବିଧାନିକ ପଦ୍ଧତିରେ କଳାପତାକା ଦେଖାଇଥିବା ଘଟଣା କୁ ସରକାର ର ନିର୍ଦ୍ଦେଶ ରେ ଓଡ଼ିଶା ପୋଲିସ ଆକ୍ରୋଶ ମୁଳକ ଭାବେ ଓଡ଼ିଶା ରାଜ୍ୟ ଛାତ୍ର କଂଗ୍ରେସ ର ସଭାପତି ଉଦିତ ପ୍ରଧାନ ଏବଂ ତାଙ୍କ ସହଯୋଗୀ ଛାତ୍ର ମାନଙ୍କୁ ଗିରଫକରି ବିଭିନ୍ନ ଦଫା ଲଗାଇ ଅଟକ ରଖିଛି।ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ… Continue reading ଯୁବ କଂଗ୍ରେସ ଓ ଛାତ୍ର କଂଗ୍ରେସର ବିକ୍ଷୋଭ ପ୍ରତିବାଦ ପ୍ରଦର୍ଶନ

You cannot copy content of this page