ମୋଟେର କୋକସରା ଓ ଆମପାଣି ମଣ୍ଡଳ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା କୋକସରା: (ଚକ୍ରଧର ବେଶ୍ରା): କଳାହାଣ୍ଡି ଜିଲ୍ଲା ନୂତନ ବିଜେପି ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ଯୁଗଳ କିଶୋର ପୋଡ଼ ଶନିବାର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜା ଙ୍କ ଦର୍ଶନ ପାଇଁ ପ୍ରଥମେ ଆମପାଣି ଆସିଥିବା ବେଳେ ତାଙ୍କ ସହିତ ଆମ ଲୋକ ପ୍ରିୟ ଧର୍ମଗତ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ଏବଂ ମୁକେଶ ଅଗ୍ରୱାଲ, ଜୟ ଶଙ୍କର ନାଏକ, ଜଗବନ୍ଧୁ ମିଶ୍ର,ହିମାଂଶୁ ପଣ୍ଡା, ପ୍ରମୁଖ… Continue reading ପ୍ରଭୂ ବୁଢ଼ାରଜା ଦର୍ଶନରେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର
ପ୍ରଭୂ ବୁଢ଼ାରଜା ଦର୍ଶନରେ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର