ଶୀତବସ୍ତ୍ର ବଣ୍ଟନ କଲେ ଜନ ଶିକ୍ଷଣ ସଂସ୍ଥାନ

କଳାହାଣ୍ଡି,-୨୭/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜନ ଶିକ୍ଷଣ ସଂସ୍ଥାନ ଭବାନୀପାଟଣାର ନିର୍ଦ୍ଦେଶକ ସୁବ୍ରତ ତ୍ରିପାଠୀଙ୍କ ତତ୍ବାବଧାନରେ କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ମେଲକୁନ୍ଦେଲ ଓ ପିଣ୍ଡାପଦର ଗ୍ରାମର ଶତାଧିକ ଗରିବ ଲୋକ ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି,ପିଣ୍ଡାପଦର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ୩୫୦ ରୁ ଉର୍ଦ୍ଧ୍ବ ଲୋକଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇ ଥିବା ବେଳେ କୁନି କୁନି ବାଳକ ବାଳିକା ମାନଙ୍କୁ ପ୍ୟାଣ୍ଟ୍ ସାର୍ଟ ଓ ବୃଦ୍ଧ ବୃଦ୍ଧା ମାନଙ୍କୁ… Continue reading ଶୀତବସ୍ତ୍ର ବଣ୍ଟନ କଲେ ଜନ ଶିକ୍ଷଣ ସଂସ୍ଥାନ

ମାଁ ତାରିଣୀ ଏନଜିଓରେ ସାଧାରଣତନ୍ତ୍ର ଦିବସ ପାଳିତ

କଳାହାଣ୍ଡି -୨୭/୧(ପ୍ୟାରିଲାଲ ଦୁର୍ଗା): କଲମପୁରରେ ଅବସ୍ଥିତ ମାଁ ତାରିଣୀ ଏନଜିଓ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି, ଏନଜିଓର ଅଧ୍ୟକ୍ଷ ମନୋଜ କୁମାର ନାଏକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅଭିନ୍ନ ଚନ୍ଦ୍ର ବେହେରା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।ଏଥିରେ ନିର୍ଦ୍ଧେଶକ ତଥା ଉପଦେଷ୍ଟା ଅବସରପ୍ରାପ୍ତ ଶିକ୍ଷକ ଗୌରହରି ନାଏକ, ଉପଦେଷ୍ଟା ବିଜୟ ସୁନାନୀ, ସଂପାଦନ ସୁଧିର ଚନ୍ଦ୍ର ବେହେରା, ପୂର୍ଣ୍ଣ ପଣ୍ଡା, ବ୍ଲକ… Continue reading ମାଁ ତାରିଣୀ ଏନଜିଓରେ ସାଧାରଣତନ୍ତ୍ର ଦିବସ ପାଳିତ

ଗ୍ରୀନ ଭ୍ୟାଲି ଏକାଡେମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ପାଳନ

କଳାହାଣ୍ଡି,୨୭/୧(ପ୍ୟାରିଲାଲ ଦୁର୍ଗା): କଲମପୁର ସ୍ଥିତ ଗ୍ରୀନ ଭ୍ୟାଲି ଏକାଡେମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ଶିବାନୀ ଶର୍ମାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜସେବୀ ବିଜୟ ପଣ୍ଡା ମୂଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ପଣ୍ଡିଗାଁ ସରପଞ୍ଚ ଶ୍ରୀମତୀ କବିତା ଜୈନ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଛାତ୍ରଛାତ୍ରୀ… Continue reading ଗ୍ରୀନ ଭ୍ୟାଲି ଏକାଡେମିକ ବିଦ୍ୟାଳୟରେ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକ ଉତ୍ସବ ପାଳନ

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ପାଳିତ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ

କଳାହାଣ୍ଡି, ୨୬/୧(ପ୍ୟାରିଲାଲ ଦୁର୍ଗା): ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳିତ ହୋଇଯାଇଛି । ପଲ୍ଲୀରୁ ଦିଲ୍ଲୀ ଯାଏଁ ସବୁଆଡେ ଦେଶପ୍ରେମ ର ସ୍ୱରରେ ଗୁଞ୍ଜୁରୀତ ସାରାଦେଶ ବାସୀ। ଚାରିଆଡେ ତୀରଙ୍ଗା ଫର ଫର ହେଇ ଦେଶର ଗାଥା ଗୁଣଗାନ କରୁଛି। ସେହି ଭଳି ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଏଠାରେ ଛାତ୍ରଛାତ୍ରୀ ମାନଙ୍କର କାର୍ଯ୍ୟକଳାପ ସକାଳରୁ ଆରମ୍ଭ ହୋଇଥିଲା… Continue reading ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ପାଳିତ ହେଲା ୭୬ତମ ସାଧାରଣତନ୍ତ୍ର ଦିବସ

ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, ୨୬/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହର୍ଷ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହିତ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ରୂପେନ୍ଦ୍ର ବାଣୁଆଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଙ୍କଜିନୀ ମାଝୀ ମୁଖ୍ଯ ଅତିଥି, ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ମୋହନ ଚରଣ ବିଶି ମୁଖ୍ଯ ବକ୍ତା ଏବଂ ସମ୍ମାନୀତ ଅତିଥି… Continue reading ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ପଞ୍ଜିଆ  ପ୍ରାଥମିକ ବିଦ୍ୟାଳୟ ରେ ଗଣତନ୍ତ୍ର ଦିବସ ପାଳିତ

ଧର୍ମଗଡ ୨୬/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଦେଶରେ ପାଳନ ହୋଇ ଯାଇଛି ୭୬ ତମ ଗଣତନ୍ତ୍ର ଦିବସ l ଦିଲ୍ଲୀ ଠୁ ପଲ୍ଲୀ ଏ ନେଇ ସବୁଠି ଉତ୍ସବର ମାହୋଲ୍ l ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିବା ବେଳେ ଖମାରହଲଦୀ  ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଞ୍ଜିଆ  ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ଗଣ ତନ୍ତ୍ର ଦିବସ… Continue reading ପଞ୍ଜିଆ  ପ୍ରାଥମିକ ବିଦ୍ୟାଳୟ ରେ ଗଣତନ୍ତ୍ର ଦିବସ ପାଳିତ

ବେହେରାଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ

ଧର୍ମଗଡ୨୬/୧(ଜନ୍ମେଜୟନାଏକଙ୍କରିପୋର୍ଟ): ଦେଶ ପାଳନ କରୁଛି ୭୬ ତମ ଗଣତନ୍ତ୍ର ଦିବସ l ଦିଲ୍ଲୀ ଠୁ ପଲ୍ଲୀ ଏ ନେଇ ସବୁଠି ଉତ୍ସବର ମାହୋଲ୍ l ଏହି ପରୀପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲାର ଅନେକ ସରକାରୀ ଓ ବେସରକାରୀ ବିଦ୍ୟାଳୟ , ଗ୍ରାମ ପଞ୍ଚାୟତ ଓ ବିଭିନ୍ନ ସଂଘ ପକ୍ଷରୁ ଗଣତନ୍ତ୍ର ଦିବସ ପାଳନ କରାଯାଇଥିବା ବେଳେ ଖମାରହଲଦୀ  ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେହେରାଗୁଡ଼ା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଧ୍ୟ ଗଣ ତନ୍ତ୍ର ଦିବସ ପାଳିତ ହୋଇଯାଇଛି… Continue reading ବେହେରାଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗଣତନ୍ତ୍ର ଦିବସ ପାଳିତ

ସଶକ୍ତ ଓଡ଼ିଶା ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର, ୨୬.୧ : ସାମାଜିକ ଅନୁଷ୍ଠାନ ସଶକ୍ତ ଓଡ଼ିଶା ପକ୍ଷରୁ ଭୁବନେଶ୍ୱର ସିଆରପିଏଫ୍ ଛକସ୍ଥିତ କାର୍ଯ୍ୟାଳୟଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସଭାପତି ବିଜୟ କୁମାର ପ୍ରଧାନଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ମୀ ପ୍ରଦୁ୍ୟମ୍ନ ଶତପଥି, ସମ୍ମାନିତ ଅତିଥି ଭାବେ ଭେଷଜ ବିଶାରଦ ଡଃ ଶତୃଘ୍ନ ବେହେରା, ଭାଷାପ୍ରାଣ ନବ କିଶୋର ପ୍ରଧାନ, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଆଜିର ଯୁବପିଢି ଶହୀଦ… Continue reading ସଶକ୍ତ ଓଡ଼ିଶା ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଚାନ୍ଦବାଲି ନୟାଧାମରା ଗ୍ରାମରେ ୭୬ତମ ସାଧାରଣନ୍ତ୍ର ଦିବସ ପାଳିତ

ଚାନ୍ଦବାଲି : ଆଜି ସାରା ଦେଶ ପାଳନ କରୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା। ଏହି ଅବସରରେ ଆଜି ଚାନ୍ଦବାଲି ଏନେସି ୧୦ନମ୍ବର ଓ୍ବାଡରେ ନୟାଧାମରା ଗ୍ରାମରେ ୭୬ତମ ସାଧାରଣନ୍ତ୍ର ଦୀବସ ପାଳିତ ହୋଇଯାଇଛି | ପ୍ରଥମେ ଭାରତୀୟ ସଂସ୍କୂତି ଅନୁଯାୟୀ ଜାତୀୟ ପତକାକୁ ସମ୍ମାନଜଣାଇ ବିଦ୍ଯାଧର ବେହେରା ଜାତୀୟ ପତକା ଉତ୍ତୋଳନ କରିଥିଲେ | ପରେପରେ ଜହ୍ନ, ମନ, ଚୁଇଁ, ପାଚୁ, ମିକି, ଚିକି, ଗଣେଶ ସାମଲ, ଟ୍ଯୁକିଲ ଏବଂ… Continue reading ଚାନ୍ଦବାଲି ନୟାଧାମରା ଗ୍ରାମରେ ୭୬ତମ ସାଧାରଣନ୍ତ୍ର ଦିବସ ପାଳିତ

ଦାମିଆ ବରବରାରୁ ତେଜିଲା ସବ- ଡିଭିଜନ ମାନ୍ୟତା ଦାବି

ପୋଷ୍ଟକାର୍ଡ଼ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ବାଣପୁର ବାସୀ ଚିଲିକା,୨୬।୧: ଦେଶର ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ବାଣପୁର ଉପଖଣ୍ଡ ମାନ୍ୟତା ସଂଗ୍ରାମ ପରିଷଦ ଡ଼ାକରାରେ ଆଦିବାସୀ ବହୁଳ ଦାମିଆ ବରବରା ପଞ୍ଚାୟତର ବିରିଜାଇ ମନ୍ଦିର ଠାରୁ ପୁଣି ଆରମ୍ଭ ହେଲା ବାଣପୁର ରାଜସ୍ଵ ଉପଖଣ୍ଡ ମାନ୍ୟତା ଦାବି | ସଂଗ୍ରାମ ପରିଷଦର ଅଭିନବ ପ୍ରକ୍ରିୟା ପୋଷ୍ଟକାର୍ଡ଼ ଅଭିଯାନ କାର୍ଯ୍ୟକ୍ରମରେ ନିଳାଦ୍ରୀ ପ୍ରସାଦ ଓ ଦାମିଆ ବରବରା ପଞ୍ଚାୟତ ତଥା ବାଣପୁର ଅଞ୍ଚଳର ବହୁସମାଜସେବୀ, ବୁଦ୍ଧିଜୀବି,… Continue reading ଦାମିଆ ବରବରାରୁ ତେଜିଲା ସବ- ଡିଭିଜନ ମାନ୍ୟତା ଦାବି

You cannot copy content of this page