ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, ୨୬/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରା ସ୍ଥିତ ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ହର୍ଷ ଉଲ୍ଲାସର ସହ ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହିତ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ବିଦ୍ୟାଳୟ ପ୍ରଧାନଶିକ୍ଷକ ରୂପେନ୍ଦ୍ର ବାଣୁଆଙ୍କ ଅଧ୍ୟକ୍ଷତାରେ ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଙ୍କଜିନୀ ମାଝୀ ମୁଖ୍ଯ ଅତିଥି, ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟାପକ ମୋହନ ଚରଣ ବିଶି ମୁଖ୍ଯ ବକ୍ତା ଏବଂ ସମ୍ମାନୀତ ଅତିଥି… Continue reading ଦନ୍ତେଶ୍ବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ୫୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ

କଳାହାଣ୍ଡି, ୨୬/୧(ପ୍ୟାରିଲାଲ ଦୁର୍ଗା): ଆଜି ଭାରତର ୭୬ତମ ସାଧାରଣତନ୍ତ୍ର ଦିବସ ସାରା ଦେଶରେ ପାଳିତ ହେଉଛି।ପଲ୍ଲୀ ରୁ ଦିଲ୍ଲୀ ଯାଏଁ ସବୁଆଡେ ଦେଶପ୍ରେମ ର ସ୍ୱରରେ ଗୁଞ୍ଜୁରୀତ ସାରାଦେଶ ବାସୀ। ଚାରିଆଡେ ତୀରଙ୍ଗା ଫର ଫର ହେଇ ଦେଶର ଗାଥା ଗୁଣଗାନ କରୁଛି।ସେହି ଭଳି ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ଏଠାରେ ଛାତ୍ରଛାତ୍ରୀ ମାନଙ୍କର କାର୍ଯ୍ୟକଳାପ ସକାଳରୁ ଆରମ୍ଭ ହୋଇଥିଲା… Continue reading ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ଆନୁକୁଲ୍ୟରେ ପାଳିତ ହେଲା ୭୬ ତମ ସାଧାରଣତନ୍ତ୍ର ଦିବସ

ଧର୍ମଗଡ଼ ମେହେର ଯୁବା ମଞ୍ଚ ପକ୍ଷ ରୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

କଳାହାଣ୍ଡି, ୨୬/୧(ପ୍ୟାରିଲାଲ ଦୁର୍ଗା):-୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ ରବିବାର ଦିନ ଧର୍ମଗଡ଼ ମେହେର ଯୁବା ମଞ୍ଚ ପକ୍ଷ ରୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି I ଏହି ଅବସରରେ ଯୁବା ମଞ୍ଚ ର କର୍ମକର୍ତ୍ତା ମାନେ ସ୍ଥାନୀୟ ଉପଖଣ୍ଡ ଡାକ୍ତରଖାନା କୁ ଯାଇ ରୋଗୀଙ୍କୁ ଫଳ ଓ ବିସ୍କୁଟ ବଣ୍ଟନ କରିଥିଲେ ଓ ରୋଗୀ ମାନଙ୍କ ସୁବିଧା ଅସୁବିଧା ବାବଦ ରେ ପଚାରି ବୁଝି ଥିଲେ I କାର୍ଯ୍ୟକ୍ରମ ରେ… Continue reading ଧର୍ମଗଡ଼ ମେହେର ଯୁବା ମଞ୍ଚ ପକ୍ଷ ରୁ ଫଳ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

କଳାହାଣ୍ଡି,୨୬/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ସ୍ଥାନୀୟ ମା କାଳୀ ଫଟୋ ଷ୍ଟୁଡିଓ ନିକଟରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି।ସଂଘର ସଭାପତି ସୁଶାନ୍ତ ମହାପାତ୍ର ଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ହେତୁ ଅନୁପସ୍ଥିତିରେ ସଂଘର କାର୍ଯ୍ୟକାରୀ ସଭାପତି ଦୟା ସୁନାନୀ ପତାକା ଉତ୍ତୋଳନ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ଯଯାତି କେଶରୀ ଦେଓ, ମନୋଜ ସିଂ,ଶିବ ପ୍ରସାଦ ସାହୁ,ମହମ୍ମଦ ଆଗା ଜାନ,ସଂଗ୍ରାମ କେଶରୀ ଦେଓ,ମଧୁସୂଦନ ଠାକୁର ,ଅର୍ଜୁନ ପୋଢ଼, ଜନକ ପୋଢ଼,ତେଜରାଜ୍… Continue reading କେସିଙ୍ଗା ସାମ୍ବାଦିକ ମହାସଂଘ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

ନର୍ଲା ବିଧାୟକ ଙ୍କ କେସିଙ୍ଗା ମେଡିକାଲ ପରିଦର୍ଶନ ଓ ଫଳ ବଣ୍ଟନ

ମେଡିକାଲ ମରାମତି ପାଇଁ ଏମ ଏଲ ଏ ଫଣ୍ଡ ରୁ ଅର୍ଥ ଦେବା ପାଇଁ କେଲେ ଘୋଷଣା କଳାହାଣ୍ଡି,୨୬/୧(ପ୍ୟାରିଲାଲ ଦୁର୍ଗା) ୭୬ ତମ ସାଧାରଣତନ୍ତ୍ର ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେଡି ବିଧାୟକ ମନୋରମା ମହାନ୍ତି କେସିଙ୍ଗା ମେଡିକାଲ କୁ ଆସି ଚିକିତ୍ସାଧୀନ ରୋଗୀ ମାନଙ୍କର ଭଲ ମନ୍ଦ ବୁଝିବା ସହିତ ରୋଗୀ ମାନଙ୍କୁ ଫଳ ବଣ୍ଟନ କରି ସେମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଥିଲେ।ପରେ ବିଧାୟିକା ଗତ କିଛି ମାସ ତଳେ ମେଡିକାଲ ର… Continue reading ନର୍ଲା ବିଧାୟକ ଙ୍କ କେସିଙ୍ଗା ମେଡିକାଲ ପରିଦର୍ଶନ ଓ ଫଳ ବଣ୍ଟନ

ଚିଲିକାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାଧାରତନ୍ତ୍ର ଦିବସ ପାଳିତ

ଚିଲିକା,୨୬।୧: ଚିଲିକା ଅଂଚଳର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ମାନଙ୍କରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ନାଚୁଣୀ ମହାବିଦ୍ୟାଳୟ ଠାରେ ଚିଲିକା ର ପୂର୍ବତନ ବିଧାୟକ ଡାକ୍ତର ବିଭୂତି ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ଠାରୁ ଅଭିବାଦନ ଗ୍ରହଣ କରିଥିଲେ।ସେହିପରି ଗମ୍ଭାରୀମୁଣ୍ଡାସ୍ଥ ପର୍ଶ୍ଵୁରାମ ମହାବିଦ୍ୟାଳୟରେ ଶ୍ରୀ ହରିଚନ୍ଦନ ପତାକା ଉତ୍ତୋଳନ କରିଥିଲେ।ଚିଲିକା ବ୍ଲକରେ ଚେୟାରମ୍ୟାନ ଜ୍ୟୋସ୍ନାରାଣୀ ଦେଇ, ଚିଲିକା… Continue reading ଚିଲିକାର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାଧାରତନ୍ତ୍ର ଦିବସ ପାଳିତ

ସଶକ୍ତ ଓଡିଶା ପକ୍ଷରୁ ଜାତୀୟ କନ୍ୟା ଦିବସ 

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ “ସଶକ୍ତ ଓଡିଶା “ପକ୍ଷରୁ ଜାତୀୟ ସ୍ଥାନୀୟ ସିଆରପି କାର୍ଯ୍ୟାଳୟ ଠାରେ କନ୍ୟା ଦିବସ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନର ସଭାପତି ବିଜୟ କୁମାର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ଭାଷାପ୍ରାଣ ନବ କିଶୋର ପ୍ରଧାନ ଯୋଗଦେଇ ମହିଳାମାନେ ରାଷ୍ଟ୍ର ପ୍ରଗତିରେ  ଗୁରୁତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରି ଆସିବା ସହିତ ସରକାର ଙ୍କ ବିଭିନ୍ନ ଯୋଜନା କୁ ସଫଳ… Continue reading ସଶକ୍ତ ଓଡିଶା ପକ୍ଷରୁ ଜାତୀୟ କନ୍ୟା ଦିବସ 

ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର

କୋକସରା:(ଚକ୍ରଧର ବେଶ୍ରା): କଲାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବଡପୋଡାଗୁଡା ଠାରେ ଶନିବାର ଏକ ଟ୍ରାକ୍ଟର ଓଲଟି ଡ଼୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶନିବାର ବଡପୋଡାଗୁଡା ଠାରେ ଟ୍ରାକ୍ଟର କାମ କରୁଥିବା ସମୟରେ କୈ।ଣଷି କାରଣ ବସତଃ ଟ୍ରାକ୍ଟର ଚାଷ ଜମିରେ ହଠାତ୍ ଓଲଟି ପଡ଼ିଥିଲା। ଡ଼୍ରାଇଭର ଜଣକ ବଡପୋଡାଗୁଡା ଗ୍ରାମପଞ୍ଚାୟତ ତଲାଗାଁ ଗ୍ରାମର କୁମର ନାଗ ଙ୍କ ପୁଅ ଦିପକ ନାଗ ( ୨୬) ବୋଲି ଜଣାପଡ଼ିଛି । ସ୍ଥାନୀୟ… Continue reading ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର

ଗଣତନ୍ତ୍ର ଦିବସ ରେ ଡାଲଖାଇ ନୃତ୍ୟ ରେ ସାମିଲ ହେଲେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାର

କଳାହାଣ୍ଡି,୨୫/୧(ପ୍ୟାରିଲାଲ ଦୁର୍ଗା): ଭାରତର ରାଜଧାନୀଦିଲ୍ଲୀ ର ଇଣ୍ଡିଆ ଗେଟ ରେ ଆୟୋଜିତ ଗଣତନ୍ତ୍ର ଦିବସ ରେ କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହର ସ୍ଥିତ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ୬୦ ଜଣ ଓ ବରଗଡ଼ ଜିଲ୍ଲା ରବି ରତନ ସାହୁ ଓ ସାଥୀ ଙ୍କ ୬୦ କଳାକାର ଡାଲଖାଇ ନୃତ୍ୟ ରେ ସାମିଲ ହୋଇଛନ୍ତି। ପ୍ରଥମ କରି ଏହି ପ୍ୟାରେଡ଼ରେ ଦେଶର ବିଭିନ୍ନ ରାଜ୍ୟର ୪୫ ପ୍ରକାର ନୃତ୍ୟ ପରିବେଷଣ କରିବେ । ଦେଶରେ ହେଉଥିବା ଏହି ଏତେ… Continue reading ଗଣତନ୍ତ୍ର ଦିବସ ରେ ଡାଲଖାଇ ନୃତ୍ୟ ରେ ସାମିଲ ହେଲେ କେସିଙ୍ଗା ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର କଳାକାର

ବାଙ୍କୁଆଳ ପ୍ରିମିୟର ଲିଗ୍

ବାଲିଅନ୍ତା,୨୪/୦୧: ୧୪ତମ ଜଗବନ୍ଧୁ ମେମୋରିଆଲ କର୍କ ବଲ କ୍ରିକେଟ୍ ପ୍ରତିଯୋଗିତା (ବାଙ୍କୁ ଆଳ ପ୍ରିମିୟର ଲିଗ୍ ଆଜି ଦ୍ୱିତୀୟ ସେମି ଫାଇନାଲ ରେ ଇଗଲ ଫାଇଟର, ମେଣ୍ଢାଶାଳ ଓ ଯାଆଁଳା କ୍ରିକେଟ୍ କ୍ଲବ ମଧ୍ଯରେ ହୋଇଥିଲା ପ୍ରଥମେ ଟଚ୍ ଜିତି ଯାଆଁଳା ବ୍ୟାଟିଂ ର ନିଷ୍ପତି ନେଇଥିଲା। ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ରେ ୧୯ ଓଭର ୨ଟି ବଲରେ ସମସ୍ତ ୱିକେଟ୍ ହରାଇ ୩୨୭ ରନ କରିଥିଲା। ଦଳ ତରଫରୁ ବୀର… Continue reading ବାଙ୍କୁଆଳ ପ୍ରିମିୟର ଲିଗ୍

You cannot copy content of this page