ମହାନଗର

ମହାନଗର

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର ଜାତିର ପିତା ମହାତ୍ମାଗାନ୍ଧୀଙ୍କ 157 ତମ ଜୟନ୍ତୀ ବିଧାନସଭା ପରିସରରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣସହ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ଓଡିଶାର ମହାମହିମ ମାନ୍ୟବର ରାଜ୍ୟପାଳ ଡ଼ ହରିବାବୁ କମ୍ଭମପତି, ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ

Read More »
ମହାନଗର

ଇଣ୍ଡିଆବୁକ ଅଫ ରେକର୍ଡସ ତରଫରୁ ଦିବ୍ୟାଂଶୁ ଶେଖର ସାହୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର ଶିଶୁ ପ୍ରତିଭା ଦିବ୍ୟାଂଶୁ ଶେଖର ସାହୁ ମାତ୍ର 5 ବର୍ଷ 11 ମାସର ବିଦ୍ୟାର୍ଥୀ ଇଣ୍ଡିଆ ବୁକଅଫ ରେକର୍ଡସ ଅନଲାଇନ ପ୍ରତିଯୋଗିତାରେ ନିଜର ଜ୍ଞାନ, ବୁଦ୍ଧିମତ୍ତା ପାଇଁ ସର୍ବଭାରତୀୟ ସ୍ତରରେ କୃତିତ୍ୱ ଅର୍ଜନସହ ସମ୍ବର୍ଦ୍ଧିତ ହୋଇଛନ୍ତି l ଚଳିତ ମାସରେ

Read More »
ମହାନଗର

ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନା

ଭୁବନେଶ୍ୱର: ସ୍ଥାନୀୟ ୟୁନିଟ 9 ଠାରେ ଥିବା ବୁଦ୍ଧମନ୍ଦିର ପରିସରରେ ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ମାସିକ ସମୀକ୍ଷା ବୈଠକ ଓ “ଆସ ଉଦ୍ୟୋଗୀ ହେବା “ଶୀର୍ଷକ ଆଲୋଚନାଚକ୍ର ସଂଯୋଜକ ଶ୍ରୀକାନ୍ତ ସାହୁ ଓ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ

Read More »
ମହାନଗର

ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ନବମାତୃକା ପୂଜା

ପୂଜ୍ୟପୂଜା ଉତ୍କଳର ପାତାଳଭେଦି ସଂସ୍କୃତି: ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥୀଭୁବନେଶ୍ୱର : ମହର୍ଷି ଦୟାନନ୍ଦଙ୍କ ପ୍ରତିଷ୍ଠିତ ସଂସ୍କାରବାଦୀ ସଂଗଠନ ଆର୍ଯ୍ୟ ସମାଜ ପକ୍ଷରୁ ସୋମବାର ନବରାତ୍ରର ପ୍ରଥମ ଦିବସ ଆଶ୍ୱିନ ଶୁକ୍ଳ ପତିପଦାର ପବିତ୍ର ତିଥିରେ ଚନ୍ଦ୍ରଶେଖରପୁର ଶ୍ରୀଅରବିନ୍ଦ ନଗରସ୍ଥିତ ସ୍ୱାମୀ ବ୍ରହ୍ମାନନ୍ଦ

Read More »
ମହାନଗର

ସ୍ୱାସ୍ଥ୍ୟବୀମା ରାଶି ବୃଦ୍ଧି ଓ ପେନସନ୍ ଦାବି ନେଇ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର: ରାଜ୍ୟର ସର୍ବପୁରାତନ ତଥା ସର୍ବବୃହତ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱର ସ୍ଥିତ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ, ରାଜ୍ୟରେ ପ୍ରଚଳିତ ସ୍ୱାସ୍ଥ୍ୟବୀମା

Read More »
ମହାନଗର

ଶିକ୍ଷାବିତ ଚିତ୍ତରଞ୍ଜନଙ୍କୁ ସମ୍ବର୍ଦ୍ଧନା

ବଡମ୍ବା/ନରସିଂପୁର: ପ୍ରଜାଗର ପ୍ରଜାଶକ୍ତି ପ୍ରତିଭାସ ମଞ୍ଚ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ବଡମ୍ବା ଅନ୍ତର୍ଗତ ତେଲେଣିଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମାଜସେବୀ, ସାରସ୍ୱତ ଶିକ୍ଷାବିତ ଚିତ୍ତରଞ୍ଜନ ପ୍ରହରାଜଙ୍କୁ ଉଲ୍ଲେଖନୀୟ ଶିକ୍ଷାପ୍ରଦାନ, ସମାଜସେବା ପାଇଁ ଅରାଟ -ବୃହଦମ୍ବା ଶିକ୍ଷକ ଗୌରବ ସମ୍ମାନ 2025 ପ୍ରଦାନ

Read More »
ମହାନଗର

ମହିମାସେବା ଫାଉଣ୍ଡେସନର ଷଷ୍ଠ ସ୍ୱନକ୍ଷତ୍ର ଅନୁଷ୍ଠିତ

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ “ମହିମା ସେବା ଫାଉଣ୍ଡେସନ “ପକ୍ଷରୁ ଷଷ୍ଠ ସ୍ୱନକ୍ଷତ୍ର ଦିବସ ଅନ୍ଧାରୁଆ ସ୍ଥିତ ପ୍ରବୁଦ୍ଧପାହାଡ଼ ଠାରେ ଥିବା ସତ୍ୟ ମହିମା ଆଶ୍ରମ ଠାରେ ଅନୁଷ୍ଠିତ ହୋଇଯାଇଛି I ପ୍ରାତଃ ସମୟରେ ଶୂନ୍ୟ ମହିମା ପ୍ରଭୁ ଙ୍କୁ ପ୍ରଦ୍ବୀପ ପ୍ରଜ୍ବଳନ

Read More »
ମହାନଗର

୨୬ରୁ “ପ୍ରୟାସ”ର ନବରାତ୍ର ଦାଣ୍ଡିଆ ମେହାତ୍ସବ

ଭୁବେନଶ୍ୱର: ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଦ୍ୱାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ସେପ୍ଟେମ୍ବର ମାସ ୨୬ ରୁ ଅକ୍ଟୋବର ୨ ତାରିଖ (ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ରାଜଧାନୀ

Read More »
ମହାନଗର

ସାରସ୍ୱତ ସାଧିକା ଇନ୍ଦିରା ପଟ୍ଟନାୟକଙ୍କ ବିୟୋଗ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ, ସ୍ତମ୍ଭକାର, ସମାଜର ପୂର୍ବତନ ସମ୍ପାଦକ ବହୁମୁଖି ବ୍ୟକ୍ତିତ୍ୱର ଅଧିକାରୀ ପ୍ରଦୋଷ ପଟନାୟକଙ୍କ ସହଧର୍ମିଣୀ ତଥା ବରିଷ୍ଠ ସମାଜସେବିକା, ଉକôଳ ମହିଳା ସମିତିର ଆଜୀବନ ସଦସ୍ୟା, ପୂଜ୍ୟ ପୂଜା ପ୍ରାଣ, ସମାଜ ସଂସ୍କାରିକା ଇନ୍ଦିରା ପଟ୍ଟନାୟକଙ୍କ ୭୦ ବର୍ଷ

Read More »
ମହାନଗର

ସନ୍ଥ ବିନୋବା ଭାବେଙ୍କ ୧୩୧ତମ ଜୟନ୍ତୀ ସମାରୋହ ପାଳିତ

ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଭୁଦାନ ଆନ୍ଦୋଳନର ମୁଖ୍ୟ ପୁରୋଧା ମହାନ ସନ୍ଥ ଭାରତ ରତ୍ନ ଆଚାର୍ଯ୍ୟ ବିନୋବା ଭାବେ ଙ୍କ ୧୩୧ତମ ଜୟନ୍ତୀ ସମାରୋହ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇ ଯାଉଛି l ଜୟନ୍ତୀ କମିଟି ର ସଭାପତି

Read More »

You cannot copy content of this page