
କ୍ୟାପିଟାଲ୍ ହସ୍ପିଟାଲରେ ଜଟିଳ ହେଉଛି ପାର୍କିଂ ସମସ୍ୟା
ଭୁବନେଶ୍ୱର: କ୍ୟାପିଟାଲ୍ ହସ୍ପିଟାଲରେ ଦିନକୁ ଦିନ ଜଟିଳ ହେଉଛି ପାର୍କିଂ ସମସ୍ୟା । ଲୋକ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ସେହି ପରିମାଣରେ ପାର୍କିଂ ପାଇଁ ସୁବିଧା ନଥିବାରୁ ଲୋକମାନେ ହସ୍ପିଟାଲ ବାହାରେ ନିଜ ଗାଡ଼ି ପାର୍କିଂ କରୁଛନ୍ତି । ଯେତିକି