ମହାନଗର

ମହାନଗର

ବ୍ରିଜ୍‌ର ସ୍ଲାବ ଖସି ଗଲା ୩ ଜଣ ଶ୍ରମିକଙ୍କ ଜୀବନ

କଟକ: ନିର୍ମାଣାଧୀନ ବ୍ରିଜ୍‌ରେ ଅଘଟଣ ଘଟିଛି। କଟକର ଖାନ୍‌ ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା ଅନ୍ୟ ୨ ଜଣ ଗୁରୁତରଙ୍କର ଚିକିତ୍ସା ଜାରି ରହିଛି। ମୃତ

Read More »
ମହାନଗର

ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ଅନୁଷ୍ଠିତ

ଭୁବନେଶ୍ୱର: ନୃତ୍ୟ ଅନୁଷ୍ଠାନ ଡେନିମ ଆଣ୍ଡ ବ୍ଲୁସ ପକ୍ଷରୁ ବିଶ୍ୱ ଗଣମାଧ୍ୟମ ଦିବସ ୨୦୨୫ ସ୍ଥାନୀୟ ପ୍ରିନ୍ସ ହୋଟେଲ ପରିସରରେ ସାମ୍ବାଦିକ ସତ୍ୟ ପାଣିଗ୍ରାହୀଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ,

Read More »
ମହାନଗର

ନିଆରା ଢଙ୍ଗ ରେ ଜନ୍ମଦିନ ପାଳିତ

ଭୁବନେଶ୍ୱର: ଖଣ୍ଡଗିରି ନିକଟସ୍ଥ ସତ୍ୟ ମହିମା ଆଶ୍ରମରେ ଅନିକେଶ ଙ୍କ ଜନ୍ମଦିନ ଏକ ନିଆରା ଢଙ୍ଗରେ ପାଳିତ ହୋଇଯାଇ ଅଛି I ମାତା. ଗାୟତ୍ରୀ ଓ ପିତା. ଆଲୋକ ଙ୍କ ନିଷ୍ପତି ଅନୁଯାଇ କେକ କାଟିବା ଓ ମହମବତୀ ଲଗାଇ ଫୁଙ୍କିବା

Read More »
ମହାନଗର

ପାରଦର୍ଶୀ ପୋର୍ଟାଲରେ ଘୋଟାଲା, କବାଟ କିଳି ଅଭିଯୋଗ ପ୍ରକୋଷ୍ଠକୁ ଘେରିଲା ଅଭିଭାବକ ମହାସଂଘ

8101 ନାକଚ ଫର୍ମର ପୁନଃ ଯାଞ୍ଚ ପାଇଁ ନିର୍ଦେଶ l ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାଇ ପ୍ରାଇଭେଟ ସ୍କୁଲରେ 25% ସିଟରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କୁ ମାଗଣା ପଢିବା ଉଦ୍ୟେଶରେ ଗଠିତ ପାରଦର୍ଶୀ ପୋର୍ଟାଲରେ ଘୋଟଲାକୁ ନେଇ ଉଗ୍ର

Read More »
ମହାନଗର

ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ

Read More »
ମହାନଗର

ଜାତୀୟସ୍ତରରେ ‘ନୃତ୍ୟନିପୁଣା ଓଡ଼ିଶୀ ନୃତ୍ୟ ଅନୁଷ୍ଠାନର’ ନୃତ୍ୟ ପରିବେଷଣ

ଭୁବନେଶ୍ୱର: ମହାରାଷ୍ଟ୍ର ର ପୁନେ ସ୍ଥିତ ଯାପୁର୍ଜା meuseum ଅଫ ଆର୍ଟ ଆଣ୍ଡ କଲ୍ଚର ଠାରେ, ଭୁବନେଶ୍ୱରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ‘ନୃତ୍ୟନିପୁଣା’ର ନୃତ୍ୟାଙ୍ଗନା ମାନେ ନୃତ୍ୟ ପ୍ରଦର୍ଶନ କରିଛନ୍ତି। ଅନ୍ତର୍ଜାତୀୟ ନୃତ୍ୟ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ

Read More »
ମହାନଗର

ପହଲଗ୍ରାମ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ସହ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ଭୁବନେଶ୍ୱର, 25/04/25: ଜାମ୍ମୁ କାଶ୍ମୀର ର ପହଲ ଗ୍ରାମ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସହିତ ଆତଙ୍କବାଦୀ ମାନଙ୍କୁ କଠୋର ଦଣ୍ଡବିଧାନ କରିବାକୁ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସମ୍ପାଦକ ଅରବିନ୍ଦ ତ୍ରିପାଠୀ

Read More »
ମହାନଗର

ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇ ଥିବା ଆତ୍ମାଙ୍କ ଶାନ୍ତି ପାଇଁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ପହଲ ଗାଓଁ ରେ ଆତଙ୍କବାଦୀ ଦ୍ୱାରା ଯେଉଁଭଳି ଭାବରେ ନିରୀହ ପର୍ଯ୍ୟଟକମାନଙ୍କ ବର୍ବୋରଚିତ ହତ୍ୟା କରାଗଲା ତାହା କେବଳ ଦୁର୍ଭାଗ୍ୟ ଜନକ କି ସାଧାରଣ ହତ୍ୟାକାଣ୍ଡ ନୁହେଁ ଦେଶର ସୁରକ୍ଷା, ସାଧାରଣ ନାଗରିକଙ୍କ ସୁରକ୍ଷା ପ୍ରତି ଏକ ବିରାଟ ପ୍ରଶ୍ନବାଚୀ

Read More »
ମହାନଗର

ବରିଷ୍ଠ ପ୍ରଶାସନିକ ଅଧିକାରୀ ଶରତ ମହାପାତ୍ର ଙ୍କ ବିୟୋଗ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପୂର୍ବତନ ଓଡିଶା ପ୍ରଶାସନିକ ସେବା ଅଧିକାରୀ, ବରିଷ୍ଠ ସମାଜସେବୀ ଶରତ ଚନ୍ଦ୍ର ମହାପାତ୍ରଙ୍କ ସ୍ଥାନୀୟ ରତ୍ନାକରବାଗ ବାସଭବନରେ 88 ବର୍ଷ ବୟସରେ ପରଲୋକ ଘଟିଛି l ଦୀର୍ଘ ମାସ ଧରି ବୟସାଧିକ ସମସ୍ୟା ପାଇଁ ଚିକିତ୍ସିତ ହେଉଥିଲେ

Read More »
ମହାନଗର

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଣ୍ଟନ ଓ ସଚେତନତା

ଭୁବନେଶ୍ୱର: ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବମିଖାଲ ସ୍ଥିତ ବିର୍ସାମୁଣ୍ଡା ବସ୍ତିରେ ସମ୍ପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଭାପତିତ୍ବ ରେ ବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ସହ ଜଳ ସଚେତନତା ସମ୍ପର୍କରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି l ଉକ୍ତ

Read More »

You cannot copy content of this page