
ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର
ଭବାନୀପାଟଣା, ୨୬/୦୨, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : ଆଜି ବୁଧବାର ୬ଟା ସମୟରେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ସଦର ଥାନା ଅନ୍ତର୍ଗତ ସିଂହଝରନ୍ ନିକଟସ୍ଥ ରେଳ ଧାରଣା ଉପରେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର ହେଇଛି। ଯୁବକ ଜଣକ