ଖେଳ

ଖେଳ

ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ଦୁବାଇ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ।

Read More »
ଖେଳ

ବଙ୍ଗୁଆରୀ ପ୍ରିମିୟର ଲିଗ -୨୦୨୫ ଉଦଯାପିତ

ବାଲିଅନ୍ତା,୨୩।୨: ପାହାଳ ଥାନା ଅଧୀନ ବଙ୍ଗୁଆରୀ ଖେଳପଡ଼ିଆରେ ୫ ଦିନ ଧରି ଚାଲିଥିବା ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ପାହାଳ ଥାନା ଅତିରିକ୍ତ ଥାନା ଅଧିକାରୀ ବିଭୂତି ପ୍ରିୟଦର୍ଶୀ ମୁଦୁଲି,

Read More »
ଖେଳ

ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭାରତ-ପାକିସ୍ତାନ ମୁକାବିଲା ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ ପ୍ରସ୍ତୁତ। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ ବିଜୟୀ ହୋଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ

Read More »
ଖେଳ

ଗାଙ୍ଗୁଲିଙ୍କ ବାୟୋପିକ କୁ ନେଇ ଫିଲ୍ମ

ସେଲିବ୍ରିଟିଙ୍କ ବାୟୋପିକ୍ କୁ ନେଇ ଫିଲ୍ମ ନିର୍ମାଣ କରାଯାଉଥିବା ଦେଖାଯାଉଛି। ଏହା ଏକ ଟ୍ରେଣ୍ଡ୍ ପାଲଟିଗଲାଣି। ଫିଲ୍ମ ନିର୍ମାଣ କରିବା ପାଇଁ ସେଲିବ୍ରିଟିଙ୍କ ବାୟୋପିକ୍ ଖୁବ୍ ସଫଳତା ହାସଲ କରୁଛି ଫିଲ୍‌ମକୁ । ତେବେ ଏହି ସେଲିବ୍ରିଟି ମାନଙ୍କ ମଧ୍ୟରେ ରହିଛନ୍ତି

Read More »
ଖେଳ

ବାଆଦୀ ଠାକୁର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାଞ୍ଜିବାହାଲକୁ ହରାଇ ବଡପୁଝାରୀଗୁଡା ଦଳ ଚମ୍ପିୟାନ କୋକସରା,୧୮।୨(ଚକ୍ରଧର ବେଶ୍ରା): କୋକସରା ବ୍ଳକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ତଲାଗାଁ ବାଆଦୀ ଠାକୁର କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖୋଲ ପଡ଼ିଆରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ଖେଳ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ଏଥିରେ ବାଞ୍ଜିବାହାଲକୁ

Read More »
ଖେଳ

ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ; ଏସ.ଏସ. ସାନ ଏକାଦଶ ଚାମ୍ପିୟାନ

ବାଲିଅନ୍ତା : ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଉଦଯାପନ ହୋଇଯାଇଛି l ଏହି ଅବସରରେ ଏସ.ଏସ. ସାନ ଏକାଦଶ ଓ

Read More »
ଖେଳ

ଭାରତ-ଇଂଲଣ୍ଡ ମଧ୍ୟରେ ବାରବାଟୀ ଆଜି ଲଢ଼େଇ

ଭୁବନେଶ୍ୱର, ୯।୨: ବାରବାଟୀ ଷ୍ଟାଡିୟମରେ ରବିବାର ହେବ ଭାରତ-ଇଂଲଣ୍ଡ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌। ଏହା ଏକଦିବସୀୟର ଦ୍ୱିତୀୟ ସିରିଜ । ଖେଳ ଅପରାହ୍ନ ୧ଟା ୩୦ରେ ଆରମ୍ଭ ହେବ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ପ୍ରଥମ ଦିନିକିଆରେ ନାଗପୁରରେ

Read More »
ଖେଳ

ସାଇବର ସଚେତନତା ନିମନ୍ତେ ମେଡ଼ିଆ ଏକାଦଶ ଓ ପୁଲିସ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ବାଲିଅନ୍ତା,୮|୨: ସାଇବର କ୍ରାଇମକୁ ନେଇ ସଚେତନତା ନିମନ୍ତେ କମିସନରେଟ ପୁଲିସ(ପୁଲିସ ଏକାଦଶ) ଓ ସମ୍ବାଦଦାତା(ମେଡ଼ିଆ ଏକାଦଶ ) ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ନାଗପୁରସ୍ଥିତ ଶାଗୁଆ ଖେଳପଡିଆରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି

Read More »
ଖେଳ

ଦିତୀୟ ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ଫାଇନାଲରେ ଏସ୍ .ଏସ୍. ସାନ ଏକାଦଶ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବାର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫାଇନାଲକୁ ପ୍ରବେଶ କରିଛି ଏସ. ଏସ. ସାନ ଏକାଦଶ l ଆଜି ଅଭୟ

Read More »
ଖେଳ

ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ; ପ୍ରଥମ କ୍ୱାଟର ଫାଇନାଲ ଡିସିସି ସନ୍ତପୁର ବିଜୟୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଅଧୀନ ନାଗପୁର ସ୍ଥିତ ଶାଗୁଆ ଖେଳ ପଡ଼ିଆରେ ନାଗପୁର କ୍ରିକେଟ୍ କ୍ଲବ୍ ଦ୍ଵାରା ଦିତୀୟ ବର୍ଷିକ ଅଲ୍ ଓଡିଶା ନାଗପୁର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ୪ର୍ଥ ଦିନରେ ମୁଖ୍ୟଅତିଥି twin City କମିଶନର ସୁରେଶ ଦେବଦେତ ସିଂ ଯୋଗ

Read More »

You cannot copy content of this page