
ସ୍ବର୍ଗତ ହେମଲତାଙ୍କ ସ୍ମୃତିରେ ଖାଦ୍ୟ ଓ ବସ୍ତ୍ର ଦାନ
ଭୁବନେଶ୍ୱର: ବରିଷ୍ଠ ସମାଜସେବୀକା, ସରଳ, ମିଷ୍ଠଭାଷୀ ବ୍ୟକ୍ତିତ୍ୱ ର ଅଧିକାରୀ ସ୍ବର୍ଗତ ହେମଲତା ସାହୁଙ୍କ 11 ତମ ସ୍ମୃତି ଚାରଣ ଦିବସ ସ୍ଥାନୀୟ ଖଣ୍ଡଗିରି ସ୍ଥିତ ସତ୍ୟ ମହିମା ଆଶ୍ରମ ଠାରେ ନିଆରା ଭାବେ “ସାମାଜିକ ଅନୁଷ୍ଠାନ ମହିମା ସେବା ଫାଉଣ୍ଡେସନ








