
ସରକାରଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେଲା ନିଖିଳ ଓଡିଶା ଗ୍ରାମରକ୍ଷୀ ମହାସଙ୍ଘ
ଭୁବନେଶ୍ୱର: ରାସ୍ତାରେ ଗାଈଗୋରୁ ଶୋଇବା ଯୋଗୁଁ ପ୍ରତିଦିନ ଅନେକ ନିରୀହ ଜୀବନ ସହ ଗାଈଗୋରୁ ସଡ଼କ ଦୁର୍ଘଟଣାରେ ମୃତକ୍ଷହତ ହେଉଛନ୍ତି I ଅନେକ ପରିବାର ଛାରଖାର ହୋଇଯାଉଛି I ସରକାରୀ ଉଦାସୀନତା ଓ଼ ବିଭାଗୀୟ ଦାୟିତ୍ୱହୀନତା ର ଅଭାବ ଏଥିପାଇଁ ସମ୍ପୂର୍ଣ








