ମୁଖ୍ୟ ଖବର

ମୁଖ୍ୟ ଖବର

ହୋଲିରେ ମିଳିବ ବଡ଼ ଭେଟି

ହୋଲି ଏବଂ ଇଦ୍ ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ବଡ଼ ଭେଟି। କେନ୍ଦ୍ର ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦେଇପାରନ୍ତି ଉପହାର। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି କେନ୍ଦ୍ର କ୍ୟାବିନେଟ ବୈଠକରେ ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମହଙ୍ଗା

Read More »
ମୁଖ୍ୟ ଖବର

ଉତ୍ତମ ମହାନ୍ତିଙ୍କ ବିୟୋଗରେ ଶୋକସନ୍ତପ୍ତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର: ଗତ କିଛି ଦିନ ହେବ ସେ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିବା ଅବସ୍ଥାରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ଗୁରୁବାର ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ତାଙ୍କର ଏହି ପରଲୋକରେ ମୁଖ୍ୟମନ୍ତ୍ରୀ

Read More »
ମୁଖ୍ୟ ଖବର

ଆର ପାରିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର: ଗତ କିଛି ଦିନ ହେବ ସେ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିଲେ । ସେ ୬୬ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଗତ

Read More »
ମୁଖ୍ୟ ଖବର

ଅଚ୍ୟୁତ ସାମନ୍ତ ଙ୍କ ଗିରଫ ଦାବି କଲା ଏବିଭିପି

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଭୁବନେଶ୍ୱର ଆଜି ପୁଣି ଥରେ କିଟ୍ ବିଶ୍ଵବିଦ୍ୟାଳୟ ରେ ହୋଇଥିବା ନିନ୍ଦନୀୟ ଏବଂ ଅମାନବୀୟ ଘଟଣା ବିରୁଦ୍ଧରେ ରାଜରାସ୍ତାରେ ଗର୍ଜିଛି । କିଟ୍ ରେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ

Read More »
ମୁଖ୍ୟ ଖବର

ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର

କୋକସରା:(ଚକ୍ରଧର ବେଶ୍ରା): କଲାହାଣ୍ଡି ଜିଲ୍ଲା ଆମପାଣି ଥାନା ଅନ୍ତର୍ଗତ ବଡପୋଡାଗୁଡା ଠାରେ ଶନିବାର ଏକ ଟ୍ରାକ୍ଟର ଓଲଟି ଡ଼୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶନିବାର ବଡପୋଡାଗୁଡା ଠାରେ ଟ୍ରାକ୍ଟର କାମ କରୁଥିବା ସମୟରେ କୈ।ଣଷି କାରଣ

Read More »
ଅପରାଧ

ଦୋଷୀ ସାବ୍ୟସ୍ତ ହେଲା ଅଭିଯୁକ୍ତ ସଂଜୟ ରାୟ

କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍‌ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟ ଦୋଷୀ ସାବ୍ୟସ୍ତ ହୋଇଛି। ସିଆଲଦାହର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ଙ୍କ କୋର୍ଟ ତାକୁ ଦୋଷୀ

Read More »
ମୁଖ୍ୟ ଖବର

ଆଜି ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି

ଭୁବନେଶ୍ବର: ଆଜି ଠାରୁ ସିଙ୍ଗାପୁର ରାଷ୍ଟ୍ରପତି ୨ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ କମିସନରେଟ୍ ପୁଲିସ ପକ୍ଷରୁ ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୁବନେଶ୍ବରରେ ଏକାଧିକ କାର‌୍ୟ୍ୟକ୍ରମରେ ସିଙ୍ଗାପୁର ରାଷ୍ଟ୍ରପତି ଯୋଗଦେବେ । ଏଥିପାଇଁ ୪୦ ପ୍ଲାଟୁନ୍ ପୁଲିସ୍‌, ୧୫୦

Read More »
ମୁଖ୍ୟ ଖବର

ବୃଦ୍ଧ ବାପା, ମା’ଙ୍କ ଯତ୍ନ ନନେଲେ ମିଳିବନି ସମ୍ପତ୍ତି: ସୁପ୍ରିମକୋର୍ଟ

ସର୍ବୋଚ୍ଚ ଅଦାଲତର ଏହି ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଛନ୍ତି ଯେ, ବୃଦ୍ଧ ପିତାମାତାଙ୍କର ଯତ୍ନ ନେବାକୁ ପଡିବ । ସେମାନଙ୍କୁ ଅସହାୟ ଭାବେ ଛାଡିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।ସୁପ୍ରିମକୋର୍ଟଙ୍କ ରାୟରେ

Read More »
ଦେଶ- ବିଦେଶ

ପରଲୋକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ

ନୂଆଦିଲ୍ଲୀ: ଆଜି ରାତି ୯ଟା ୫୧ ମିନିଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା । ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର

Read More »
ମୁଖ୍ୟ ଖବର

ଅଦିନିଆ ବର୍ଷା ବିଗାଡିଦେଲା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ

ଖୋଲା ଆକାଶ ତଳେ ପାଣିରେ ଭାଷୁଛି ଚାଷୀଙ୍କ ଧାନ କଳାହାଣ୍ଡି, ୨୬|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କଳାହାଣ୍ଡି ଜିଲ୍ଲାର ସବୁ ଠାରୁ ବଡ଼ ଆରଏମସି ହେଉଛି ଜୁନାଗଡ଼ ଆରଏମସି । ହେଲେ ଜୁନାଗଡ଼ ଏତେବଡ଼ ଆରଏମସି ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ

Read More »

You cannot copy content of this page