ରାଜ୍ୟ

ମହାନଗର

ସାମ୍ବାଦିକ ବିଜୟ ପ୍ରଧାନଙ୍କୁ ଆକ୍ରମଣର ତୀବ୍ରନିନ୍ଦା ଓ ପ୍ରତିବାଦ

ଭୁବନେଶ୍ୱର, 26/05/25: ସାମ୍ବାଦିକଟିଏ ବହୁ କଷ୍ଟକରି ଖବର ସଂଗ୍ରହ କରିବା ସହିତ ସାଧାରଣଜନତାଙ୍କ ସମସ୍ୟା ସରକାରଙ୍କ ପାଖରେ ପହଞ୍ଚାଇ ଥାଏ l ମାତ୍ର ବହୁ ସମୟରେ ବହୁବାଧା ବିଘ୍ନ, ଆକ୍ରମଣ, ସମସ୍ୟା, ଅପମାନସହିଥାଏ l ବଡ଼ଖବର ସାମ୍ବାଦିକ ବିଜୟ ପ୍ରଧାନ ବଲାଙ୍ଗୀର

Read More »
ରାଜ୍ୟ

ଟିଟିଲାଗଡ଼ର ସଫେଇ କର୍ମଚାରୀଙ୍କୁ ନେଇ ପ୍ରକୃତି ରକ୍ଷା ତରଫରୁ ହେଲଥ କ୍ୟାମ୍ପ

ବଲାଙ୍ଗିର: ବଲାଙ୍ଗିର ଟିଟିଲାଗଡ଼ ସହରର ପ୍ରକୃତି ରକ୍ଷା ଏନ୍‌ଜିଓ ତରଫରୁ ବିଭିନ୍ନ ସମୟରେ ବିଭିନ୍ନ ସାମାଜିକ ସେବା କରାଯାଇଥାଏ । ଶନିବାର ଦିନ ସକାଳେ ସ୍ଥାନୀୟ ପୌର ପରିଷଦର କଲ୍ୟାଣ ମଣ୍ଡପ ଠାରେ ପ୍ରକୃତି ମିତ୍ର ସୋସିଆଲ ଅନୁଷ୍ଠାନ ପକ୍ଷରୁ ସଭାପତି

Read More »
ଅପରାଧ

ମନ୍ଦିର ରୋଷ ଘରେ ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ

ସମ୍ବଲପୁର: ସମ୍ବଲପୁର ଜମନକିରା ଥାନା ସଦର ମହକୁମାସ୍ଥିତ ବାବା ମୁକ୍ତେଶ୍ୱର ମନ୍ଦିର ରୋଷେଇ ଗୃହରେ ଜଣେ ୧୨ବର୍ଷୀୟା ନାବାଳିକା ବଳାତ୍କାରର ଶିକାର ହୋଇଛି। ମନ୍ଦିରର ଜଣେ ସହଯୋଗୀ ପୂଜକ ଶୋଭା ମହାପାତ୍ର ଓରଫ କେଦାର(୩୬)ଙ୍କ ନାମରେ ଅଭିଯୋଗ କରାଯାଇଛି । ପୀଡିତା

Read More »
ରାଜ୍ୟ

ତୁଷୁରାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର ଉଦଘାଟିତ

ବଲାଙ୍ଗିର: ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ ବଲାଙ୍ଗିର ତୁଷୁରା ମାରୱାଡି ଯୁବାମଞ୍ଚ ଓ ଜାଗୃତି ଶାଖାର ଆନୁକୂଲ୍ୟରେ ଶ୍ରୀ ମହାବୀର ବିକଳାଙ୍ଗ ସହାୟତା ସମିତି, ରାଞ୍ଚିର ମିଳିତ ତତ୍ତ୍ବାବଧାନରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଅଗ୍ରସେନ ଭବନ ଠାରେ ନିଃଶୁଳ୍କ ଅଙ୍ଗ ପ୍ରତ୍ୟାରୋପଣ ଶିବର

Read More »
ରାଜ୍ୟ

ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

ନୟାଗଡ: ନୟାଗଡ ଜିଲ୍ଲା, ଭାପୁର ବ୍ଲକ ଅନ୍ତର୍ଗତ କରବର ଗ୍ରାମର ଆକାଂକ୍ଷା ଙ୍କ ଅସ୍ମିକା ଯୁକ୍ତଦୁଇ ବିଜ୍ଞାନ 2025 ଓଡିଶା ବୋର୍ଡ ଅଧୀନ ବାର୍ଷିକ ପରୀକ୍ଷା ରେ 94.8% ପ୍ରତିଶତ ନମ୍ବର ରଖି ଅର୍ଥାତ 600 ରୁ 569 ନମ୍ବର ଅହେତୁକ

Read More »
ରାଜ୍ୟ

ସନ୍ଥ ତୀର୍ଥ ପୂଜନ ଉତ୍ସବ ଅନୁଷ୍ଠିତ

ତିର୍ତୋଲ: ଶ୍ରୀମଦ ବାବା ବଳିଆଙ୍କ ଶିଶୁ ଅନନ୍ତ ଆଶ୍ରମ ଅରିଲୋ ଠାରେ ସନ୍ଥ ତୀର୍ଥ ପୂଜନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ସଂସ୍କୃତି ପୁରୁଷ, ସ୍ତମ୍ଭକାର ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ସମେତ ସାରା

Read More »
ମହାନଗର

ସେଣ୍ଟ ଅର୍ଣ୍ଣଲଡ଼ ସ୍କୁଲ ଆଗରେ ଅଭିଭାବକ ମହାସଙ୍ଘର ଧାରଣା

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାଇ ସବୁ ପ୍ରାଇଭେଟ ସ୍କୁଲ ରେ ଆର୍ଥିକ ଅନାଗ୍ରସର ଶ୍ରେଣୀ ପିଲାଙ୍କ ନିମନ୍ତେ ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ 25% ସିଟରେ ମାଗଣା ପlଠ ପଢ଼ିବାର ବ୍ୟବସ୍ଥା ରହିଛି l ସେହି ଆଇନ ଅନୁଯାଇ ଏବର୍ଷ 18

Read More »
ରାଜ୍ୟ

ଅକ୍ଷୟ ଯୁବ ସଂଘ ତରଫରୁ ମେଧାବୀ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ଚଳିତବର୍ଷ ମାଟ୍ରିକ୍ ପରୀକ୍ଷାରେ ଡମପଡା ବ୍ଲକ ଅନ୍ତର୍ଗତ ଦୁଲଣାପୁର ଗ୍ରାମର ଧିରେନ୍ଦ୍ର ପରିଡ଼ା ଙ୍କ ପୁତ୍ର ଦିବ୍ୟଜିତ୍ ପରିଡ଼ା ଏ-1 ପାଇଥିବାରୁ ତାକୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜିକ ଅନୁଷ୍ଠାନ ଅକ୍ଷୟ ଯୁବ ସଂଘ ର ଆବାହକ ଅବିନାଶ ପଟ୍ଟନାୟକ ଶ୍ରୀ

Read More »
ରାଜ୍ୟ

ସାହିତ୍ୟିକା କୃଷ୍ଣପ୍ରିୟା ନନ୍ଦଙ୍କ ବିୟୋଗ

ଭୁବନେଶ୍ୱର: ସାହିତ୍ୟିକା କୃଷ୍ଣପ୍ରିୟା ନନ୍ଦଙ୍କ ଭୁବନେଶ୍ୱର ଏକ ଘରୋଇ ହସ୍‌ପିଟାଲ୍‌ରେ ବିୟୋଗ ଘଟିଛି। ଗତ କିଛି ମାସ ଧରି ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ କୃଷି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚୌଧୁରୀ ନିଶାମଣି ନନ୍ଦଙ୍କ ତୃତୀୟ କନ୍ୟା ।

Read More »
ରାଜ୍ୟ

ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ଜିଲ୍ଳା କାରାଗାର ଅନ୍ତେବାସୀଙ୍କ ପାଇଁ ଲାଇବ୍ରେରୀ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଳା ୮୪ ଘର ଅଘରିଆ ସମାଜ ଟ୍ରଷ୍ଟ ତରଫରୁ ବଲାଙ୍ଗିର ଜିଲ୍ଲା କାରାଗାର ଅନ୍ତେବାସୀଙ୍କ ମନରେ ସଂସ୍କାର ସହ ସାହିତ୍ୟ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଜେଲ ସୁପରିଣ୍ଟେଣ୍ଡେଣ୍ଟ ସର୍ବେଶ୍ୱର ସାହୁଙ୍କୁ ୩୧୪ ଖଣ୍ଡ ଲାଇବ୍ରେରୀ ବହି ପ୍ରଦାନ

Read More »

You cannot copy content of this page