ସୃଜନୀ

ମା

ଜନ୍ମେଜୟ ନାଏକ  ମାଁ ବୋଲି ଡାକି ଦେଲେ ମାଟିରୁ ଆକାଶ ଯାଏ ଖେଳେ ପ୍ରତିଧ୍ଵନି।  ସେ ଥାଏ ମୋ ହୃଦୟରେ, ମୋ ବେଦନାରେ,,,  ମୋ ପ୍ରାର୍ଥନା ରେ , ଆତ୍ମାର ପୁଳକରେ,,, ସେ ତ ମୋ ଜନନୀ ।।                                         ସେ ଚାହିଁ ଥାଏ

Read More »
ସୃଜନୀ

ବାଳକାଟୀ ପଞ୍ଚୁଦୋଳ ମେଳଣର ଐତିହାସିକ ଭିତ୍ତିଭୂମି

ସମଗ୍ର ଓଡ଼ିଶାରେ ଯେତେ ସବୁ ସ୍ଥାନରେ ଦୋଳ ମେଳଣ ଅନୁଷ୍ଠିତ ହୁଏ, ସେଥିମଧ୍ୟରୁ ବାଳକାଟୀ ପଞ୍ଚୁଦୋଳ ମେଳଣ ସ୍ୱତନ୍ତ୍ର। କାରଣ ଏହା ପଛରେ ଏକ ଐତିହାସିକ ଭିତ୍ତିଭୂମି ଅଛି। ଓଡ଼ିଶାର ପ୍ରସିଦ୍ଧ ଜୟଦେବ ନିର୍ବାନମଣ୍ଡଳୀରେ ବାଳକାଟୀ ଅନ୍ତର୍ଭୁକ୍ତ। ଯଦିଓ ସମଗ୍ର ଭାରତବର୍ଷରେ

Read More »
ସୃଜନୀ

ତୁ ଗଲାପରେ

–କୈଳାସ ବେହେରା ତୁ ଗଲାପରେ ଯେମିତି ଥିଲା ସବୁ ସେମିତି ଥିବ ନଈ କୂଳେକୂଳେ ସେମିତି ବହୁଥିବ ପବନ, ପ୍ରଜାପତିର ଡେଣାରେ ସବାର ହେଉଥିବ ସକାଳର ଖରା ଜହ୍ନ କିରଣରେ ପଖାଳି ହେଉଥିବ ଧାନକ୍ଷେତ ତୋ’ଘରର ମଥାନ ଉପରୁ ଚୁଲିର ଧୂଆଁ

Read More »
ସୃଜନୀ

-: ଚେହେରା :-

–ରତିକାନ୍ତ ଜେନା ପ୍ରତି ମୁହୂର୍ତ୍ତରେ ଚେହେରା ବଦଳେପ୍ରକୃତି ବଦଳେ ନାହିଁ.ପ୍ରତି ମୁହୂର୍ତ୍ତରେ ଭରସା ବଦଳେପ୍ରେମ କଲେ ଧୋକା ଖାଇ……….. ଯେମିତି ଆସୁଛି ଦିନ ପରେ ଦିନରାତି ପରେ କେତେ ରାତି.ଜହ୍ନର କିରଣ ଝରକା ଫାଙ୍କରେଆଣିଦିଏ କିଛି ସ୍ମୃତି………….. ମିଞ୍ଜି ମିଞ୍ଜି ତାରା

Read More »

You cannot copy content of this page