ଅପରାଧ

ଅପରାଧ

ବେଟିଂ ଆପ୍ ମାଷ୍ଟର ମାଇଣ୍ଡର ଖେଳ ଖତମ୍, ୨ ବର୍ଷରେ ଆୟ ୨ କୋଟି

ବଲାଙ୍ଗିର: ଆଖି ତରାଟିଲା ଭଳି ସଂପତ୍ତି, ଥାଟବାଟ। ବଲାଙ୍ଗିର, ବଲାଙ୍ଗିର, ଜିଲ୍ଲା ର ସଇଁତଳା ବ୍ଳକ ଅନ୍ତର୍ଗତ ପାଇକସମରା ର ୨ ବର୍ଷ ଭିତରେ କୋଟିପତି ବନି କୋଠା ତୋଳିଥିଲା, କାର୍ ଓ ବାଇକ୍ କିଣିଥିଲା। ମାସକୁ ପାଉଥିଲା ୧୦ରୁ ୧୨

Read More »
ଅପରାଧ

୩୫୭କେଜି ଗଞେଇ ଜବତ କଲା କନୂଆଗାଁ ପୋଲିସ

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢୁଛି ଗଞ୍ଜେଇ ଚାଷ ଓ ଚାଲଣ । କନୂଆଗାଁ ପୋଲିସ ପକ୍ଷରୁ ପେଟ୍ରୋଲିଂ ବେଳେ ରାସ୍ତା କଡରୁ ବାହାରକୁ ଚାଲଣ ପାଇଁ ରଖାଯାଇଥିବା ୩୫୭ କେଜି ଗଞ୍ଜେଇ ବସ୍ତା ଜବତ କରାଯାଇଛି । ସିର୍ତିଗୁଡା

Read More »
ଅପରାଧ

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଆରୁହା ଗ୍ରାମରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡିକୁ ଆକ୍ରମଣ ଘଟଣାରେ ପୁଲିସ ଉଭୟ ଗୋଷ୍ଠୀର ୪ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତ ଶନିବାର ଦିନ ଆରୁହା ଗ୍ରାମରେ ଅନୁଷ୍ଠିତ

Read More »
ଅପରାଧ

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଧରି ନିର୍ଧୁମ ଛେଚିଲେ ଲୋକେ

ବଲାଙ୍ଗୀର,୧୫ା୪: ବଲାଙ୍ଗୀର ସହରରୁ ପୁଣି ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସହରରେ ଜଣେ ନିଶାସକ୍ତ ଯୁବକ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ନିଜ ହିତାହିତ ଜ୍ଞାନ ହରାଇ ବାଛୁରୀ ଆଖିକୁ ଫୋଡ଼ିଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ

Read More »
ଅପରାଧ

ବଲାଙ୍ଗୀରରେ ଚାଞ୍ଚଲ୍ୟ: ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ହାଣିଲେ, ରାସ୍ତାରେ ପଡ଼ିଛି ରକ୍ତାକ୍ତ ମୃତଦେହ

ବଲାଙ୍ଗିର,୧୨।୪: ବଲାଙ୍ଗିର ରେ ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଟାଙ୍ଗିଆରେ ହାଣି ବିଭତ୍ସ ହତ୍ୟା। ବଲାଙ୍ଗୀର ଜିଲା ଚିମିନିଭାଟି ପଡ଼ା ପ୍ରାଥମିକ ସ୍କୁଲ ନିକଟ ଜନଗହଳି ରାସ୍ତାରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି l ହତ୍ୟାକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଟିମ୍‌

Read More »
ଅପରାଧ

ଭୁବନେଶ୍ୱରରେ ପୋଲିସ ଏନକାଉଣ୍ଟରରେ ବ୍ରାଉନ୍ ସୁଗାର ବେପାରୀ ଆହତ

ଭୁବନେଶ୍ୱର: ପୋଲିସ୍ ଏନକାଉଣ୍ଟରରେ ଆହତ ହେଲା ବ୍ରାଉନ୍ ସୁଗାର ବେପାରୀ। ଗୁରୁବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରେ ପୋଲିସ ଏନକାଉଣ୍ଟରରେ ଜଣେ ବ୍ରାଉନ୍ ସୁଗାର ବେପାରୀ ଆହତ ହୋଇଛି। ଶେଖ ଜାମସେଦ ନାମକ ଅପରାଧୀ ବାମ ଗୋଡରେ ଗୁଳି ବାଜିବା

Read More »
ଅପରାଧ

ବଲାଙ୍ଗୀରରେ ଶିଶୁ ବିକ୍ରି, ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଡିଲ୍

ବଲାଙ୍ଗିର: ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଏକ ନବଜାତ ଶିଶୁ ପୁତ୍ର ବିକ୍ରି ପାଇଁ ଡିଲ୍ ହୋଇଥିବା ଜଣାପଡିଛି। ଶିଶୁପୁତ୍ରକୁ ଟଙ୍କା ଦେଇ ଜଣେ ଦମ୍ପତି କିଣିଥିବା ଜଣାପଡିବା ପରେ ହଇଚଇ ସୃଷ୍ଟି ହୋଇଛି। ବଲାଙ୍ଗୀର ସହର ମାଲପଡାରେ ଭଡ଼ାଘରେ

Read More »
ଅପରାଧ

ଦୁଷ୍କର୍ମ ପୀଡିତାକୁ ନ୍ୟାୟ ପାଇଁ ଜୁନାଗଡ ପୋଲିସ କୁ ଦାବୀପତ୍ର ଦେଲା କଳାହାଣ୍ଡି ବଙ୍କା ସମାଜ ଓ ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

କଳାହାଣ୍ଡି, ୯|୪(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ଗତ ତା ୨୬,୩,୨୦୨୫ ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅନ୍ତର୍ଗତ ମିଚା ଗାଁ ଠାରେ ଏକ ଗଣ ବଳାତ୍କାର ହୋଇଛି |ସୂଚନା ମୁତାବକ ପୀଡିତା କହିବା ହିସାବରେ ଗାଁ ରେ ଏକ ନାଟକ

Read More »
ଅପରାଧ

ସ୍ତ୍ରୀ ର ହତ୍ୟା ଅଭିଯୋଗରେ ସ୍ୱାମୀ କୋର୍ଟଚାଲାଣ

କଳାହାଣ୍ଡି, ୩|୪ (ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): ନିଜ ସ୍ତ୍ରୀ କୁ ହତ୍ୟା ଅଭିଯୋଗରେ ସ୍ଵାମୀକୁ ଗିରଫ କରି କୋର୍ଟ ଚାଲାଣ କରିଛି ଥୁଆମୂଳ ରାମପୁର ପୋଲିସ | ସୂଚନା ଅନୁଯାୟୀ, ଗତ ୨୮ ତାରିଖ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର

Read More »
ଅପରାଧ

ଜଙ୍ଗଲରେ ଅବକାରୀ ବିଭାଗର ଚଢାଉ, ୮୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ଫିରିଙ୍ଗିଆ: କନ୍ଧମାଳ ଜିଲ୍ଲା ଅବକାରୀ ସ୍ବତନ୍ତ୍ର ସ୍ମାର୍ଡ ଗୋଛପଡ଼ା ଥାନା ଅନ୍ତର୍ଗତ କଞ୍ଜାମାଇ ଗ୍ରାମ ନିକଟରେ ଥ‌ିବା ଜଙ୍ଗଲରେ ଚଢ଼ାଉ କରିଛନ୍ତି । ଚଢାଉ କରି ଜଙ୍ଗଲରେ ରଖା ଯାଇଥିବା ୩୪ଟି ଗଞ୍ଜେଇ ଭର୍ତ୍ତି ଜରି ଅଖା ବସ୍ତା ଜବତ କରିଛନ୍ତି

Read More »

You cannot copy content of this page