
ସେଭ ଗଙ୍ଗୁଆ” ପକ୍ଷରୁ ଗଙ୍ଗୁଆ ପଦଯାତ୍ରା
ଗଙ୍ଗୁଆ ପୁନଃରୁଦ୍ଧାର ପାଇଁ ସାମାଜିକ କର୍ମୀଙ୍କ ସହ ସଂକଳ୍ପ ନେଲେ ଉତ୍ସାହି ଯୁବ ପ୍ରତିଭାଭୁବନେଶ୍ୱର: ଓଡ଼ିଆ ଅସ୍ମିତା,ଐତିହ୍ୟ ଓ ସଂସ୍କୃତି ଓ ପୌରାଣିକ କିମ୍ବଦନ୍ତୀର ଅନନ୍ୟ ପରିଚୟ ଏକାମ୍ରର ପୁଣ୍ୟତୋୟା ଗଙ୍ଗା ଭାବେ ପରିଚିତ ଥୁବା ଗନ୍ଧବତୀ ନଦୀ ଯାହାକି ଆଜି