
ଲାସ୍ୟକଳା ଓ ସୁରଭାଇବ୍ରେସନ ପକ୍ଷରୁ ମାଟିର ମହକ ପାଳିତ ହୋଇଯାଇଛି
ମାଟିର ମହକ ସମ୍ମାନରେ ସମ୍ମାନିତ ହେଲେ ଡ଼. ଅଚ୍ୟୁତ ସାମନ୍ତ ଭୁବନେଶ୍ୱର: ହୋଟେଲ ତାଜ ଭିଭାନ୍ତ ରେ ମହାବିଷୁବ ସଂକ୍ରାନ୍ତି ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଅର୍ନ୍ତଜାତୀୟ ଖ୍ୟାତିସଂପନ୍ନ ଓଡ଼ିଆ ଡ଼: ଅଚ୍ୟୁତ ସାମନ୍ତଙ୍କୁ ଅନୁଷ୍ଠାନର ସର୍ବୋଚ୍ଚ ସମ୍ମାନ ମାଟିର