
ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ
ବଲାଙ୍ଗିର,ସ୍ଵତନ୍ତ୍ର ବାର୍ତ୍ତା ବ୍ୟୁରୋ, ବଲାଙ୍ଗିର, ଠିକା ଭାଗବଣ୍ଟାକୁ ନେଇ ଦେଓଗାଁ ବ୍ଲକ ପଞ୍ଚାୟତ ସମିତି ବୈଠକରେ ହଟ୍ଟଗୋଳ। ବିଜେଡି ବ୍ଲକ ଅଧ୍ୟକ୍ଷଙ୍କ କାର୍ୟ୍ୟକଳାପକୁ ବିରୋଧ କରି ବାହାରି ଆସିଲେ ବିଜେଡି, କଂଗ୍ରେସ ସରପଞ୍ଚ ଓ ସମିତିସଭ୍ୟ। ବାହାରେ ହୋହାଲ୍ଲା ଚାଲିଥିବା ବେଳେ