
କୋଟି କୋଟି ଟଙ୍କାର ସମ୍ପତ୍ତି, ସବୁଜ ହୀରା ପଡ଼ି ରହିଛି ଖୋଲା ଆକାଶ ତଳେ
ବଲାଙ୍ଗିର: କେନ୍ଦୁପତ୍ର ହେଉଛି ପଶ୍ଚିମ ଓଡ଼ିଶାର ସବୁଜ ହୀରା।ଏହା ପଶ୍ଚିମ ଓଡ଼ିଶାରେ ବହୁ ମାତ୍ରାରେ ମିଳେ।ପଡ଼ିଆ ଜମିରେ କେନ୍ଦୁପତ୍ର ଉଠିଥାଏ।ବୁଦା ବୁଦା ହୋଇ ବିକ୍ଷିପ୍ତ ଭାବରେ ପଡ଼ିଆ ଜମି ମାନଙ୍କ ରେ ସବୁଜ ପତ୍ର ଆଚ୍ଛାଦିତ ହୋଇଥାଏ।ଜଙ୍ଗଲ ବିଭାଗର ଏକ ଅଂଶ