ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ଉତ୍କଳ ବିଶ୍ୱବିଦ୍ୟାଳୟରେ ହେଲା ନାଗରିକ ସମ୍ବର୍ଦ୍ଧନା ଉତ୍ସବ ଭୁବନେଶ୍ୱର: ଅନ୍ତର୍ଜାତୀୟ ଛାତ୍ରଜୀବନ ଦର୍ଶନ (SEIL) ୨୦୨୫ରେ ଭାରତର ଅଷ୍ଟଲକ୍ଷ୍ମୀରୁ ରାଜ୍ୟରୁ ଆସିଥିବା ୨୯ ଜଣ ପ୍ରତିନିଧିମାନଙ୍କୁ ୨୪.୦୧.୨୦୨୫ ତାରିଖରୁ ୨୬.୦୧.୨୦୨୫ ତାରିଖ ମଧ୍ୟରେ ୩ ଦିନରେ କନକ ଭବନରେ ବିଭିନ୍ନ ଗଣମାଧ୍ୟମ ପରିଦର୍ଶନ , ଅନେକ ସପିଂ ମଲ, ଏକାମ୍ର ହାଟ, ପୁରୀ ଜିଲ୍ଲାର ନାଗାମଠ ଗ୍ରାମରେ ଗ୍ରାମ୍ୟ ଚାଲିଚଳନ ଅନୁଭବ କରି କୋଣାର୍କ ଚନ୍ଦ୍ରଭାଗା ବେଳାଭୂମି ଭ୍ରମଣ କରିଥିଲେ ଏବଂ ଏଥିସହ ବିଶ୍ବପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିର… Continue reading ଉଦଯାପିତ ହେଲା ଏବିଭିପିର ଛାତ୍ର ଜୀବନ ଦର୍ଶନ

ରାଷ୍ଟ୍ରୀୟ କଳାମଞ୍ଚ ର ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ ଅନୁଷ୍ଠିତ

ଭୁବନେଶ୍ୱର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଗତିବିଧି ରାଷ୍ଟ୍ରୀୟ କଳାମଞ୍ଚ ର ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଆରମ୍ଭ ହୋଇଯାଇଛି। ପ୍ରତିଭା ସଙ୍ଗମ ଆଗାମୀ ୨୧ ତାରିଖ ପର୍ୟ୍ୟନ୍ତ ଚାଲିବ। ଏଥିରେ ଓଡ଼ିଶାର ସାଂଗଠନିକ ୩୭ଟି ଜିଲ୍ଲାର କୋଣ ଅନୁକୋଣରେ ଥିବା ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ତରରୁ ୧୦୦୦ ରୁ ଉର୍ଦ୍ଧ୍ବ ସଂଖ୍ୟାରେ ବଛା ବଛା ଦକ୍ଷ ପ୍ରତିଯୋଗୀ ଭାଗ ନେବା ନିମନ୍ତେ ମନ୍ଦିରମାଳିନୀ ଭୁବନେଶ୍ବର ସହରକୁ… Continue reading ରାଷ୍ଟ୍ରୀୟ କଳାମଞ୍ଚ ର ରାଜ୍ୟସ୍ତରୀୟ ପ୍ରତିଭା ସଙ୍ଗମ ଅନୁଷ୍ଠିତ

You cannot copy content of this page