ତଥାକଥିତ ବାବାଙ୍କୁ ସାବଧାନ କରାଇଲେ ସଂସ୍କୃତି ମନ୍ତ୍ରୀ । କହିଲେ , ଭକ୍ତି ନାଁରେ ଭାଣ୍ଡାମୀ କଲେ ନିସ୍ତାର ନାହିଁଭକ୍ତି ନାଁରେ ଭାଣ୍ଡାମୀ କରୁଥିଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ଭକ୍ତି ନାଁରେ ଭାଣ୍ଡାମୀ ଚଳିବ ନାହିଁ । ଏମିତି କହି ତଥାକଥିକ ବାବାଙ୍କୁ ସାବଧାନ କରାଇଛନ୍ତି ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ୟ୍ୟବଂଶୀ। ଭକ୍ତି ବା ଭଗବାନଙ୍କ ନାଁ ନେଇ ଯିଏ ବ୍ୟାପାର କରୁଛନ୍ତି, ଲୋକଙ୍କ ଭାବାବେଗ ସହ ଖେଳୁଛନ୍ତି ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। ଏସବୁ… Continue reading ତଥାକଥିତ ବାବାଙ୍କୁ ମନ୍ତ୍ରୀଙ୍କ ଚେତାବନୀ
ତଥାକଥିତ ବାବାଙ୍କୁ ମନ୍ତ୍ରୀଙ୍କ ଚେତାବନୀ
