ଚାନ୍ଦବାଲି: ମା’ କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ। ଏ ସମ୍ପର୍କରେ ବିଶ୍ୱବ୍ୟାପୀ ପ୍ରସାର କରିବା ପାଇଁ ୧୯୯୧ ମସିହା ଫେବୃୟାରୀ ୧୪ରେ ଓ୍ବାଲ୍ଡ ଆଲିଆନ୍ସ ଫର୍ ବ୍ରେଷ୍ଟ ଫିଡିଙ୍ଗ୍ ଆକ୍ସନ ପ୍ରତିଷ୍ଠା କରାଯାଇଥିଲା। ଏହିପରିପକ୍ଷେ ଆଜି ଚାନ୍ଦବାଲି ଏନଏସିର ବାଲିଗାଁ ଅଞ୍ଚଳରେ ମା’ କ୍ଷୀର ଶିଶୁପାଇଁ କେତେ ଆବଶ୍ଯକ ଅଟେ ସେବିଷୟରେ ବାଲିଗାଁ ଉପସ୍ବାସ୍ଥ୍ଯ କେନ୍ଦ୍ରର ଏନ୍ଏମ କର୍ମୀ ସୁଧାଶୁଂ ମଳିନି ବେହେରା ସମସ୍ତ ମା ମାନଙ୍କୁ ବୁଝାଇବାପରେପରେ ଏସଡିପିଓ ସବିତା ସେଠି ଉପସ୍ଥିତ ହୋଇ ବୁଝାଇଥିଲେ… Continue reading ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ
ଚାନ୍ଦବାଲି ଏନଏସି ବାଲିଗାଁ ଅଞ୍ଚଳରେ ମାର କ୍ଷୀର ଶିଶୁ ପାଇଁ ଅମୃତ ସମାନ କାର୍ଯ୍ଯକ୍ରମ ପାଳିତ
