ବେତନଟୀ କଳା ବିକାଶ କେନ୍ଦ୍ରର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚନ

betanati kalavikash kendra annualday

ବେତନଟୀ ୧୭/୧୨: ବେତନଟୀ କଳା ବିକାଶ କେନ୍ଦ୍ର ୧୯୮୩ ମସିହାରେ ପ୍ରତିଷ୍ଠିତ ଓ ରାଜ୍ୟ ସରକାରଙ୍କ ଦ୍ୱାରା ପଞ୍ଜୀକୃତ ତଥା ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ଏହି ପୁରାତନ ସାଂସ୍କୃତିକ ଅନୁଷ୍ଠାନର ୪୧ ତମ ପ୍ରତିଷ୍ଠା ଦିବସ ଏବଂ ସ୍ମରଣିକା ଉନ୍ମୋଚନ ଉତ୍ସବ ଅନୁଷ୍ଠାନ ପରିସରରେ ୧୫/୧୨/୨୪ ରିଖ ରେ ପାଳିତ ହୋଇ ଯାଇଛି । ଏହି ଉତ୍ସବ କୁ ବଡସାହି ନିର୍ବାଚନ ମଣ୍ଡଳୀର ବିଧାୟକ ସନାତନ ବିଜୁଳି ମୁଖ୍ୟ ଅତିଥି ଆନୁଷ୍ଠାନିକ… Continue reading ବେତନଟୀ କଳା ବିକାଶ କେନ୍ଦ୍ରର ୪୧ ତମ ପ୍ରତିଷ୍ଠା ଦିବସ ପାଳିତ ଓ ସ୍ମରଣିକା ଉନ୍ମୋଚନ

ଭିନ୍ନ ଏକ ମୀରା ଲୋକାର୍ପିତ

Book fair in Bhubaneswar

ଭୁବନେଶ୍ୱର: ସ୍ଥାନୀୟ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଷଷ୍ଠ ଓଡିଶା ରାଜ୍ୟ ପୁସ୍ତକ ମହୋତ୍ସବ 2024 ଅବସରରେ କାବ୍ୟଲୋକ ପ୍ରକାଶନ ପକ୍ଷରୁ ଆୟୋଜିତ ହୋଇଥିବା ପୁସ୍ତକ ଲୋକାର୍ପଣ ଓ ସୃଜନ ସମ୍ମାନ ଅନୁଷ୍ଠିତ ହୋଇ ଯାଇଛି I ଏହି ଅବସରରେ ସାହିତ୍ୟିକା, ଲେଖିକା ଜୟଶ୍ରୀ ଦାସଙ୍କ “ଭିନ୍ନ ଏକ ମୀରା ଗଳ୍ପ ସଂକଳନ “ଅତିଥି ମାନଙ୍କ ଦ୍ୱାରା ଲୋକାର୍ପିତ ହୋଇ ଯାଇଛି I ମୁଖ୍ୟ ଅତିଥି ଭାବେ ଡ଼ଃ ହୃଷିକେଶ ମଲ୍ଲିକ, ବିଧାନସଭା ସଚିବ ସାହିତ୍ୟିକ, ଦାଶରଥି ଶତପଥି,… Continue reading ଭିନ୍ନ ଏକ ମୀରା ଲୋକାର୍ପିତ

You cannot copy content of this page