ନୂଆଦିଲ୍ଲୀ: ଓଡ଼ିଆ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବାପାଇଁ ରୀତିଯୁଗୀୟ ସାହିତ୍ୟିରିତିରେ ଓଡ଼ିଆ କବି, ସାହିତ୍ୟିକ, ଲେଖକ, ଚିତ୍ରଶିଳ୍ପୀ ଡ଼ କୁଳମଣି ବିଶ୍ୱାଳଙ୍କ ଦ୍ୱାରା ରଚିତ “ପ୍ରେମାର୍ଦ୍ଧଶତ” କବିତା ପୁସ୍ତକ ହିନ୍ଦୀ ସଙ୍କଳନର ଉନ୍ମୋଚନ ଉତ୍ସବ ସ୍ଥାନୀୟ ଆଇ.ଆଇ.ଏମ.ସି. ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବରେ ମୁଖ୍ୟବକ୍ତାଭାବରେ ଭଞ୍ଜ ସାହିତ୍ୟରେ ପ୍ରବୀଣ ବକ୍ତା ବାଗ୍ମୀ ତଥା ରୀତିଯୁଗୀୟ ସାହିତ୍ୟ ସାଧକ ଡ଼.କୃଷ୍ଣ କେଶବ ଷଡ଼ଙ୍ଗୀ ପୁସ୍ତକରେ କିପରି ରୀତିଯୁଗୀୟ ସାହିତ୍ୟ ଶବ୍ଦ ଭରିରହିଛି ତାହା ବର୍ଣ୍ଣନା କରିଥିଲେ… Continue reading କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ
କୁଳମଣି ବିଶ୍ୱାଳଙ୍କ “ପ୍ରେମାର୍ଦ୍ଧଶତକ” ପୁସ୍ତକର ହିନ୍ଦୀ ସଂସ୍କରଣ ଉନ୍ମୋଚିତ
