ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ

ଭୁବନେଶ୍ୱର: ବିଶିଷ୍ଟ ଐତିହାସିକ, ଗବେଷକ, ଓଡ଼ିଆ ଭାଷା ସାହିତ୍ୟ ର ଅତୁଳନୀୟ ପୁଜ୍ୟପୂଜା ପ୍ରାଣ ପ୍ରଫୁଲ ଚନ୍ଦ୍ର ତି୍ରପାଠୀଙ୍କ ୮୫ତମ ଶୁଭ ଜନ୍ମଦିବସ ଅବସରରେ, ବରିଷ୍ଠ ସାମ୍ବାଦିକ, ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଂଚର ଅଧ୍ୟକ୍ଷ ପ୍ରଦୁ୍ୟମ୍ନ ଶତପଥୀଙ୍କ ସଂଯୋଜନାରେ ପୁସ୍ତକ “କଥା ବୀଥିକା”ର ଶୁଭ ଉନ୍ମୋଚନ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମହାନ ଆଧ୍ୟାମିôକ ସାରସ୍ୱତ ସାଧକ ବ୍ରହ୍ମା ନନ୍ଦ ସରସ୍ୱତୀ, ସମ୍ମାନିତ ଅତିଥି ଭାବେ ପଦ୍ମଶ୍ରୀ ଡ.… Continue reading ଐତିହାସିକ, ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ“କଥା ବୀଥିକା” ଲୋକାର୍ପିତ

ନିଆରା ନକ୍ଷତ୍ର ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ବିନ୍ଦୁ ସାଗର, ଭୁବନେଶ୍ୱର-୨ସ୍ଥିତ କେଦାରନାଥ ଗବେଷଣା ପ୍ରତିଷ୍ଠାନ ଠାରେ କବି ମନମୋହନ ଆଚାର୍ଯ୍ୟଙ୍କ ସାମଗ୍ରିକ ସୃଷ୍ଟି ସର୍ଜନା ଓ ବ୍ୟକ୍ତିତ୍ୱ ଉପରେ ଆଧାରିତ ପୁସ୍ତକ ‘ନିଆରା ନକ୍ଷତ୍ର’ର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଲୋକାର୍ପଣ ଉତ୍ସବରେ ଉଦଘାଟକ ଭାବେ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଯୋଗଦେଇଥିବାବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଡାଇରେକ୍ଟର ଦୂରଦର୍ଶନ ଡକ୍ଟର ଶାନ୍ତନୁ ରଥ ଯୋଗଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ପ୍ରଫେସର ସଂସ୍କୃତି ବିଶ୍ୱବିଦ୍ୟାଳୟ… Continue reading ନିଆରା ନକ୍ଷତ୍ର ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

You cannot copy content of this page