ଭୁବନେଶ୍ୱର: ସମଗ୍ର ବିଶ୍ୱକୁ ଅହିଂସା, ଶାନ୍ତି, ଜ୍ଞାନ, ସହନଶୀଳତା, ମାନବବାଦ ପ୍ରମୁଖ ଦିବ୍ୟ ଅମୁଲ୍ୟ ସମ୍ପଦ ପ୍ରଦାନ କରିଥିବା ତଥାଗତ ବୁଦ୍ଧଙ୍କ 2569 ତମ ଜୟନ୍ତୀ ସ୍ଥାନୀୟ ୟୁନିଟ 9 ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଥିବା ବୋଧି ବୃକ୍ଷ ପ୍ରତିମୂର୍ତ୍ତି ସ୍ଥଳରେ ମହାବୁଦ୍ଧି ଯୁବ ଅଭିଯାନ ପକ୍ଷରୁ ସାମୁହିକ ଦ୍ବୀପ ଦାନ, ମୌନବ୍ରତ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କାର୍ଯ୍ୟକ୍ରମ ଅଭିଯାନ ର ଅଧ୍ୟକ୍ଷ, ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ… Continue reading ଭଗବାନ ବୁଦ୍ଧ ଜ୍ଞାନ, ଶାନ୍ତି, ସହନଶୀଳତା, ଅହିଁସା, ମାନବବାଦର ସର୍ବକାଳୀନ ପ୍ରତୀକ
ଭଗବାନ ବୁଦ୍ଧ ଜ୍ଞାନ, ଶାନ୍ତି, ସହନଶୀଳତା, ଅହିଁସା, ମାନବବାଦର ସର୍ବକାଳୀନ ପ୍ରତୀକ
