ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ବେତନଟୀ,୧୦/୧: ଶୁକ୍ରବାର ସିବିଏସଇ ବେତନଟୀ ଆଗ୍ରିଆ ସ୍ଥିତ ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ସ୍କୁଲରେ ଅନୁଷ୍ଠିତ ଗ୍ରାଣ୍ଡ ପେରେଣ୍ଟସ ଡେ ଓ ପୁରସ୍କାର ବିତରଣୀ ଉତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି l ସ୍କୁଲର ଅଧ୍ୟକ୍ଷା ସିଷ୍ଟର ଶ୍ୟାନି. ଭି. ଜୋସେଫଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ବେତନଟୀ ବ୍ଲକ ଅଧ୍ୟକ୍ଷା କୌଶଲ୍ୟା ମାଝୀ ଓ ସଂମାନନୀୟ ଅତିଥି ଭାବେ ସ୍କୁଲ ସଭାପତି ମଦର ଟେସିନା ଯୋଗଦେଇ ଉତ୍ସବକୁ ଉଦଘାଟନ କରିଥିଲେ l ମୁଖ୍ୟଅତିଥି ତାଙ୍କ… Continue reading ଦିବ୍ୟଜ୍ୟୋତି କନଭେଣ୍ଟ ହାୟାର ସେକେଣ୍ଡାରୀ ବିଦ୍ୟାଳୟରେ ଗ୍ରାଣ୍ଡ ପେରେଣ୍ଟସ ଡେ ପାଳିତ

ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

ଭୁବନେଶର: ସାଇ ବିନାୟକ ଶିଶୁମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବମିଖାଲସ୍ଥିତ ବିଦ୍ୟାଳୟ ପରିସରରେ ପ୍ରାତଃ ଲକ୍ଷାର୍ଚ୍ଚନା ପୂଜା ସହିତ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟତ୍ରୀ ଐଶ୍ୱର୍ଯ୍ୟା ଲକ୍ଷ୍ମୀ ତି୍ରପାଠୀଙ୍କ ସଂଯୋଜନା ଓ ଆବାହକ ବନମାଳୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯନ୍ତ୍ରୀ ତଥା ସତ୍ୟସାଇ ସଂଗଠନର ରାଜ୍ୟ ପ୍ରଜ୍ଞାନିର୍ବାହକ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟବକ୍ତାଭାବେ ସତ୍ୟ ସାଇ ସଂଗଠନର ଯୁଗ୍ମ ଶିକ୍ଷା ସଂଯୋଜିକା ଡ. ନୟନତାରା ଛୋଟରାୟ, ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର… Continue reading ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

You cannot copy content of this page