ପୁଣ୍ୟଶ୍ଳୋକ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ

ବେତନଟୀ,୧୭।୧୨: ମୟୂରଭଞ୍ଜର ମହାରାଜା ସ୍ଵର୍ଗତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜୟନ୍ତୀ ସ୍ଥାନୀୟ ରେଳ ଷ୍ଟେସନ ଛକରେ ପାଳିତ ହୋଇଯାଇଛି। ସିଭିଲ ସୋସାଇଟି ଆହ୍ଵାନରେ ମୟୂର ସାହିତ୍ୟ ସଂସଦ ଓ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦସ୍ୟଙ୍କ ଉପସ୍ଥିତିରେ ଭକ୍ତଜୟନ୍ତୀ ପାଳନ କରାଯାଇଅଛି। ଏଥିନିମନ୍ତେ ଅନୁଷ୍ଠିତ ସଭାରେ ଚୂଡାମଣି ମହାପାତ୍ର ସଭାପତିତ୍ୱ କରିଥିଲେ। ସଭାର ଉଦ୍ଦେଶ୍ୟଜ୍ଞାପନ ସହ ସଂଯୋଜକ ଭାବେ ସଂପାଦକ ଆଡ଼୍‌ଭୋକେଟ ସଚ୍ଚିଦାନନ୍ଦ ମହାନ୍ତି ମହାରାଜାଙ୍କ ଗୁଣାବଳୀର ଉଚ୍ଚପ୍ରଶଂସା କରିଥିଲେ।ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ରବୀନ୍ଦ୍ରନାଥ ମିଶ୍ର, ହରିଶଚନ୍ଦ୍ର ନନ୍ଦ… Continue reading ପୁଣ୍ୟଶ୍ଳୋକ ଶ୍ରୀରାମଚନ୍ଦ୍ରଙ୍କ ଜୟନ୍ତୀ ପାଳନ

You cannot copy content of this page