ଗୋଲାମୁଣ୍ଡା ତହସିଲ ଅଫସର କିରାଣୀ ଅଭି ଦାସ ଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ

ଗୋଲାମୁଣ୍ଡା, ୨୩/୦୪, ଉତ୍କଳ ବୁଲେଟିନ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ତହସିଲ୍ କାର୍ଯ୍ୟାଳୟରେ ଥିବା କିରାଣୀ ଅଭିଦାସ ଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ, ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଶ୍ରୀ ଦାଶ ଙ୍କୁ ମିସ୍ କେସ ଦାୟିତ୍ୱରେ ଅଛନ୍ତି। ଆବଶ୍ୟକ କାଗପତ୍ର ଯାହା ଦରକାର ପଡେ ତାହା ଲୋକଙ୍କୁ ବୁଝାଇ ବା ବଦଳରେ ଥରେ ଦୁଇ ଥର କର୍ଯ୍ୟାଲୟକୁ ଯିବା ଆସିବା କରି ହଇରାଣ କରନ୍ତି।ଯାହା ଫଳରେ ଦୁରୁ ଦୁରାନ୍ତରରୁ ଆସି ଥିବା ଲୋକେ… Continue reading ଗୋଲାମୁଣ୍ଡା ତହସିଲ ଅଫସର କିରାଣୀ ଅଭି ଦାସ ଙ୍କ ବ୍ୟବହାରରେ ଲୋକେ ଅତିଷ୍ଠ

You cannot copy content of this page