ପ୍ରଥମ ଟି-୨୦: ଭାରତ ୧୦୧ ରନରେ ବିଶାଳ ବିଜୟ ହାସଲ କଲା

କଟକ: ଭାରତ ବନାମ ଦକ୍ଷିଣ ଆଫ୍ରିକା ଲାଇଭ୍ ସ୍କୋର, ପ୍ରଥମ ଟି-୨୦ ମ୍ୟାଚ୍ (ଭାରତ ଜାତୀୟ କ୍ରିକେଟ୍ ଦଳ ବନାମ ଦକ୍ଷିଣ ଆଫ୍ରିକା ଜାତୀୟ କ୍ରିକେଟ୍ ଦଳ): ହାର୍ଦ୍ଦିକ ପାଣ୍ଡ୍ୟା ୨୮ ବଲ୍ ରେ ୫୯ ରନର ଏକ ଚମତ୍କାର ଅପରାଜିତ ଇନିଂସ ଖେଳି ଭାରତ ମଙ୍ଗଳବାର ଏଠାରେ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୦୧ ରନରେ ପରାସ୍ତ କରିଛି। କ୍ୱାଡ୍ରିସେପ୍ ଆଘାତରୁ ସୁସ୍ଥ ହେବା ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବା ପରେ, ପାଣ୍ଡ୍ୟା ଛଅ… Continue reading ପ୍ରଥମ ଟି-୨୦: ଭାରତ ୧୦୧ ରନରେ ବିଶାଳ ବିଜୟ ହାସଲ କଲା

ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଦାରିଙ୍ଗବାଡି,(୨୫/୩.2025): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ମିଳିତ ଯୁବ ସଙ୍ଘ ଆନୁକୁଲ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ସ୍ଥାନୀୟ ହାଟ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଦୀର୍ଘ ବର୍ଷର ବ୍ୟବଧାନ ପରେ ବ୍ରାହ୍ମଣୀଗାଁ ରେ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ କରିବାକୁ ଅଣ୍ଟା ଭିଡିଛନ୍ତି ଯୁବ ସଂଘ। ଅଞ୍ଚଳରେ ଶାନ୍ତି, ସଦଭାବନା ଓ ଭାଇଚାରାକୁ ବଜାୟ ରଖିବା ସହ ନୂତନ ବନ୍ଧୁତା ସୃଷ୍ଟି କରିବା ଓ ଗ୍ରାମାଞ୍ଚଳର ଯୁବକ… Continue reading ବ୍ରାହ୍ମଣୀଗାଁ କ୍ରିକେଟ୍ ଟୋର୍ଣ୍ଣାମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ

ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଟିମ ଇଣ୍ଡିଆ

ଦୁବାଇ : ମଙ୍ଗଳବାର ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆକୁ ୪ ଓ୍ବିକେଟରେ ପରାସ୍ତ କରି ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ପ୍ରବେଶ ପ୍ରବେଶ କରିଛି । ଏହା ସହିତ ୨୦୨୩ ବିଶ୍ବକପ ଫାଇନାଲ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଭାରତ ଆଗରେ ବିଜୟ ପାଇଁ ୨୬୫ ରନର ଲକ୍ଷ୍ୟ… Continue reading ଆଇସିସି ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଟିମ ଇଣ୍ଡିଆ

ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ଦୁବାଇ କ୍ରିକେଟ ଷ୍ଟାଡିୟମରେ ବିରାଟ କୋହଲିଙ୍କ ଚମତ୍କାର ଅପରାଜିତ ଶତକ ବଳରେ ଭାରତ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ରବିବାର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୬ ଉଇକେଟରେ ପରାସ୍ତ କରିଛି। ୨ଟି ମ୍ୟାଚରୁ ଦ୍ୱିତୀୟ ବିଜୟ ସହ ସେମିଫାଇନାଲରେ ପ୍ରବେଶ କରିଛି ଭାରତ। ପାକିସ୍ତାନ ୪୯.୪ ଓଭରରେ ୨୪୧ ରନ କରି ଅଲ୍ଆଉଟ ହୋଇଯାଇଥିଲା। ଜବାବରେ ବିରାଟ କୋହଲିଙ୍କ ଶତକ ଏବଂ ଶ୍ରେୟସ ଆୟରଙ୍କ ସହ ଶତକୀୟ ଭାଗୀଦାରି ବଳରେ ଭାରତ ୪୨.୩ ଓଭରରେ ୪ ଉଇକେଟ ହରାଇ… Continue reading ଦୁବାଇ ଆଇସିସି ମ୍ୟାଚରେ ପାକିସ୍ତାନକୁ ହରାଇ ଭାରତ ବିଜୟ

ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

inida-pak cricket match today

ଦୁବାଇ: ଆଇସିସି ଚାମ୍ପିୟନ୍ସ ଟ୍ରଫିର ଭାରତ-ପାକିସ୍ତାନ ମୁକାବିଲା ଆଜି ଅନୁଷ୍ଠିତ ହେବ। ଏଥିପାଇଁ ଦୁବାଇ କ୍ରିକେଟ ଷ୍ଟାଡିୟମ ପ୍ରସ୍ତୁତ। ଉଭୟ ଦେଶର କ୍ରିକେଟ ପ୍ରେମୀଙ୍କ ମନରେ ନାହିଁ ନ ଥିବା ଉତ୍ସାହ। ଏଥିରେ ବିଜୟୀ ହୋଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ସେମିଫାଇନାଲରେ ପ୍ରବେଶ ଲକ୍ଷ୍ୟ ରଖିଛି। ମହମ୍ମଦ ରିଜଓ୍ବାନଙ୍କ ପାକିସ୍ତାନ ଦଳ ପାଇଁ ଏହି ମ୍ୟାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଭାରତ ନିକଟରୁ ହାରିଲେ ଦଳର ସେମିଫାଇନାଲ ପ୍ରବେଶ ଆଶା କ୍ଷୀଣ ହୋଇଯିବ। ତେଣୁ ଟୁର୍ନାମେଣ୍ଟରୁ… Continue reading ଆଇସିସି ଚାମ୍ପିୟନ୍ସ ଟ୍ରଫି, ଭାରତ-ପାକିସ୍ତାନ ମୁକାବିଲା ଆଜି

ଗାଙ୍ଗୁଲିଙ୍କ ବାୟୋପିକ କୁ ନେଇ ଫିଲ୍ମ

ସେଲିବ୍ରିଟିଙ୍କ ବାୟୋପିକ୍ କୁ ନେଇ ଫିଲ୍ମ ନିର୍ମାଣ କରାଯାଉଥିବା ଦେଖାଯାଉଛି। ଏହା ଏକ ଟ୍ରେଣ୍ଡ୍ ପାଲଟିଗଲାଣି। ଫିଲ୍ମ ନିର୍ମାଣ କରିବା ପାଇଁ ସେଲିବ୍ରିଟିଙ୍କ ବାୟୋପିକ୍ ଖୁବ୍ ସଫଳତା ହାସଲ କରୁଛି ଫିଲ୍‌ମକୁ । ତେବେ ଏହି ସେଲିବ୍ରିଟି ମାନଙ୍କ ମଧ୍ୟରେ ରହିଛନ୍ତି କ୍ରିକେଟର, ସୋସିଆଲ ୱାର୍କସ ଏବଂ ଅନ୍ୟ ବହୁ ବଡ଼ ବଡ଼ ସେଲିବ୍ରିଟି। ତେବେ ଆଜି ଆମେ ଜଣେ କ୍ରିକେଟର ବାୟୋପିକ୍ କୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି ଯିଏ କି କ୍ରିକେଟରେ ଖୁବ… Continue reading ଗାଙ୍ଗୁଲିଙ୍କ ବାୟୋପିକ କୁ ନେଇ ଫିଲ୍ମ

କ୍ରିକେଟ ପ୍ରତିଯୋଗିତା ଉଦ୍ ଯାପିତ

ଧର୍ମଗଡ଼, (ଜନ୍ମେଜୟ ନାଏକଙ୍କ ରିପୋର୍ଟ): ବର୍ତ୍ତମାନ ଖେଳ ମଧ୍ୟରେ କ୍ରିକେଟ୍ ଖେଳ ସବୁଠାରୁ ଅଧିକ ଲୋକପ୍ରିୟ ହୋଇ ଥିବା ଯୋଗୁଁ ଅନେକ ସ୍ଥାନ ରେ ଖେଳ ପ୍ରତିଯୋଗିତାମାନ ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କ ମନରେ କ୍ରିକେଟ୍ ଖେଳ ଦେଖିବାକୁ ପାଇଁ ଆଗ୍ରହ ବଢୁଛି।। ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ ଗ୍ରାମପଞ୍ଚାୟତ ସ୍ତରୀୟ ମା ଠାକୁରାଣୀ କ୍ରିକେଟ ଆସୂସେଶନ ତରଫରୁ ଚଳିତ ମାସ ୫ ତାରିଖ ରବିବାର ଠାରୁ ୧୨ ତାରିଖ ରବିବାର ପର୍ଯ୍ୟନ୍ତ ପ୍ରତିଯୋଗିତା… Continue reading କ୍ରିକେଟ ପ୍ରତିଯୋଗିତା ଉଦ୍ ଯାପିତ

ବ୍ଳକ୍ ସ୍ତରୀୟ ବିଦ୍ୟାଳୟ ସମୂହ ୧୭ବର୍ଷ ରୁ କମ୍ ବାଳକ କ୍ରିକେଟ୍ ଚୟନ ଶିବିର

ଛେଣ୍ଡିପଦା: ଛେଣ୍ଡିପଦା ବ୍ଳକ୍ ଶିମିଳିପାଳ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ସପୋଇନାଳୀ, ଖେଳପଡିଆ ରେ ବ୍ଲକ୍ ସ୍ତରୀୟ ବିଦ୍ୟାଳୟ ସମୂହ ୧୭ ବର୍ଷ ରୁ କମ୍ ବାଳକ କ୍ରିକେଟ୍ ଚୟନ ଶିବିର ଅନୁଷ୍ଠିତ ହୋଇଯାଇ ଅଛି l ଏହି ଶିବିରରେ ବ୍ଲକ୍ ର ୧୦ଟି ସ୍କୁଲ ର ବଛା ବଛା ପିଲାଙ୍କୁ ନେଇ ଜିଲ୍ଲା ସ୍ତରୀୟ ଖେଳ ପାଇଁ ଚୟନ କରାଯାଇଅଛି l ବିଦ୍ୟାଳୟ ର ଏହି ଚୟନ ଶିବିର ରେ ମୁଖ୍ୟ ଅତିଥି ଭାବରେ ଶିମିଳିପାଳ ସରପଞ୍ଚ… Continue reading ବ୍ଳକ୍ ସ୍ତରୀୟ ବିଦ୍ୟାଳୟ ସମୂହ ୧୭ବର୍ଷ ରୁ କମ୍ ବାଳକ କ୍ରିକେଟ୍ ଚୟନ ଶିବିର

You cannot copy content of this page