ରାଜଧାନୀରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ

Beheaded body of youth found in capital

ଭୁବନେଶ୍ୱର: ରାଜଧାନୀର ମୁହଁ କୁହାଯାଉଥିବା ରସୁରଗଡ଼ ବାଣୀ ବିହାର ମଝିରେ ଥିବା ଫ୍ଲାଇଓଭର ନିକଟରେ ଘଟିଛି ନୃଶଂସ ହତ୍ୟାକାଣ୍ଡ। ସକାଳେ ଦେଖିବାକୁ ମିଳିଛି ଜଣେ ଯୁବକଙ୍କ ମୁଣ୍ଡକଟା ମୃତଦେହ। ଭୋର ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ରସୁଲଗଡ଼ରୁ ବାଣୀବିହାର ଜାତୀୟ ରାଜପଥରେ ଏହି ହତ୍ୟାକାଣ୍ଡ ଘଟିଛି। ଓଭରବ୍ରିଜ ଉପରେ ପଡ଼ିଥିଲା ମୁଣ୍ଡବିହୀନ ମୃତଦେହ। ଘଟଣାସ୍ଥଳରେ ଏକ ସ୍କୁଟି ମଧ୍ୟ ରହିଥିବାର ଦେଖିବାକୁ ମିଳିଛି। ମୃତଦେହକୁ ପୋଲିସ ପକ୍ଷରୁ ଜବତ କରାଯାଇଛି। ସୂଚନା ଅନୁଯାଯ଼ୀ, ଦୁଇ… Continue reading ରାଜଧାନୀରୁ ମିଳିଲା ଯୁବକଙ୍କ ମୁଣ୍ଡକଟା ମୃତଦେହ

ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ

ରାତି ଅଧରେ ଯୁବକଙ୍କୁ ହାଣି ଯୁବତୀଙ୍କୁ ଟେକି ନେଲେ ଭୁବନେଶ୍ବର : ରାଜଧାନୀରେ ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ । ଯୁବତୀଙ୍କୁ କାରରେ ଟେକି ନେଲେ ୪ ଜଣ ଯୁବକ । ଗତକାଲି ବିଳମ୍ବିତ ରାତିରେ ମୈତ୍ରୀ ବିହାର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଘଟଣ । ଜଣେ ଯୁବତୀ ନିଜ ପୁରୁଷ ବନ୍ଧୁଙ୍କ ସହ ରାତି ପ୍ରାୟ ୧ ଟା ୩୦ ବେଳେ ରୁମକୁ ଫେରିବା ବେଳେ ଲୁମ୍ବିନୀ ବିହାର ଅଞ୍ଚଳରେ ହଠାତ ତାଙ୍କ… Continue reading ପ୍ରେମ ପାଇଁ ଫିଲ୍ମ ଷ୍ଟାଇଲରେ ଅପହରଣ

You cannot copy content of this page