ମେଡିକାଲ୍ ତାଲା ଭାଙ୍ଗି ଚୋରି

ଭୁବନ: ଓଡ଼ିଶ ଗ୍ରାମପଂଚାୟତରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ ଓ ଆରୋଗ୍ୟକେନ୍ଦ୍ରରୁ ରାତ୍ର ପ୍ରାୟ ୧୦ ଟା ବେଳେ ଚୋରି ହୋଇଥିବା ସୂଚନା ମିଳିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ରର ତାଲା ଭାଙ୍ଗି ଚୋରି ହୋଇଥିବା ଦେଖିବାକୁ ମିଳିଛି। ଚୋରମାନେ ତାଲା ଭାଙ୍ଗି କେନ୍ଦ୍ରରେ ଥିବା କମ୍ପ୍ୟୁଟର ସହ ଟିଭିକୁ ଚୋରି କରିନେଇଯାଇଥିବା ସୂଚନା ମିଳିଛି । ତେବେ ଏହି ଚୋରି ଘଟଣାକୁ ପୋଲିସ ପକ୍ଷରୁ ତଦନ୍ତ କରାଯାଉଥିବାବେଳେ ଲାଗିଥିବା ସିସି ଟିଭି କ୍ୟାମେରା ଯାଂଚରୁ କିଛି ଜଣାପଡୁନାହିଁ ।… Continue reading ମେଡିକାଲ୍ ତାଲା ଭାଙ୍ଗି ଚୋରି

ରାଜଧାନୀରେ ଲଭ ଜିହାଦ୍‌

ସମ୍ପର୍କ ରଖିବା ପରେ ଧର୍ମ ପରିବର୍ତ୍ତନ ପାଇଁ ଜବରଦସ୍ତିଭୁବନେଶ୍ୱର: ପ୍ରେମରେ ପଡ଼ିଗଲେ ଆଗପଛ କିଛି ଜଣାପଡେନାହିଁ। ପ୍ରେମୀକୁ ଭଲମନ୍ଦ କିଛି ବି ଫରକ ପଡେନାହିଁ। ସେମିତି ଏକ ଭୁଲ କରି ବସିଛି ଜଣେ ଯୁବତୀ । ଆଉ ଭଲ ପାଇଥିଲା ଜଣେ ମୁସଲମାନ ସଂପ୍ରଦାୟର ଯୁବକକୁ । ଓଡ଼ିଆ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ କଲା ଅଭିଯୁକ୍ତ । ଭୁବନେଶ୍ବରରେ ଲଭ ଜିହାଦ୍ । ରାଜଧାନୀରେ ଯୁବତୀଙ୍କୁ ଟ୍ରାପରେ ପକାଇ ଟଙ୍କା ଲୁଟିନେଲା… Continue reading ରାଜଧାନୀରେ ଲଭ ଜିହାଦ୍‌

You cannot copy content of this page