କୁଅରେ ପଡ଼ି ହାତୀ ଛୁଆ ମୃତ

କେନ୍ଦୁଝର: ରାତି ୩ଟା ସମୟରେ ଏକ ୧୦ ଟିକିଆ ହାତୀପଲ କାଠବାଉଁଶୁଳି ନିକଟରେ ରାସ୍ତା ପାର ହେଉଥିବା ସମୟରେ ନିକଟରେ ଏକ କୂଅ ଭିତରେ ୧ ବର୍ଷ ବୟସର ହାତୀ ଛୁଆଟି ପଡ଼ି ଯାଇଥିଲା । କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ କାଠବାଉଁଶୁଳି ଗାଁର ମୋହନ ଚରଣ ମହାନ୍ତଙ୍କ କୂଅରେ ଖସିପଡ଼ି ଏକ ହାତୀଛୁଆର ମୃତ୍ୟୁ ଘଟିଛି। ହାତୀପଲ ଛୁଆକୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ଉପରୁ ପଥର ଖସି ହାତୀ ଛୁଆ ମୁଣ୍ଡରେ ବାଜିଥିଲା… Continue reading କୁଅରେ ପଡ଼ି ହାତୀ ଛୁଆ ମୃତ

କୋଦଗlଡ଼ିଆ ଓ ମୁରିଙ୍ଗିସିଙ୍ଗା ରେ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା ହାତୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ କୋଦଗାଡିଆ ଓ ମିରିଗିସିଙ୍ଗା ଗ୍ରାମରେ ତିନୋଟି ଘର ଭାଙ୍ଗିଲା ଗୋଠ ଛଡା ଦନ୍ତାହାତୀ । କୋଦଗାଡିଆ ଗ୍ରାମର ବସନ୍ତ ନାଏକ ଓ ଉଦୟ ନାଏକଙ୍କ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇଯାଇଥିବା ବେଳେ ମିରିଗିସିଙ୍ଗା ଗ୍ରାମର ସୁନା ରାମ ମୁଣ୍ଡାଙ୍କ ଘର ଭାଙ୍ଗି ଛି ଗୋଠ ଛଡ଼ା । ଆଜି ସକାଳ ପାଖାପାଖି ୫ଟା ଏ ଅଞ୍ଚଳରେ ଉତ୍ପାତ ଜାରି ରଖିଥିବା ଗୋଠ ଛଡ଼ା ଦନ୍ତା… Continue reading କୋଦଗlଡ଼ିଆ ଓ ମୁରିଙ୍ଗିସିଙ୍ଗା ରେ ଘର ଭାଙ୍ଗିଲା ଗୋଠ ଛଡା ଦନ୍ତା ହାତୀ

You cannot copy content of this page