ମକର ସଂକ୍ରାନ୍ତିରେ ଓଡ଼ିଆ ଅସ୍ମିତା

makar festival observed in india

ଆମେ ଓଡ଼ିଆ ଭାରି ବଢ଼ିଆ l ସୌନ୍ଦର୍ଯ୍ୟମୟୀ, ବୈଭବମୟୀ, ସଂସ୍କୃତିମୟୀ ଭାରତବର୍ଷ ସବୁଠାରୁ ଗରୀୟାନ୍ ଓ ମହୀୟାନ୍ ।ଆମେ ଭାରତବାସୀ ଭାଗ୍ୟବାନ । ବାରମାସରେ ତେର ପର୍ବ ପାଳି ଆମର କଷ୍ଟକୁ ଲାଘବ କରିବା ସଙ୍ଗେସଙ୍ଗେ ଏକତାର ସ୍ଵର ପର୍ବପର୍ବାଣୀ ମାଧ୍ୟମରେ ଗାଇଥାଉ ଓ ଭାଇଚାରା ସଂପର୍କ ସୃଷ୍ଟି କରିଥାଉଁ । ଭାରତ ବର୍ଷରେ ଓଡ଼ିଶା ଏକ ସଂସ୍କୃତି ସଂପନ୍ନ ରାଜ୍ୟ | ଓଡ଼ିଶା ବାସୀ ତାଙ୍କର ପର୍ବପର୍ବାଣୀ ଓ ଆଧ୍ୟାତ୍ମିକତାରେ ସମଗ୍ର ବିଶ୍ଵରେ ପରାକାଷ୍ଠ ପ୍ରଦର୍ଶନ… Continue reading ମକର ସଂକ୍ରାନ୍ତିରେ ଓଡ଼ିଆ ଅସ୍ମିତା

ଡିସେମ୍ବର ୧ରୁ ମୟୂରଭଞ୍ଜ ମହୋତ୍ସବ

Kartikapurnima celebration

ଭୁବନେଶ୍ବର : ଆସନ୍ତା ୧ ତାରିଖରୁ ୧୦ ଦିନ ବ୍ୟାପୀ ବାରିପଦା ଛଉ ପଡ଼ିଆରେ ୭ମ ମୟୂରଭଞ୍ଜ ମହୋତ୍ସବ ଅନୁଷ୍ଠିତ ହେବ। ପ୍ରଥମ ଦିନରେ ଜିଲ୍ଲାର ମୁଖ୍ୟତଃ ଆଦିବାସୀ ଓ ଅନ୍ୟାନ୍ୟ କଳାକାରମାନଙ୍କୁ ନେଇ ପାରମ୍ପାରିକ ନୃତ୍ୟ ଗୀତରେ ତାଳେତାଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିରଠାରୁ ଛଉ ପଡ଼ିଆ ପର୍ଯ୍ୟନ୍ତ ଆୟୋଜିତ ହେବ ଓଡ଼ିଶାର ସର୍ବବୃହତ ସାଂସ୍କୃତିକ ଶୋଭାଯାତ୍ରା। ସେହିଭଳି ପ୍ରତିଦିନ ସନ୍ଧ୍ୟାରେ ପ୍ରଥମାର୍ଦ୍ଧରେ ଜିଲ୍ଲା କଳାକାରଙ୍କୁ ନେଇ ଅନୁଷ୍ଠିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ। ତା’ପରେ ଜିଲ୍ଲା,… Continue reading ଡିସେମ୍ବର ୧ରୁ ମୟୂରଭଞ୍ଜ ମହୋତ୍ସବ

You cannot copy content of this page