‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ

ଭୁବନେଶ୍ୱର: ଓଡ଼ିଶାର ଆଗଧାଡିର ସଂଗଠନ ଓଡ଼ିଆ କଳାକାରଙ୍କ ସ୍ୱର (OKS) ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ସମ୍ପୂର୍ଣ ହୋଇଛି ।ଏହି ପ୍ରକ୍ରିୟାରେ OKS ପରିବାରର ସଦସ୍ୟ ଏବଂ ସଦସ୍ୟା ମାନେ ନିଜର ମତ୍ତ ଦାନ କରି, ନୂତନ ଭାବେ ସଭାପତି ହିସାବରେ ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଶ୍ରୀଧର ମାର୍ଥାଙ୍କୁ ନିର୍ବାଚିତ କରିଛନ୍ତି । ସେହିପରି ଭାବେ ଅଭିନେତା ଏବଂ ରାଜନୀତିଜ୍ଞ ପ୍ରଶାନ୍ତ କୁମାର ଶଢ଼ଙ୍ଗି ଉପସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ… Continue reading ‘ଓଡ଼ିଆ କଳାକାରଙ୍କ ସ୍ୱର’ ର ୩ୟ ବାର୍ଷିକ ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ

ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ଦହି ପଖାଳ ବଣ୍ଟନ

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ ଇନ୍ଦିରା ଗାନ୍ଧୀ ପାର୍କ (ଆଇଜି ପାର୍କ) ନିକଟରେ ଆଜି ରବିବାର ତା 18 ରିଖ ଦିନ 11 ଟା ରୁ ଦିନ 3 ଟା ପର୍ଯ୍ୟନ୍ତ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପାଖାପାଖି 400 ଜଣ, ପଥ ଚାରୀ, ଭିନ୍ନକ୍ଷମ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧି ମାନେ ପଖାଳ ଖାଇ ତୃପ୍ତି ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ବିଧାୟକ ଜଗନ୍ନାଥ ପ୍ରଧାନ, ପୂର୍ବତନ କର୍ପୋରେଟର ବାୟାଁ ଭାଇ, କର୍ପୋରେଟର… Continue reading ଓଡ଼ିଆ କଳାକାରଙ୍କ ସ୍ୱର OKS ପରିବାର ପକ୍ଷରୁ ଦହି ପଖାଳ ବଣ୍ଟନ

ଆର ପାରିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

ଭୁବନେଶ୍ୱର: ଗତ କିଛି ଦିନ ହେବ ସେ ଲିଭର ସିରୋସିସ୍ ରୋଗରେ ପୀଡିତ ହୋଇ ଚିକିସôିତ ହେଉଥିଲେ । ସେ ୬୬ବର୍ଷ ବୟସରେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତି ଗୁରୁତର ହେବାରୁ ତାଙ୍କୁ ଗତ କିଛି ଦିନ ତଳେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଚିକିସôା ନିମନ୍ତେ । ସେ ଆଇସିୟୁରେ ଚିକିସôାଧିନ ଅବସ୍ଥାରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବା ଯୋଗୁ ତାଙ୍କୁ ଏୟାର ଲିପ୍ଟ… Continue reading ଆର ପାରିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି

You cannot copy content of this page