ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ଭୁବନେଶ୍ୱର: ମହାନ ସ୍ୱାଧୀନତା ସଂଗ୍ରାମୀ, ବିପ୍ଳବୀ, ପ୍ରାକ୍ତନ ବିଧାୟକ, କୃଷି ଓ କୃଷକ ଆନେ୍ଦାଳନର ସମର୍ପିତ କାଣ୍ଡାରୀ, ଶିକ୍ଷାବିତ, ସଂଗଠକ ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକରେ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ସ୍ଥାନୀୟ ଖାରବେଳନଗର ଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଅନୁଷ୍ଠିତ ହୋଇଯାଇଛି । ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ପଥପ୍ରାନ୍ତ ସ୍ମତିଚାତଣ ସଭାରେ ଶ୍ରୀଯୁକ୍ତ ଶତପଥୀ ମତବ୍ୟକ୍ତ… Continue reading ସ୍ୱର୍ଗତଃ ପ୍ରାଣନାଥ ପଟନାୟକଙ୍କ ୫୫ ତମ ଶ୍ରାଦ୍ଧବାର୍ଷିକୀ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ

ପୂଜ୍ୟପୂଜା ସଂସ୍କୃତି ପ୍ରାଣର ମହାନ କାଣ୍ଡାରି ଥିଲେ ୰ହଟ୍ଟନାଥ ମଙ୍ଗରାଜ

ଭୁବନେଶ୍ୱର,୨୪.୩.୨୦୨୪: ମହାନ ଶତାୟୁ ସ୍ୱାଧୀନତା ସଂଗ୍ରାମୀ, କଳିଙ୍ଗ ପାଇକ ସଂଗଠନର ପ୍ରତିଷ୍ଠାତା ମହାନ ପୂଜ୍ୟପୂଜା ସଂସ୍କୃତି ପ୍ରାଣ ତଥା ବୀର ମାଟି ଖୋର୍ଦ୍ଧାର ସୁଯୋଗ୍ୟ ସନ୍ତାନ ବିପ୍ଳବୀ ହଟ୍ଟନାଥ ମଙ୍ଗରାଜଙ୍କ ୧୦୪ ବର୍ଷ ବୟସରେ ଖୋର୍ଦ୍ଧା ସିକୋ ସ୍ଥିତ ବାସଭବନରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟଜନିତ ସମସ୍ୟାରେ ପିଡ଼ିତ ଥିଲେ । ଉକ୍ତ ଦୁଃଖଦ ଖବର ପାଇ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ ଶୋକବ୍ୟକ୍ତ… Continue reading ପୂଜ୍ୟପୂଜା ସଂସ୍କୃତି ପ୍ରାଣର ମହାନ କାଣ୍ଡାରି ଥିଲେ ୰ହଟ୍ଟନାଥ ମଙ୍ଗରାଜ

You cannot copy content of this page